ସ୍ୱାସ୍ଥ୍ୟ

ବେଲ ପତ୍ରର ଫାଇଦା ଜାଣିଲେ ଆପଣଙ୍କୁ ବିଶ୍ଵାସ ବି ହେବ ନାହିଁ, ଭଲ କରିଦିଏ ଏହି ସବୁ ଭୟଙ୍କର ରୋଗ

ନମସ୍କାର ବନ୍ଧୁଗଣ ଦୁନିଆରେ ଯେତେ ଔଷଧିୟ ବୃକ୍ଷ ଅଛି ସେଥି ମଧ୍ୟରୁ ବେଲପତ୍ର ଏକ ଚମତ୍କାରୀ ପତ୍ର ଭାବେ ସବୁ ଚିକିତ୍ସା ବିଜ୍ଞାନରେ ଆଦୃତ ହୋଇସାରିଛି ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇହିବେ ଯେ ବେଲ ପତ୍ର ଏତେ ଚମତ୍କାର ପଦାର୍ଥ ରହିଛି ଯାହା କି ସବୁ ରୋଗ କୁ ଭଲ କରିଦେଇପାରେ ।

ଏହି ପତ୍ର କୁ ମହାଦେବ ଙ୍କର ଉପରେ ଚଢ଼ାଯାଏ ମହାଦେବଙ୍କର ଏହା ପ୍ରିୟ ଅଟେ ଯେ କୌଣସି ମହାଦେବଙ୍କର ବଡ ଛୋଟ ପୂଜା ହେଲେ ବେଲ ପତ୍ର ଆଗେ ଖିଆ ଯାଇଥାଏ । ତେବେ ଏହି ପତ୍ରରେ ଭିଟାମିନ୍ ଏ, ବି,ସି ଓ ଆଇରନ୍ ଗୁଣ ରହିଛି ଓ ଆଇରନ ପରିମାଣ ଭରପୁର ଭାବରେ ଗଛିତ ହୋଇ ରହିଛି । ତେବେ ଆସନ୍ତୁ ଏହି ବେଲ ପତ୍ର ଖାଇବାର ଫାଇଦା ବିଷୟ ରେ ଆଲୋଚନା କରି ନେବା ।


ପ୍ରଥମେ ରହିଛି ଜ୍ୱର । ଯେତେ ବେଳେ ଆପଣ ମାନଙ୍କୁ ଜ୍ୱର ହୋଇ ଥାଏ ତେବେ ଆପଣ ମାନେ ବେଲ ପତ୍ର ର କାଢ଼ା କରି ପିଅନ୍ତୁ  ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଜ୍ୱର ଶୀଘ୍ର ଭଲ ହୋଇ ଥାଏ । ଏହା ପରେ ରହିଛି ମହୁମାଛି କାଟିବା । ଆପଣ ମାନେ ଜାଣି ଥିବେ ମହୁ ମାଛି କାମୁଡିଲେ ବହୁତ ଜୋର ରେ ଯନ୍ତ୍ରଣା ହୋଇ ଥାଏ । ଏବଂ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କାଟି ଥିବା ସ୍ଥାନ ରେ ଏହି ବେଲ ପତ୍ର ର ରସ କୁ ଲାଗାନ୍ତୁ ଆପଣ ମାନଙ୍କୁ ବହୁତ ଆରାମ ମିଳିବ ।


ଏହା ସହ ବେଲ ପତ୍ର ଶ୍ୱାସ ରୋଗୀ ମାନଙ୍କ ପାଇଁ ବି ବହୁତ ଭଳ ପ୍ରଭାବ ପକେଇ ଥାଏ । ସେହି ପରି କ୍ଷେତ୍ରରେ ଏହି ପତ୍ର ଆପଣ ମାନଙ୍କ ଶରୀର ର ଗରମ କୁ ବହୁତ ପରିମାଣ ରେ କମ୍ କରି ଥାଏ । ବହୁତ ସମୟ ରେ ଦେହ ରେ ଅଧିକ ଗରମ କାରଣ ରୁ ମୁହଁ ରେ ଚାଲ ହୋଇ ଯାଏ । ତେବେ ସେମିତି କ୍ଷେତ୍ର ରେ ଏହି ପତ୍ର ର ରସ ଆପଣ ମାନଙ୍କୁ ବହୁତ ଉପକାରୀତା ଦେଇ ଥାଏ ।

ସେହି ପରି କ୍ଷେତ୍ର ରେ ଯଦି ଆପଣ ମାନଙ୍କ ଚେହେରା ରେ କୈଣସି ପ୍ରକାରର ଦାଗ ରହି ଥାଏ । ତେବେ ସେହି ପରି ସମୟ ରେ ଆପଣ ମାନେ ବେଲ ପତ୍ର ର ପେଷ୍ଟ କରି ସେହି ସ୍ଥାନ ରେ ଲଗାନ୍ତୁ ଦେଖିବ ସେହି ଦାଗ କିଛି ଦିନ ମଧ୍ୟ ରେ ଗାୟେବ୍ ହୋଇ ଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button