ପୁରୁଣା ରୁ ପୁରୁଣା ଅର୍ଶ ୨ ସପ୍ତାହରେ ମୂଳରୁ ଶେଷ ହୋଇଯିବ, ବାସ କରି ନିଅନ୍ତୁ ଏହି କାମ…

। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଉପଚାର ଯାହାକୁ କି ଆପଣ ଅତି ସହଜ ଉପାୟରେ ଘରେ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ଵାରା ଆପଣଙ୍କର ପୁରୁରଣା ରୁ ପୁରୁଣା ଅର୍ଶ ମଧ୍ୟ ମାତ୍ର ୨ ସପ୍ତାହ ମଧ୍ୟରେ ମୂଳରୁ ଶେଷ ହୋଇଯିବ । ବନ୍ଧୁଗଣ ଅନେକ ଲୋକ ପାଇଲ୍ସ ଭଳି ରୋଗ କୁ ନେଇ ଡକ୍ଟରଙ୍କ ପାଖକୁ ଯିବା ପାଇଁ ଲଜ୍ୟା ଅନୁଭବ କରିଥାନ୍ତି, କିନ୍ତୁ ବନ୍ଧୁଗଣ ଆଜିର ଏହି ଉପଚାର ଟି ଦ୍ଵାରା ଆପଣ ମାନେ ପାଇଲ୍ସର ସମସ୍ଯାରୁ ମୁକ୍ତ ହୋଇ ପାରିବେ ।
ବନ୍ଧୁଗଣ ଅର୍ଶ ଏକ ପ୍ରକାରର ମାଂସ ଖଣ୍ଡ ହୋଇଥାଏ । ଯାହାକି ମଳଦ୍ଵାର ରେ ବା ତାହାର ଆଖ ପାଖରେ ହୋଇଥାଏ । ଯେତେବେଳେ ବହୁଦିନ ଦିନ ଧରି ମଳ ତ୍ୟାଗ ଠିକ ଭାବରେ ହୋଇନଥାଏ । ସେହି ସମୟରେ ଆମେ ମଳତ୍ଯାଗ କରିବା ପାଇଁ ଜୋର ଲଗାଇଥାଉ । ଫଳରେ ମଳଦ୍ଵାର ଆଖ ପାଖରେ ଥିବା ସିର ଉପରେ ପ୍ରେସର ପଡିଥାଏ ।
ଏବ॰ ଧୀରେଧୀରେ ସେହି ସିର ଗୁଡିକ ଫୁଲିବାକୁ ଲାଗେ ଓ ମାଂସ ଖଣ୍ଡ ଭଳି ଦେଖାଯାଏ । ଏହି ମାଂସ ଖଣ୍ଡ କୁ ହିଁ ପାଇଲ୍ସ ବା ଅର୍ଶାବଳି ବୋଲି କୁହାଯାଏ । ବନ୍ଧୁଗଣ ଣ ଲୋକ ମାନେ ସର୍ଜରୀର ନାମ ଶୁଣି ଡରି ଯାଇଥାନ୍ତି, କିନ୍ତୁ ଆଜି ଆମେ ଆପଣ ମାନଙ୍କ ଯେଉଁ ଉପଚାର ଟିକୁ ନେଇ ଆସିଛୁ ତାହାଦ୍ୱାରା ଆପଣ ବିନା କୌଣସି ସର୍ଜରୀରେ ହିଁ ପାଇଲ୍ସ ଭଳି ସମସ୍ଯାରୁ ମୁକ୍ତ ହୋଇପାରିବେ । ବନ୍ଧୁଗଣ ଆପଣ ଯଦି ପ୍ରତିଦିନ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏକ ଗ୍ଲାସ ଗରମ କ୍ଷୀର ସହ କ୍ୟାଷ୍ଟର ଅୟେଲ ବା ଜଡା ତେଲରୁ ଏକ ଚାମଚ ମିଶାଇ ସେବନ କରନ୍ତି ଓ ତାହାସହ ଆଙ୍ଗୁଳି ବା ଏକ ତୁଳା ସାହାର୍ଯ୍ୟରେ କିଛି କ୍ୟାଷ୍ଟର ଅୟେଲ କୁ ନେଇ ନିଜର ସେହି ପାଇଲ୍ସ ସ୍ଥାନରେ ଲଗାନ୍ତି,
ତେବେ ଆପଣ ଦେଖିବେ ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ଏହି ଅର୍ଶ ସମସ୍ୟାରୁ ଆପଣ ମୁକ୍ତ ହୋଇଯିବେ । ତାହାଛଡା ଆପଣ ଯଦି ପ୍ରତିଦିନ ସିୟବା ପୂର୍ବରୁ ରାତିରେ ଏକ ଚମଚ ତ୍ରିଫଳା ଚୂନା କୁ ଖାଲି ପାଟିରେ ବା ଏକ ଗ୍ଲାସ୍ସ ପାଣିରେ ମିଶାଇ ସେବନ କରନ୍ତି, ତେବେ ଆପଣଙ୍କୁ ସକାଳେ ମଳ ତ୍ୟାଗ କରିବାକୁ କୌଣସି କଷ୍ଟ ଅନୁଭବ ହୋଇନଥାଏ ।



