ବିଚାର

ଗୋଟେ ମାସରେ କେତେ ଥର ଶାରୀରକ ସମ୍ବନ୍ଧ ରଖିବା ଉଚିତ ? ପଢ଼ନ୍ତୁ କଣ କୁହନ୍ତି ସେକ୍ସ ବାବା…

ସମସ୍ତଙ୍କ ମନରେ ନିଶ୍ଚିନ୍ତ ଗୋଟେ କଥା ସବୁବେଳେ ଉଙ୍କି ମାରୁଥିବ ଯେ ଗୋଟେ ମାସରେ କେତେ ଥର ଶାରୀରକ ସ-ମ୍ବ-ନ୍ଧ ରଖିବା ଉଚିତ ? କାହିଁକି ମଣିଷ ତ ରୋବଟ ନୁହେଁ କି ଯେତେଥର ବଟନ ଚିପିଲ ସେତେଥର ମେସିନ ଚାଲିବ । ତେଣୁ ମଣିଷ ଶରୀର ବି ରୋଗଗ୍ରସ୍ତ ହୋଇପାରେ ଦୁର୍ବଳ ହୋଇପାରେ ଯଦି ଜଣେ ବାରମ୍ବାର ସେକ୍ସ କଥା ଭାବିବ ଆଉ ତାହାକୁ ନିଭେଇ ବସିବ ।

ତେବେ ମାସକୁ କେତେ ଥର ସେକ୍ସ କଲେ ମଣିଷ ଆତ୍ମା ତୃପ୍ତି ପାଇବ ଆଉ ଦେହ ବି ସୁସ୍ଥ ରହିବ ଜାଣିବା ସେକ୍ସ ବାବାଙ୍କ କଣ ଏହି ବିଷୟରେ କହୁଛନ୍ତି ?

ବୈବାହିକ ଜୀବନକୁ ଶାନ୍ତିରେ ଚଳାଇବା ପାଇଁ ରୋମାନ୍ସ ଜୀବନରେ ନିହାତି ଆବଶ୍ୟକ ଅଟେ । ଏହା ଏକ ଏପରି ଶାରୀରିକ ଇଚ୍ଛା ଯାହାର ଆବଶ୍ୟକ ସମସ୍ତଙ୍କୁ ପଡ଼ିଥାଏ । ବିବାହ ପରେ କିଛି ଯୋଡି ବେଳେବେଳେ ରୋମାନ୍ସ କରିବାକୁ ପସନ୍ଦ କରିଥାନ୍ତି ।

ଆଉ କିଛି ଯୋଡିଙ୍କୁ ସବୁବେଳେ ଶାରୀରିକ ସମ୍ପର୍କ ଏବଂ ରୋମାନ୍ସ ନିହାତି ଦରକାର ପଡିଥାଏ । ସେମାନେ ମୁଣ୍ଡରେ ଏହି ଗୁଣଟିକୁ ପସନ୍ଦ ଆକାରରେ ନେଇଥାନ୍ତି । ଆପଣ ଜାଣିଲେ ଚକିତ ହେବେ କି ସବୁବେଳେ ଶାରୀରିକ ସମ୍ପର୍କ ରଖିଲେ ଆମ ଶରୀରରେ ଏହାର ଅଲଗା ଫାଇଦା ହୋଇଥାଏ । ଏହା ଓଜନ କମାଇଥାଏ । ଆମକୁ ଥକାପଣ ଲାଗେ ନାହିଁ । ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ । ମାଇଗ୍ରେନରୁ ମଧ୍ୟ ଆରାମ ମିଳିଥାଏ ।

ତେବେ ବିବାହ ପରେ ପତି ଓ ପତ୍ନୀଙ୍କ ମଧ୍ୟରେ ଏକ ମଧୁର ଓ ଶାନ୍ତି ପୂର୍ଣ୍ଣ ସମ୍ପର୍କ ସ୍ଥାପନ ହୋଇଥାଏ । ଏହା ସ୍ୱାଭାବିକ ଅଟେ । କିନ୍ତୁ ଶାସ୍ତ୍ର ଅନୁସାରେ ସପ୍ତାହର ଏଭଳି କିଛି ଦିନ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯେଉଁ ଦିନ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ ହେବା ଦ୍ଵାରା ସେମାନଙ୍କ ସନ୍ତାନ ଫଳିଭୁତ ହୋଇଥାଏ ଏବଂ ଏହି ଦିନ ଯେଉଁ ମାନେ ସମ୍ବନ୍ଧ ସ୍ଥାପନ କରନ୍ତି ସେମାନଙ୍କ ସନ୍ତାନ ସମସ୍ତ କ୍ଷେତ୍ରରେ ଅବଶ୍ୟ ସଫଳତା ହାସଲ କରିଥାନ୍ତି ।

ତେବେ ଆଜି କାଲି ଅନେକ ପୁଅ ମାନେ ପ୍ରେମ କରନ୍ତି କିନ୍ତୁ ପ୍ରେମକୁ ଠିକ ରୂପେ ବୁଝନ୍ତି ନାହିଁ ଏବଂ କେବଳ ଶାରୀରିକ ସମ୍ପର୍କ ରଖିବା ପାଇଁ ହିଁ ସେମାନେ ପ୍ରେମ କରିଥାନ୍ତି । ଯାହା ଜମା ଗୋଟେ ରେଲସନସିପ ପାଇଁ ଉପଯୁକ୍ତ ନୁହେଁ ।

ତେବେ ସମ୍ବନ୍ଧ ବନାଇବାର ଏକ ସମୟ ସୀମା ମଧ୍ୟ ରହିଥାଏ । ଗୋଟିଏ ସୀମା ଭିତରେ ରହି ଶାରୀରିକ ସମ୍ପର୍କ ରଖିବା ଆବଶ୍ୟକ । ସୀମା ଭିତରେ ରହି ଏହା କରିବା ଦ୍ୱାରା ଆମ ଶରୀରରେ କୌଣସି ଅସୁବିଧା ହୁଏ ନାହିଁ ଏବଂ ଶରୀର ସୁସ୍ଥ ମଧ୍ୟ ରହିଥାଏ । ସେକ୍ସ ବାବା କହିବା ଅନୁସାରେ, ମାସକୁ 4ରୁ 7 ଥର ଶାରୀରିକ ସମ୍ବନ୍ଧ ରଖିବା ଉଚିତ । ଏଥିରେ ସୀମା ଟପିଲେ ଆପଣ ଦୁର୍ବଳ ହୋଇଯିବେ । ହର୍ମୋନ ଏତେ ଟା ସକ୍ରିୟ ହେବ ନାହିଁ ।

ତେବେ ୟୁରୋପୀୟ ୟୁରୋଲୋଜିରେ ଏକ ରିସର୍ଚ୍ଚ ହଜାର ଜଣ ବ୍ୟକ୍ତିକୁ ନେଇ କରାଯାଇଥିଲା ଏବଂ ସେମାନେ ଦେଖିବାକୁ ପାଇଲେ କି ଏକ ମାସ ଭିତରେ ୨୧ ଥର ଶାରୀରିକ ସମ୍ବନ୍ଧ ରଖି ପାରିବେ । ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା ଛଡା ଦୁଶ୍ଚିନ୍ତା, ହୃଦଘାତ ଜନିତ ସମସ୍ୟା ମଧ୍ୟ ଦୁର ହୋଇଥାଏ । ଏହା ଛଡା ୨୧ ଥର ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ୨୦% କ୍ୟାନ୍ସର ରୋଗ ମଧ୍ୟ କମିଥାଏ ।

ଖାଲି ଏତିକି ନୁହେଁ, ଶାରୀରିକ ସମ୍ବନ୍ଧ ପାଇଁ ସ୍ଥାନ ଏକ ବଡ ଭୂମିକା ଗ୍ରହଣ କରିଥାଏ । ଯେମିତି କି ୟୁରୋପୀୟ ଦେଶର ଲୋକେ ବହୁତ ଥଣ୍ଡା ଜାଗାରେ ରୁହନ୍ତି ଏବଂ ସେଠି ସେକ୍ସ ଅଧିକ ଥର କଲେ ବି ଆପଣଙ୍କ ଶରୀରରେ ଏତେ ଟା ଥକାପଣ ଦେଖା ଯାଏ ନାହିଁ ଯାହା ଗରମ ସ୍ଥାନରେ ଦେଖାଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button