ଜୀବନଶୈଳୀ

ସହମତିରେ ସେକ୍ସ ପାଇଁ ପାର୍ଟନର ଙ୍କୁ କେମିତି କରାଇବେ ରାଜି? ଜାଣନ୍ତୁ

ଝିଅ ପସନ୍ଦ ଆସିଗଲା ପ୍ରେମ ନିବେଦନ ବି କରିଦେଲେ । ତା ପରେ ଆଉ କଣ କରିବେ ? ନିହାତି ଭାବେ ସମ୍ପର୍କକୁ ଅଧିକରୁ ଅଧିକ ନିବିଡ କରାଇବାକୁ ସମୟ ବିତାଇବେ । କ୍ୱାଲିଟି ସମୟ ବିତାଇବା ପାଇଁ ଆପଣ ଡେଟ୍ ରେ ଯିବ ମଉଜ ମସ୍ତି କରିବେ ଏୟା ନା ଆଉ କଣ ? ଏବେ କଥା ହେଉଛି ଆପଣଙ୍କ ସବୁ ହଁରେ ହଁ ଭରୁଥିବା ପାର୍ଟନର ଯେ, ସେକ୍ସ ପାଇଁ ବି ହଁ ଭରିଦେବ ଏଥିରେ କିଛି ମାନେ ନାହିଁ । ହୁଏତ ବିବାହ ପୂର୍ବରୁ ସେ ଏସବୁ ଚାହୁଁନଥିବେ । ଅଥବା ଏତେ ଶୀଘ୍ର ଶାରୀରିକ ସମ୍ପର୍କ ସ୍ଥାପନ ହେଉ ବୋଲି ଆଗ୍ରହ ହେଖାଉନଥିବେ । ଆପଣ କିନ୍ତୁ ପାର୍ଟନରଙ୍କୁ ନେଇ ସିରିୟସ ଯଦି ଥିବେ ନିହାତି ପାର୍ଟନର ସହ ଟିକେ ଦେହକୁ ନେଇ ଖେଳ ଖେଳିବାକୁ ଚାହିଁବେ ।

ଆପଣ ଏହା ବି ଭାବୁଥିବେ ଯେ, ଆପଣଙ୍କ ସହ ସେ ରାତିରେ ହୋଟେଲ ଯାଉଛି ରହୁଛି ଏପରିକି ଗୋଟିଏ ବେଡ୍ ରେ ମଧ୍ୟ ଆପଣ ଶୋଉଛନ୍ତି ତଥାପି ସେ ସମ୍ଭୋଗ ପାଇଁ ଅସହମତି କାହିଁକି । ତେବେ ଆପଣ ଜାଣିରଖିବା ଉଚିତ ଯେ, ଅସହମତିକୁ ସହମତିରେ ପରିବର୍ତ୍ତନ କରିବାକୁ ହେଲେ ସବୁଠୁ ଅଧିକ ପରିଶ୍ରମ ଆପଣଙ୍କୁ ହିଁ କରିବାକୁ ପଡ଼ିବ ।

ସ୍ନେହରେ ଦୁଇ ପଦ କଥା ମନର ମାନସୀର ମୋହକୁ ବଢ଼ାଇବାକୁ ପଡ଼ିବ । ଗାଢ଼ ଚୁମ୍ବନ ଦେଇ ଉତ୍ତେଜିତ କରିବାକୁ ପଡ଼ିବ । ସେ ପର୍ଯ୍ୟନ୍ତ ଉତ୍ତେଜିତ ଜାରି ରଖନ୍ତୁ ଯେ ପର୍ଯ୍ୟନ୍ତ ସେ ଆପଣଙ୍କୁ ଆଖିରେ ଇଶାରା ନ ଦେଇଛନ୍ତି । ଧିରେ ଧିରେ ପାର୍ଟନରଙ୍କ ଦେହକୁ ସେହେଲାନ୍ତୁ (ମସାଜର ଅନୁଭବ ଦିଅନ୍ତୁ) ଦେଖିବେ ଇଚ୍ଛା ନଥିଲେ ବା କୌଣସି କାରଣରୁ ଅମଙ୍ଗ ହେଉଥିଲେ ସେ ନା ହଁରେ ପରିଣତ ହେବାକୁ ବେଶି ସମୟ ନେବନି । ଧ୍ୟାନ ରଖିବେ ଯଦି ପାର୍ଟନର ନା କୁହନ୍ତି ଆପଣ ବିଚଳିତ ହୁଅନ୍ତୁ ନାହିଁ ଧର୍ଯ୍ୟ ରଖନ୍ତୁ ଦେଖିବେ ଆପଣ ଆପଣଙ୍କ ଉଦ୍ଦେଶ୍ୟ ସାଧନରେ ସଫଳ ହେବେ ।

ମହିଳା ପାର୍ଟନର କେବଳ ସେକ୍ସରେ ହିଁ ସାଟିସଫାଏ ହୁଏନି ତାଙ୍କୁ ଗେଲ ବି ବହୁତ ଭଲ ଲାଗେ। ଆମୋଦ ପ୍ରମୋଦ ଓ ମଜାଳିଆ କଥା ବେଶ୍ ପସନ୍ଦ ଆସିଥାଏ । ଥରେ ଏସବୁ ବି କରି ଆପଣ ମଜା ନେଇପାରିବେ । ପ୍ରେମିକାର ମନ ଜାଣି ତାଙ୍କ ଘନଚୁଟିରେ ହାତ ମାରି ତା ସହ ଖେଳନ୍ତୁ । ଓଠରେ କମ୍ କିନ୍ତୁ ଗାଲ ଓ ବେକରେ ଅଧିକ କିସ୍ କରି କାମନାର ନିଆଁ ଲଗାନ୍ତୁ । ସେ ବି କାମନାର ନିଆଁରେ ଜଳିବାକୁ ଆଗ୍ରହ ନିଶ୍ଚିତ ଦେଖାଇବେ ଆଉ ଆପଣ ସେଥିରେ ଇନ୍ଧନ ଯୋଗାଇ ନିଆଁକୁ ଲାଭାର ରୂପ ଦେଇ ଉଦଗିରଣ ଭଳି ବିସ୍ଫୋରଣ କରନ୍ତୁ ଦେଖିବେ ଯୌବନର ସୁଖ ପାଇ ଆପଣ ଖୁସି ଅନୁଭବ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button