ଜୀବନଶୈଳୀ

ବାହାରିଥିବା ପେଟ, ମୋଟାପା (Belly Fat), ଅଣ୍ଟା ଓ ଜଙ୍ଘର ଚର୍ବିକୁ ମହମ ପରି ତରଳେଇ ଦେବ ଏହି ଚମତ୍କାରୀ ଉପାୟ

। ଆଜି ଆମେ ଆପ୍ନ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଗହରୋଇ ଉପଚାର ଯାହାର ବ୍ୟବହାର କରି ଆପଣ ଅତି ସହଜ ନିଜ ବଢୁଥିବା କହରବି କୁ ଅତି ସହଜରେ ଶୀଘ୍ର ଅତି ଶୀଘ୍ର ତରଳାଇ ଶେଷ କରିଦେବ । ବନ୍ଧୁଗଣ ସମସ୍ତେ ହିଁ ନିଜ ଜୀବନରେ ସ୍ଵସ୍ଥ ଓ ସୁନ୍ଦର ଦେଖାଯିବା ପାଇଁ ଇଛା କରିଥାନ୍ତି । କିନ୍ତୁ ବନ୍ଧୁଗଣ ସୁନ୍ଦର ଚେହେରା ହେଉ ବା ସୁସ୍ଥ ଶରୀର ଉଭୟ ପାଇଁ ମଣିଷ କୁ ସର୍ବପ୍ରଥମେ ପତଳା ରଖିବା ନିହାତି ଆବଶ୍ୟକ ।

 

ହଁ ଏହା ସତ ଯେ ମଣିଷର ସୁନ୍ଦରତା ତାର ହୃଦୟ ଓ ତାର ଆଚାର ବ୍ୟବହାର ଦ୍ଵାରା ଦେଖା ଦେଇଥାଏ । କିନ୍ତୁ ବନ୍ଧୁଗଣ ଶରୀର ରେ ଥିବା ମୋଟାପା ଶରୀରର ପାଇଁ ଅନେକ ରୋଗ ବ୍ୟାଧି ମାନ ସୃଷ୍ଟି କରିଥାଏ । ତେଣୁ ଏହି ମୋଟାପା ଶରୀର ପାଇଁ କେବେ ମଧ୍ୟ ଭଲ ହୋଇ ନଥାଏ ।

ବନ୍ଧୁଗଣ ଆଜିର ଏହି ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବଳ ଦୁଇ ଟି ଜିନିଷ ର ଆବଶ୍ୟକ ରହିଛି । ଯେଉଥିରୁ ପ୍ରଥମ ଟି ହେଉଛି ଲଙ୍ଗ ପିପର । ଯାହାକି ଏକ ଆୟୁର୍ବେଦ ଔଷଧ ଅଟେ । ଏହା ଆପଣଙ୍କୁ ଯେ କୌଣସି ଔଷଧ ଦୋକାନ ରେ ଅତି ସହଜରେ ମିଳିଯାଇ ପାରିବ ।

 

ଟାପା କୁ କମାଇବା ପାଇଁ ଏହା ଏକ ଅବ୍ୟର୍ଥ ଔଷଧ ହୋଇଥାଏ । ବନ୍ଧୁଗଣ ଏହି ପିପ୍ପର ଶରୀରରେ ବଢି ରହିଥିବା ଚର୍ବି କୁ କମାଇବା ସହ ଶରୀର କୁ ଆହୁଋ ଭିନ୍ନ ଭିନ୍ନ ରୋଗ ରୁ ମଧ୍ୟ ମୁକ୍ତ କରିଥାଏ । ଏହା ଶରୀରରେ ପାଚନ ଶକ୍ତି କୁ ମଧ୍ୟ ବୃଦ୍ଧି କରିଥାଏ । ଦ୍ରୁଷ୍ଟି ଶକ୍ତି ପାଇଁ ମଧ୍ୟ ଏହା ବହୁତ ଭଲ ହୋଇଥାଏ ।

ବନ୍ଧୁଗଣ ଏହାର ବ୍ୟବହାର କରିବା ପାଇଁ ଆପଣ ସର୍ବପ୍ରଥମେ ପାଖା ପାଖି 20ଗ୍ରାମ ର ପିପର ନେଇ ଏହାକୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ । ବର୍ତ୍ତମାନ ଏହି ଗୁଣ୍ଡରୁ ଏକ ଚାମଚର ଏକ ତୃତୀୟାଂଶ ନେଇ ଏହାକୁ ଏକ ଚାମଚ ର ମହୁ ମିଶାଇ ଏହାକୁ ପ୍ରତିଦିନ ଏକ ଗ୍ଳାସ ଉଷୁମ ପାଣି ସହ ପିଇବା ଦ୍ଵାରା ଶରୀରରେ ଥିବା ସମସ୍ତ ଚର୍ବି ଏହା ତରଳାଇ ଦେଇଥାଏ ।

 

ବନ୍ଧୁଗଣ ବନ୍ଧୁଗଣ ଯଦି ଆପଣ ଙ୍କୁ ମଧୁମେହ ରୋଗ ଥାଏ, ତେବେ ଆପଣ ଏହାସହ ମହୁ  ନ ନେଇ ଏଥିରେ ମେଥି ଗୁଣ୍ଡ ମିଶାଇ ପିଇ ନିଅନ୍ତୁ । କେବଳ ଗର୍ଭବତୀ ମହିଳା ମାନଙ୍କୁ ଛାଡିଦେଇ ଅନ୍ୟ ସମସ୍ତେ ଏହି ଉପଚାର ଟିକୁ ବ୍ୟବହାର କରି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button