ବିଚାର

ଜ୍ୟୋତିଷଶାସ୍ତ୍ର ଅନୁସାରେ ସ୍ୱାମୀର ଏହି ଅଙ୍ଗକୁ ଚିପିଲେ ସ୍ତ୍ରୀର ହୋଇଥାଏ ସର୍ବମୋକ୍ଷ ପ୍ରାପ୍ତି, ଜାଣନ୍ତୁ କେଉଁ ଅଙ୍ଗ

ଜଣେ ବିଦ୍ୱାନ ଆଚାର୍ଯ୍ୟଙ୍କ ତପସ୍ୟା ଓ ଦୂରଦର୍ଶୀ ତଥା ଇଶ୍ୱରପ୍ରାପ୍ତି ପରର ଏକ ମହତ ବାଣୀ ହେଉଛି ଯେ, ସ୍ତ୍ରୀମାନେ ସୁଖ ସମୃଦ୍ଧି ପାଇବା ପାଇଁ ସ୍ୱାମୀର ସେବା କରିବା ଜରୁରୀ । ସ୍ୱାମୀର ଶରୀରର ବିଭିନ୍ନ ଅଙ୍ଗ ମଧ୍ୟରୁ ଏମିତି ଏକ ଅଙ୍ଗ ରହିଛି ଯେଉଁ ଅଙ୍ଗକୁ ସ୍ତ୍ରୀ ନିଜ ପାପୁଲିରେ ସ୍ପର୍ଷ କରି ସେବା ପ୍ରଦାନ କଲେ ଉଭୟଙ୍କ ଲାଭ ହୋଇଥାଏ । ସ୍ତ୍ରୀ ସଦା ସୁହାଗନ ରହିଥାଏ, ସ୍ୱାମୀ ଧନବାନ ହୋଇଥାଏ ଏବଂ ପରିବାରରେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ସେହି ମହାନ ବିଦ୍ୱାନ ଆଚାର୍ଯ୍ୟଙ୍କ କଥା ଶୁଣିବା ଜାଣିବା ଓ ଅନ୍ୟଙ୍କୁ ଏହି ଲିଙ୍କ୍ ସେୟାର କରି ଜଣାଇବା ।

ମହାନ ବିଦ୍ୱାନ ଆଚାର୍ଯ୍ୟଙ୍କ କହିବା କଥା ଏହା ପଛରେ ଗ୍ରହ ଚଳନର କଥା ରହିଛି । ଅର୍ଥାତ ପୁରୁଷର ଅଣ୍ଠୁ ଠାରୁ ଆଣ୍ଠୁ ତଳକୁ ପାଦ ଯାଏ ଶନି ଗ୍ରହର ଅଧୀନ ହୋଇଥାଏ । ସେହିଭଳି ନାରୀର କଲାଇ ଅର୍ଥାତ ପାପୁଲିର ତଳ ଭାଗଠୁ ଆରମ୍ଭ କରି ଆଙ୍ଗୁଠି ଯାଏ ଶୁକ୍ର ଗ୍ରହଙ୍କ ଅଧୀନ ହୋଇଥାଏ । ଏଣୁ ଆଉ ଯେବେ ଶନୀ ଉପରେ ଶୁକ୍ରର ପ୍ରଭାବ ପଢ଼ିଥାଏ ସେବେ ଧନପ୍ରାପ୍ତୀର ଯୋଗ ପଡ଼ିଥାଏ । ବା ଧନପ୍ରାପ୍ତି ପାଇଁ ମାର୍ଗ ପ୍ରଶସ୍ତ ହୋଇଥାଏ । ଏହାର ଅର୍ଥ ସ୍ତ୍ରୀକୁ ପ୍ରତିଦିନ ସ୍ୱାମୀର ଗୋଡ଼ ଚିପିବା ଦରକାର ଅଟେ ।

ଏମିତି ହେଲେ ଗରିବି ହଟିଯିବ ଏବଂ ଧନପ୍ରାପ୍ତି ହେବ । ଆଉ ଏଥିପାଇଁ ସଦାସର୍ବଦା ନାରାୟଣଙ୍କ ପାଦ ଚିପିଥାନ୍ତି ବା ଗୋଡ଼ ଚିପିଥାନ୍ତି ମା ଲକ୍ଷ୍ମୀ । ଆଉ ଏହି କାରଣ ପାଇଁ ଧନର ଦେବୀ ହେଉଛନ୍ତି ମା ମହାଲକ୍ଷ୍ମୀ ।

ଏହି ବାର୍ତ୍ତା ଆମେ ଜନହିତରେ ଜାରି କରିବା ପାଇଁ ଏଠାରେ ଉପସ୍ଥାପନ କରିଛୁ । ଯେହେତୁ ଆପଣ ଶେଷ ଯାଏ ପଢ଼ିଛନ୍ତି ଏବଂ ଜ୍ଞାନ ଆହୋରଣ କରିଛନ୍ତି ଏଣୁ ଆମର ଅନୁରୋଧ ଏହି ଆଲେଖ୍ୟର ଲିଙ୍କ୍ ଆପଣ ଆପଣଙ୍କ ନିକଟ ସମ୍ପର୍କୀୟ, ସାଙ୍ଗ ସାଥି ଏବଂ ଭାଉଜମାନଙ୍କୁ ସେୟାର କରନ୍ତୁ ତେବେ ଯାଇ ସମସ୍ତେ ଏଥିପ୍ରତି ସଚେତନ ହେବେ ଏବଂ ନିଜ ସ୍ୱାମୀର ସେବା କରିବା ସହ ଧନପ୍ରାପ୍ତିର ସୁଯୋଗ ପାଇବେ । ଏଣୁ ଏହି ଖବରର ଲିଙ୍କ୍ ଆପଣ ଫେସବୁକରେ ପୋଷ୍ଟ କରନ୍ତୁ ହ୍ୱାଟ୍ସଅପରେ ସେୟାର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button