ଧର୍ମ

ଗୀତା ମାହାତ୍ମ୍ୟ: ଯୋଗିନାମପି ସର୍ବେଷାଂ ମଦ୍‌ଗତେନାନ୍ତରାତ୍ମନା। ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯୋଗିନାମପି ସର୍ବେଷାଂ ମଦ୍‌ଗତେନାନ୍ତରାତ୍ମନା।
ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ ।।୪୭।।

ଅର୍ଥାତ୍:- ସମସ୍ତ ଯୋଗୀମାନଙ୍କ ମଧ୍ୟରୁ, ଯେଉଁ ମାନଙ୍କର ମନ ସର୍ବଦା ମୋଠାରେ ସନ୍ନିବିଷ୍ଟ ଥାଏ, ଏବଂ ଯିଏ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ହୋଇ ମୋ ଭକ୍ତିରେ ନିମଗ୍ନ ରହେ, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେକରି ଥାଏ।

( ଗୀତା ଷଷ୍ଠ ଅଧ୍ୟାୟ ୪୭ ଶ୍ଳୋକ )

Related Articles

Leave a Reply

Your email address will not be published. Required fields are marked *

Back to top button