ବିଚାର

କୁକୁର ସହ କାହିଁକି ସମ୍ପର୍କ ରଖନ୍ତି ମହିଳା? ସତରେ କଣ ମେଣ୍ଟିଥାଏ ଦେହର ଭୋକ

ସଭ୍ୟ ସମାଜରେ କେବେ କେମିତି କେଉଁଠି ନା କେଉଁଠି ଅଜବ ଗଜବ ଘଟଣା ଘଟିଥାଏ । ଯାହାକୁ ଆମେ ସମସ୍ତେ ସାଧାରଣ ଭାବରେ ଗ୍ରହଣ କରିବାରେ ଅସହଜ ମନେ କରନ୍ତି। ଠିକ୍ ଏମିତି ଏକ ଘଟଣା ବିଶ୍ୱର କୌଣସି ଏକ କୋଣରେ ଘଟିଛି । ଯାହାକୁ ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେଇ ବସିବେ ।

କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା। ହୁଏତ ଏହି ଘଟଣା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? ଜଣେ ସୁସ୍ଥ ମାନସିକତା ବ୍ୟକ୍ତି କଣ ଏପରି କରିପାରେ? କିନ୍ତୁ ଏହା ପୂରା ସତ। ଏମିତି ଘଟଣା ଆମ ଦେଶ ଭାରତରେ ନୁହେଁ ବରଂ ଆୟରଲ୍ୟାଣ୍ଡ ଘଟିଛି।

ଜଣେ ୨୯ ବର୍ଷୀୟ ମହିଳାଙ୍କର କୁକୁର ସହିତ ଶାରିରୀକ ସମ୍ପର୍କ ରଖିଥିବାର ଅଭିଯୋଗ ହୋଇଛି। ଆଉ ଏହି ଘଟଣା ଜଣାପଡ଼ିବା ପରେ ଥାନାରେ ମାମଲା ମଧ୍ୟ ଦାୟର ହୋଇଥିଲା। ଆଉ ମାମଲାଟି କୋର୍ଟର ଶୁଣାଣି ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏନେଇ ପ୍ରମାଣ ମିଳିଥିବା କୋର୍ଟରେ ଆଇନଜୀବୀମାନେ କହିଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହିଳା ଜଣକ ଡିସେମ୍ବର ୨୦୧୯ ରେ ତାଙ୍କ ଘରେ ଥିବା ରୋଟୱିଲର ପ୍ରଜାତିର କୁକୁର ସହିତ ଯୌନ ସମ୍ପର୍କ ରଖିଥିଲେ। ତେବେ ଘଟଣା ଜଣାପଡ଼ିବା ପରେ ପଶୁପକ୍ଷୀଙ୍କୁ ନିର୍ଯାତନ ଦିଆଯାଉଥିବା ମାମଲା ଦାୟର ହେବା ସହ ସଙ୍ଗୀନ ଦଫା ମଧ୍ୟ ଲାଗିଛି।

ସେପ୍ଟେମ୍ବର ୩ ରେ ଡବଲିନରେ ହୋଇଥିବା କୋର୍ଟର ଶୁଣାଣି ସମୟରେ ଜଜ୍ ଟ୍ରେସା କେଲିଙ୍କୁ ସରକାରୀ ଓକିଲ କହିଥିଲେ ଯେ, ମହିଳାଙ୍କ ବିରୋଧରେ ସମସ୍ତ ପ୍ରମାଣ ସଂଗ୍ରହ କରାଯାଇଛି। ତେଣୁ କୋର୍ଟରେ ସେ ନିଶ୍ଚିତ ଦୋଷ ସାବ୍ୟସ୍ତ ହେବେ।

ମହିଳାଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ କୋର୍ଟକୁ ଏହି ମାମଲାର ଶୁଣାଣି ପାଇଁ କିଛି ସମୟ ମାଗିଛନ୍ତି ଓ କହିଛନ୍ତି କି ଏବେ ତାଙ୍କ ଆବେଦନକାରୀ ସହରରେ ଉପସ୍ଥିତ ନାହାନ୍ତି। ତେଣୁ ସେ ଆସିବା ପରେ ଏହି ମାମଲାର ଶୁଣାଣି କରିବା ପାଇଁ ଆଇନଜୀବୀ କୋର୍ଟଙ୍କ ଆଗରେ ପ୍ରାର୍ଥନା କରିଥିଲେ।

ଏହା ପରେ ମାମଲାର ଶୁଣାଣି କରୁଥିବା ଜଜ୍ କେଲି ମାମଲାର ଶୁଣାଣିକୁ ୧ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ପରବର୍ତ୍ତୀ ଶୁଣାଣିରେ ମହିଳାଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମହିଳା ଯଦି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କଠୋର ଦଣ୍ଡ ପାଇବେ ବୋଲି କୋର୍ଟ କହିଛନ୍ତି। ଏହାସହ ଏପରି ସଙ୍ଗୀନ ମାମଲା ଯାହାଙ୍କ ନାଁରେ ହୋଇଛି ତାଙ୍କର ନାମ କିମ୍ବା କୌଣସି ସୂଚନା ସୋସିଆଲ ମିଡିଆ କିମ୍ବା ଅନ୍ୟତ୍ର କେଉଁଠାରେ ପ୍ରକାଶ ନକରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପରି ମାମଲା ଜଣାପଡ଼ିବା ପରେ ସାରା ଦେଶରେ ପୂରା ଚର୍ଚ୍ଚା ଚାଲିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button