ବିଚାର

ପ୍ରଭୁ ବଜରଙ୍ଗୀବାଲୀଙ୍କର ଏହି ଚମତ୍କାର ମନ୍ତ୍ରର ପାଠ ଦ୍ଵାରା ଅସାଧ୍ୟ ରୋଗକୁ ଭଲ କରିପାରିବେ…

ବନ୍ଧୁଗଣ ପ୍ରଭୁ ବଜରଙ୍ଗୀବାଲୀଙ୍କୁ ସବୁ ଲୋକ ମାନନ୍ତି ଏବଂ ତାଙ୍କର ପୂଜା ମଧ୍ୟ କରନ୍ତି । ତେବେ ଯେତେବେଳେ ତୁଳସୀ ଦାସ ବାଟ ପୀଡାରୁ ପୀଡିତ ଥିଲେ ଏବଂ ସେହି ପୀଡାକୁ ସହି ପାରିଲେ ନାହିଁ । ସେତେବେଳେ ସେ ହନୁମାନ ବାହୁକ ରଚନା କରିଥିଲେ । ତେବେ ହନୁମାନ ବାହୁକ ଭଗବାନ ଶ୍ରୀ ହନୁମାନଙ୍କୁ ତୁଲସୀ ଦାସ ଦ୍ଵାରା ଲିଖିତ ଗୋଟେ ପତ୍ର ଅଟେ, ଯାହା ଆମ ପାଇଁ ବହୁତ ଲାଭକାରୀ ପାଠ ଅଟେ ।

ଏହାର ୮୪ ଟା ପାଠ କିନ୍ତୁ ଏତେ ପଦ କହିବା କଷ୍ଟକର ସେଥିପାଇଁ ଆମେ ଆପଣଙ୍କୁ କିଛି ମହତ୍ଵପୂର୍ଣ୍ଣ ପଦ ବିଷୟରେ କହିବାକୁ ଯାଉଛୁ ଏହା ଦ୍ଵାରା ଆପଣ ନିଜ କଷ୍ଟରୁ ନିବାରଣ ପାଇ ପାଇପାରିବେ ।

ହନୁମାନ ବାହୁକ ପାଠ କରିବା ଆଗରୁ ଏହି କଥା ଗୁଡିକ ଧ୍ୟାନ ରଖିବା ଉଚିତ ସଠିକ ସମୟରେ ସ୍ନାନ ନିତ୍ୟ କର୍ମ ସମାପ୍ତ କରି ବେସନ ଲଡୁ ବା କଉସୀ ଫଳ ବା ପଞ୍ଚ ମେବା ନେଇ ଭଗବାନଙ୍କ ପାଖରେ ଧ୍ୟାନ କରିବା ପାଇଁ ବସିବା ଉଚିତ । ଏହି ସମୟରେ କୌଣସି କଥା ଚିନ୍ତନ କରିବା ଉଚିତ ନୁହେଁ । ଏକାଗ୍ର ହୋଇ ଭଗବାନ ହନୁମାଙ୍କ ଠାରେ ଧ୍ୟାନ କରନ୍ତୁ ।

ଦ୍ଵିତୀୟ ପଦରେ ହନୁମାନ ଠାକୁରଙ୍କ ନଖ ଶିଖ ଧ୍ୟାନ କରାଯାଇଛି ଯାହା ଏହି ପ୍ରକାର ଅଟେ – ଏହି ପଦ ଅନୁଯାଇ ହନୁମାନ ଭଗବାନ ସ୍ଵର୍ଣ୍ଣ ପର୍ବତ ବା ସୁମେରୁ ପର୍ବତ ଭଳି ବିଶାଲ ହୃଦୟ ରଖନ୍ତି । ଅତ୍ୟନ୍ତ ବଳଶାଳି ଏବଂ ବଜ୍ର ଭଳି ନଖ ଏବଂ ଶରୀର ଧାରଣ କରିଛନ୍ତି, ମୁଖ ବିକରାଳ ଅଟେ । ତୁଲସୀ ଦାସ କହିଛନ୍ତି ଶ୍ରୀ ପବନ ପୁତ୍ର ହନୁମାନଙ୍କ ଏହି ବିକଟମୂର୍ତ୍ତି ଯାହା ହୃଦୟରେ ବାସ କରିଥାଏ ସେହି ପୁରୁଷ ସମୀପରେ ଆଧି, ବ୍ୟାଧି ଏବଂ ପାପ ସପନ ମଧ୍ୟ ପାଖକୁ ଆସେ ନାହିଁ ।

ତେବେ ପୁରୁଷମାନେ ଭଗବାନ ହନୁମାନଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତି ଏବଂ ପ୍ରଭୁ ବଜରଙ୍ଗୀବାଲୀ ସମସ୍ତଙ୍କ ଉପରେ ନିଜ କୃପା ଦୃଷ୍ଟି ରଖନ୍ତି । ତେବେ ପ୍ରତିଦିନ ହନୁମାନ ବାହୁକ ପାଠ କଲେ ସବୁ ପ୍ରକାର ସମସ୍ଯା ଦୂର ହୋଇଥାଏ ଏବଂ ସୁଖ ପ୍ରାପ୍ତି ହୋଇଥାଏ ।  ସେଥିପାଇଁ ସବୁ ଦିନ ହନୁମାନ ବାହୁକ ପାଠ କରିବା ଉଚିତ ଯଦି ଆପଣ ସବୁଦିନ ପାଠ କରି ପାରୁ ନାହାନ୍ତି ।

ତେବେ ମଙ୍ଗଳବାର ଏବଂ ଶନିବାର ଦିନ ଅବଶ୍ୟ ପାଠ କରନ୍ତୁ ଏହା ଆପଣଙ୍କ ଜୀବନ ବଦଳାଇ ଦେବ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button