ଦେଶ ବିଦେଶ

ସ୍ୱାମୀ ନଥିଲା ବେଳେ ସ୍ତ୍ରୀ ପର ପୁରୁଷ ସହ ରଖୁଥିଲା ସମ୍ୱନ୍ଧ, ହଠାତ ଆସିଗଲା ସ୍ୱାନି, ଆଉ ତାପରେ…

ଆଜିକାଲି ଯୁଗରେ ଲୋକମାନେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏହି ମହିଳାମାନେ ନିନ୍ଦନୀୟ ଅଟନ୍ତି। ତେବେ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି, ସ୍ବାମୀ ବାହାରେ ରହି କାମ କରୁଥିବାରୁ ସ୍ତ୍ରୀ ରଖୁଥିଲା ପରପୁରୁଷ ସହିତ ସଂପର୍କ।

ସ୍ବାମୀ ଥାଉ ଥାଉ ଓକିଲ ସହିତ ଉଲଘଂନ ହୋଇ ପ୍ରେମ କରୁଥିଲା ସ୍ତ୍ରୀ। ସେହି ଯୁବକ ଜଣଙ୍କ ହେଉଛନ୍ତି ଜଣେ ଓକିଲ। ଓକିଲ ଜଣଙ୍କ ଅନ୍ୟ କାହାର ସୁନ୍ଦରୀ ସ୍ତ୍ରୀ ସହିତ କରୁଥିଲା ଖେଳ। ଆଉ ଓକିଲ ଜଣଙ୍କ ସ୍ତ୍ରୀଙ୍କ ନମ୍ୱର ଖୋଜି ଖୋଜି କୋଉଠୁ ପାଇଯାଇଥିଲା।

ଆଉ ତା’ପରେ ସେହି ସ୍ତ୍ରୀ ସହିତ ସବୁବେଳେ କଥା ହଉ ଥିଲା। ଶେଷରେ କିଛିଦିନ କଥା ହେବା ପରେ ଓଲିକ ଜଣଙ୍କ ସୁନ୍ଦରୀ ସ୍ତ୍ରୀକୁ ପ୍ରେମ କରି ବସିଥିଲା। ଆଉ ସେପଟେ ମହିଳା ଜଣଙ୍କ ବିବାହିତା ହୋଇ ଘରେ ସ୍ବାମୀ ଥାଇ ମଧ୍ୟ ଏହି ଓକିଲ ପ୍ରେମରେ ପଡ଼ି ଯାଇଥିଲା।

ଆଉ ସେହିଦିନ ଠାରୁ ସ୍ବାମୀକୁ ଲୁଚାଇ ସେହି ଓକିଲ ସହିତ ପ୍ରେମ ସମ୍ପର୍କ ରଖିବାରେ ଲାଗିଥିଲା। ସ୍ବାମୀ ବାହାରେ ରହି କାମ କରୁଥିବା ବେଳେ ସ୍ତ୍ରୀର ଏହି ପ୍ରେମ ସମ୍ପର୍କ କଥା ପ୍ରଥମେ ପ୍ରଥମେ କିଛି ଜାଣିପାରିନଥିଲା। କିନ୍ତୁ ପରେ ସ୍ତ୍ରୀର ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲା ସ୍ବାମୀ।

ସବୁ ଜାଣିବା ପରେ ସ୍ତ୍ରୀକୁ ସ୍ବାମୀ ଓକିଲ ବିଷୟରେ ପଚାରିଥିଲା। ଆଉ ସ୍ତ୍ରୀ ଓକିଲକୁ ନିଜର ସମ୍ପର୍କୀୟ ଭାଇ ହେବ ବୋଲି କହିଦେଇଥିଲେ। କିନ୍ତୁ ଆଜି ସ୍ବାମୀ ସ୍ତ୍ରୀର ସବୁ କଳାକାରନାମାକୁ ଖୋଲି ଦେଇଛି। ଗୋଟେ ଘର ଭିତରେ ଓକିଲ ଓ ସ୍ତ୍ରୀ ମିଶିକି ଥିଲେ ସେପଟେ ସ୍ବାମୀ ସବୁ ଜାଣିବାକୁ ପାଇ ସାଙ୍ଗରେ ପୋଲିସ ଧରି ସିଧା ଘର ଭିତରେ ପସି ଯାଇଥିଲା।

ଆଉ ପରେ ସ୍ବାମୀ ଜଣଙ୍କ ସେହି ଓକିଲ ସହିତ ସ୍ତ୍ରୀକୁ ଅସଂଜତ ଅବସ୍ଥାରେ ଧରି ନେଇଥିଲା। ଏବଂ ଶେଷରେ ବିବାହିତା ହୋଇ ମଧ୍ୟ ପରପୁରୁଷ ସହିତ ସଂପର୍କ ରଖିବାରୁ ଉଭୟ ମହିଳା ଆଉ ଓକିଲକୁ ଗିରଫ କରି ଥାନାକୁ ନେଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button