ପ୍ରେଗନେଣ୍ଟ ହେବା ପାଇଁ ସମ୍ବନ୍ଧ ବନେଇବା ପରେ କେତେ ସମୟ ପର୍ଯ୍ୟନ୍ତ ଶୋଇ ରହିବା ଉଚିତ

ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ମହିଳା ମାନେ ଏବେ ଗର୍ଭବତୀ ହେବାକୁ ଚାହିଁନାହାନ୍ତି ତେବେ ପିରିୟଡ୍ସ କେତେଦିନ ମଧ୍ୟରେ ସଂପର୍କ ରଖିଲେ ଆପଣ ମାନେ ଗର୍ଭବତୀ ହେବେ ନାହିଁ । ତେବେ କେଉଁ ଦିନ ରିଲେସନ ରଖିଲେ ଆପଣଙ୍କର ପ୍ରେଗନେନ୍ସି ରହିବ ନାହିଁ , ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ତେବେ ଏହା ଜାଣିବା ଆଗରୁ ଆପଣ ମାନଙ୍କୁ ପ୍ରଥମେ ଅବୋଲେସନ ଡେ ବିଷୟରେ ଜାଣିବା ଦରକାର କି ଅବଲେସନ ଡେ କାହାକୁ କୁହାଯାଏ ।
ଅବଲେସନ ସମୟରେ ଓଭାରିରୁ ଏକ ଏଗ ବାହାରିଥାଏ ତେବେ ତାହା ଯେତେବେଳେ ପୁରୁଷଙ୍କର ସ୍ପଞ୍ଜ ସଂପର୍ଶରେ ଆସିବ ତାପରେ ତାହା ଫଟିଲାଇଜ ହୋଇଥାଏ । ଯଦି ଆପଣ ମାନେ ପ୍ରଗେନେଟ ହେବାକୁ ଚାହିଁଛନ୍ତି କି ଚାହୁଁନାହାନ୍ତି ତେବେ ପ୍ରଥମେ ଓବୋଲେସନ ଡେ ସଂପର୍କରେ ଜାଣିବା ନିତାନ୍ତ ଆବଶ୍ୟକ। ତେବେ ସାଧାରଣତଃ ଦେଖିବାକୁ ଗଲେ ଓବୋଲେସନ ମହିଳା ମାନଙ୍କର ପିରିୟଡ ଯେତେଦିନରେ ଆସୁଥିବ ସେହି ଦିନର ମଝି ସମୟରେ ପଡିଥାଏ ।
ତେବେ ଆପଣ ମାନେ ଜାଣିରଖନ୍ତୁ କି ମହିଳା ମାନଙ୍କର ଓବୋଲେସନ ଡେ ଯେବେ ପଡୁଛି ତେବେ ସେହି ଦିନର ସାତ ଦିନ ପୂର୍ବରୁ ଯଦି ସେ ମହିଳା ରିଲେସନ ରଖିବେ ତେବେ ତାଙ୍କର ପ୍ରେଗନେନ୍ସି ରହିବାର ଚାନ୍ସ ବହୁତ ମାତ୍ରାରେ କମି ଯାଇଥାଏ । ଠିକ ସେହିପରି ଓବୋଲେସନ ଡେ ର ସାତ ଦିନ ପରେ ଯଦି ସେହି ମହିଳା ରିଲେସନ ରଖୁଛନ୍ତି ତାହେଲେ ମଧ୍ୟ ସେହି ମହିଳାଙ୍କର ପ୍ରେଗନେନ୍ସି ହେବାର ଚାନ୍ସ ବହୁତ ମାତ୍ରାରେ କମ ରହିଥାଏ।
ତେବେ ମୋଟାମୋଟି ଭାବରେ ଦେଖିବାକୁ ଗଲେ ଯଦି ଜଣେ ମହିଳାଙ୍କର ପିରିୟଡ ୩୦ ଦିନରେ ଆସୁଥିବ ତାହେଲେ ପିରିୟଡ ହେବାର ପ୍ରଥମ ଦିନରୁ ୧୦ ଦିନ ପର୍ଯ୍ୟନ୍ତ ରିଲେସନ ରଖିଲେ ପ୍ରେଗନେଟ ହେବାର ଚାନ୍ସ ବହୁତ କମ ରହିଥାଏ । ଏହା ସହ ୧୦ ଦିନରୁ ୨୦ ଦିନ ମଧ୍ୟରେ ସଂପର୍କ ରଖନ୍ତି ତେବେ ତାଙ୍କର ପ୍ରେଗନେଟ ହେବାର ଚାନ୍ସ ବହୁତ ଅଧିକ।
ତେବେ ଏହା ପରେ ୨୦ ରୁ ୩୦ଦିନ ମଧ୍ୟରେ ସଂପର୍କ ରଖିଲେ ସେହି ମହିଳାଙ୍କର ପ୍ରେଗନେଟ ହେବାର ଚାନ୍ସ ବହୁତ କମ ରହିଥାଏ । ତେବେ ବିଶେଷ କରି ଆପଣ ମାନେ ଓବୋଲେସନ ଡେ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ ଅଟେ । ଏହା ସହିତ ଓବୋଲେସନ ଡୋ ଆପଣଙ୍କର ପିରିୟଡ୍ସର ମଝି ଦିନରେ ହିଁ ପଡିଥାଏ । ତେଣୁ ଆପଣ ମାନେ ତାହାକୁ ମନେ ରଖିବା ନିତାନ୍ତ ଆବଶ୍ୟକ ।
ତେବେ ସେକ୍ସ କରିବା ପରେ ୧୫ ମିନିଟ ପର୍ଯ୍ୟନ୍ତ ଶୋଇ ରହିବା ଉଚିତ ଏହା ଦ୍ୱାରା ବୀଜ ଆପଣଙ୍କ ଅଣ୍ଡା ପାଖକୁ ଯାଇ ପାରିବ। ସେକ୍ସ କରିବା ପରେ ତୁରନ୍ତ ଉଠି ବାଥରୁମ ରେ ନିଜର ଭଜାଇନା କୁ ସଫା କରିବା ଉଚିତ ନୁହେଁ।କିଛି ସମୟ ଶୋଇ ରହିବା ଉଚିତ।