ବିଚାର

ମହିଳାଙ୍କ ଛାତିକୁ ହିଁ ପ୍ରଥମେ କାହିଁକି ଚାହାନ୍ତି ପୁରୁଷ?

କଥାରେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ”। ଏହା ପ୍ରକୃତିର ସୌନ୍ଦର୍ଯ୍ୟକୁ ବି ପ୍ରମାଣିତ କରେ ।

କିନ୍ତୁ ଏହା ଅନ୍ୟ ଉଦାହରଣରେ ମଧ୍ୟ ଦେଖିବାକୁ ମିଳେ । ସାଧାରଣତଃ ସୁନ୍ଦରୀ ନାରୀ ପ୍ରତି ପୁରୁଷଟିଏ ଅତିଶୀଘ୍ର ଆକର୍ଷିତ ହୋଇଯାଏ ।

ଏହା ପଛରେ ସେମିତି କିଛି ଖାସ୍ କାରଣ ନାହିଁ, ତଥାପି ଲିଙ୍ଗଗତ ପାର୍ଥକ୍ୟ ହେତୁ ଏହା ପ୍ରକୃତିର ଏକ ନିୟମ ଭାବେ ଧରି ନିଆଯାଏ ।

ଯେତେବେଳେ ବି ଜଣେ ପୁରୁଷ ଜଣେ ନାରୀ ପ୍ରତି ଆକର୍ଷିତ ହୋଇଥାଏ ଏହାର ପ୍ରଥମ କାରଣ ସାଜିଥାଏ ସେହି ନାରୀର ସୁଢ଼ୋଳ ବକ୍ଷୋଜ । ଅର୍ଥାତ ନାରୀର ଛାତିକୁ ହିଁ ଜଣେ ପୁରୁଷ ପ୍ରଥମେ ଚାହିଁଥାଏ । ଏହା ହିଁ ଜଣେ ପୁରୁଷଙ୍କୁ ନାରୀ ଆଡକୁ ଆକର୍ଷିତ କରିଥାଏ ।

ଏମିତି କରିବା ଦ୍ୱାରା ପୁରୁଷଙ୍କୁ ଖୁସି ମିଳିଥାଏ ତେଣୁ ଯେଉଁ ନାରୀ ଆକର୍ଷଣୀୟ ଲାଗେ ତାକୁ ପୁରୁଷ ଜଣଙ୍କ ପ୍ରଥମେ ଚାହିଁଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button