ସବୁ କାର୍ଯ୍ୟରେ ସଫଳ ହେବାର ରହସ୍ୟ ଜାଣନ୍ତୁ ,ଏହି ଉପାୟରେ

ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କୁ କୌଣସି ସଫଳତା ମିଳୁନାହିଁ ,ତାହାଲେ ଆପଣ ଆପଣଙ୍କର ଚେଷ୍ଟା ନିହାତି ବଦଲେଇବାକୁ ପଡିବ । ଏବେ ଆସନ୍ତୁ ଜାଣିବା ସଫଳତା ପାଇବାର ସେହି ସେହି ଚାରିଟି ମନ୍ତ୍ର ।
ପ୍ରଥମ ମନ୍ତ୍ର: ଭାଗ୍ୟକୁ ଭୁଲି ଯାଆନ୍ତୁ ଓ ନିଜ ଲକ୍ଷ ସ୍ଥିର କରନ୍ତୁ । ଜୀବନରେ କିଛି କଥା ବା ଘଟଣା ସଂଯୋଗ ବଶତଃ ଘଟିଯାଇପରେ, କିନ୍ତୁ ସେହି କଥାକୁ ଆପଣ ଯଦି ସବୁବଳେ ଆନେଇ ବସିବେ ତେବେ ଆପଣ ଆପଣଙ୍କ ଜୀବନରେ କୌଣସି ସଫଳତା ପାଇପାରିବେ ନାହିଁ ।ଯଦି ଆପଣ ଅନିୟମିତତା ଭାବେ ଚେଷ୍ଟା କରିବେ ,ତାହାଲେ ଆପଣ ଦିନେ ନା ଦିନେ ସଫଳତା ପାଇପାରିବେ ।
ର୍ଯ୍ୟକୁ ଆପଣ ଇଚ୍ଛା ଓ ଉତ୍ସାହର ସହ କରନ୍ତୁ । ଗୋଟିଏ ସଫଳ ବ୍ୟକ୍ତିର ଗାଡି ଚାଲିଥାଏ ତେବେ ,ସେହି ବ୍ୟକ୍ତିର ଆଗ୍ରହ ଓ ଉତ୍ସାହରେ ଟିକେବି ଉନ ନଥାଏ । ଏହି ଇଚ୍ଛା ଓ ଉତ୍ସାହ ଭିରହିଥାଏ ସମର୍ପଣ ଓ ଚେଷ୍ଟା ବଳରେ । ଏହି ସଫଳତାର ଇଚ୍ଛା ଏମିତି ରଖନ୍ତୁ ଯେ, ଯେମିତି ଆପଣଙ୍କର ନାମରିବାର ଇଚ୍ଛା ଥାଏ ।
ତୃତୀୟ ମନ୍ତ୍ର: ସବୁବଳେ ସମାୟାନୁବର୍ତୀ ହୁଅନ୍ତୁ । ସମୟର ମହତ୍ୱ ଆନେକ କାହାଣୀ ଦର୍ଶାଇଥାଏ । ସମୟ ସର୍ବଦା ନିଜ ହିସାବରେ ଚଲିଥାଏ । ସମୟ ସେମାନଙ୍କ ସହ ଠିକ ଚାଲେ ଯେଉଁମାନେ ସମୟର ସହିତ ପାଦଦେଇ ଆଗକୁ ଚାଲିଥାନ୍ତି । ଯେଉଁମାନେ ସମୟର ପଛରେ ବା ସମୟକୁ ଅଣଦେଖା କରନ୍ତି ସେମାନେ ସବୁବକେ ଅସଫଳ ହୋଇ ରହିଯାନ୍ତି । ତେଣୁ ସବୁବଳେ ସମୟ ସହିତ ତାଳଦେଇ ଚାଲିବା ଦରକାର ।