ଜୀବନଶୈଳୀ

ସବୁଠୁ ଅଧିକ ଗର୍ବୀ ହୋଇଥାନ୍ତି ଏହି 2 ଟି ନାମର ଝିଅ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ଜଣେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିପାରେ । ତେବେ ଅନେକ ମହିଳା ଗର୍ବୀ ହୋଇଥାନ୍ତି । କେତେକ ମହିଳା ନିଜ ସୁନ୍ଦରତା ପାଇଁ ଗର୍ବ କରିଥାନ୍ତି ତ କେତେକ ମହିଳା ନିଜର ଦକ୍ଷତା ପାଇଁ ଗର୍ବ କରିଥାନ୍ତି । ହେଲେ ବନ୍ଧୁଗଣ ଗର୍ବ କେବେବି ସବୁଦିନ ରୁହେ ନାହିଁ ଗର୍ବ କେବେ ନା କେବେ ନିଶ୍ଚୟ ଭାଙ୍ଗି ଥାଏ ।

ତେଣୁ ମଣିଷକୁ ଜୀବନରେ କେବେବି ଗର୍ବ କରିବା ଉଚିତ ନୁହେଁ । ହେଲେ ଖାସ କରି ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ଗର୍ବ କରିଥାନ୍ତି । ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ନାମର ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସ୍ଵଭାବରୁ ବହୁତ ଗର୍ବୀ ହୋଇଥାନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଗର୍ବୀ ମହିଳା ମାନଙ୍କ ବିଷୟରେ ।

A ନାମର ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି A ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମ Aରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବରୁ ବହୁତ ଗର୍ବୀ ହୋଇଥାନ୍ତି । ଏହି ମହିଳା ମାନଙ୍କର ଷ୍ଟାଟସ ବହୁତ ହାଇ ଥାଏ ସେଥିପାଇଁ ସେ ତଳ ଷ୍ଟାଟସ ଲୋକ ମାନଙ୍କୁ ଅଧିକ ଭାଉ ଦେଇ ନଥାନ୍ତି ।

ଏହା ସହିତ ଏହି ଝିଅ ମାନଙ୍କର ଚିନ୍ତାଧାରା ମଧ୍ୟ ଉଚ୍ଚ ହୋଇଥାଏ । ଅନେକ ଥର ଏହି ମହିଳା ମାନେ ନିଜ ଜାଣି ନଥାନ୍ତି ଯେ ସେମାନେ କେତେ ଅଧିକ ଗର୍ବୀ ଥାନ୍ତି । ଏହା ସହିତ ଏହି ଝିଅ ମାନଙ୍କ ଡିମାଣ୍ଡ ମଧ୍ୟ ବହୁତ ହାଇ ଥାଏ ଯାହାଫଳରେ ସାମ୍ନା ବାଲା ଲୋକ ଜାଣି ପାରନ୍ତି ଏହି ମହିଳା ମାନେ ବହୁତ ଗର୍ବୀ ଅଟନ୍ତି ।

K ନାମର ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି K ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ଆରମ୍ଭ K ରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବରୁ ବହୁତ ଅଧିକ ଗର୍ବୀ ହୋଇଥାନ୍ତି । ଏହି ମହିଳା ମାନେ ନିଜର ସୁନ୍ଦରତା ଓ ନିଜ ଟଙ୍କା ପାଇଁ ଅଧିକ ଗର୍ବ କରନ୍ତି । ଏହି ଝିଅ ମାନେ ନିଜ ଠାରୁ କମ ଷ୍ଟାଟସ ଥିବା ଲୋକ ମାନଙ୍କ ସହ କଥା ବାର୍ତ୍ତା ମଧ୍ୟ କରନ୍ତି ନାହିଁ ।

ଏହା ସହିତ ଏମାନେ ଅନ୍ୟ ଲୋକଙ୍କର ଉନ୍ନତି ଦେଖି ସହ୍ୟ କରିପାରନ୍ତି ନାହିଁ । ନିଜ ଗର୍ବ ପାଇଁ ଏହି ଝିଅ ମାନଙ୍କର ଅନେକ ଶତ୍ରୁ ହୋଇଥାନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button