ଜୀବନଶୈଳୀ

ଦୁନିଆର (India)ସବୁଠୁ ଅଜବ ଓ ବିଚିତ୍ର ପରମ୍ପରା, ଯାହା ବିଷୟରେ ଜାଣିଲେ ମୁଣ୍ଡରେ ହାତ ଦେବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ଆମ ଦେଶ ଭାରତ ତାର ସୁନ୍ଦର ସଂସ୍କୃତି ପରମ୍ପରା ପାଇଁ ସଂପୂର୍ଣ୍ଣ ବିଶ୍ୱରେ ପରିଚିତ ସେ ତା ନିଜ ଭିତରେ ବୋହୁତ ସୁନ୍ଦର ସୁନ୍ଦର ବିଭିଦାତ ଧରି ରଖିଥାଏ। ଭାରତର ପ୍ରତି କୋଣ ଅନୁକୋଣରେ ଅଲଗା ଅଲଗା ପ୍ରକାରର ପରମ୍ପରା ଓ ରୀତିନୀତି ପ୍ରଚଳିତ ହୋଇଥାଏ ଏହିଠାରେ କେଉଁ ବାପା ତା ନିଜ ଝିଅକୁ ବିବାହ କରିବା ଠାରୁ ନେଇ କେଉଁଠାରେ ବିବାହିତ ନାରୀମାନେ ଉଲଗ୍ନ ରହିଥାନ୍ତି। ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ଏହିପରି କିଛି ଅଜବ ଓ ବିଚିତ୍ର ପରମ୍ପରା ବିଷୟରେ।

ବାପ ଝିଅର ହୋଇଥାଏ ବିବାହ-
ଏହି ପ୍ରଥା ବିଷୟରେ ଶୁଣି ଆପଣଙ୍କୁ ଅଜବ ଲାଗୁଥାଇପାରେ କିନ୍ତୁ ଏହି ପ୍ରଥା ଆମ ଦେଶର କେତେକ ସ୍ଥାନରେ ଆଜି ନୁହେଁ ବରଂ ବୋହୁ ପୁରାତନ କାଳରୁ ଚାଲି ଆସୁଛି ଏହି ପ୍ରଥା ବାଂଲାଦେଶ ଓ ଭାରତର କେତେକ ଅଞ୍ଚଳରେ ଥିବା ମଣ୍ଡି ଜନଜାତିଙ୍କ ଠାରେ ଦେଖିବାକୁ ମିଳିଥାଏ ଏହି ଜନଜାତିରେ ଆଜିବି ଗୋଟିଏ ଝିଅକୁ ତାର ପିତା ସହ ବାହା ହେବାକୁ ପଡ଼ିଥାଏ। ମଣ୍ଡି ଜନଜାତିର ଏପରି ଏକ ପ୍ରଥା ଯେଉଁଥିରେ ବିବାହ ହୋଇ ଯାଇଥିବା ମହିଳାକୁ ଏକ କମ୍ ବୟସର ପିଲା ସହ ବିବାହ କରିଦିଆ ଯାଇଥାଏ ଓ ଯେତେବେଳେ ସେହି ମହିଳାର ଝିଅ ହୋଇଥାଏ ସେହି ଝିଅକୁ ତାର ସ୍ଵାମୀ ସହିତ ବିବାହ କରିଦିଆ ଯାଇଥାଏ। ଏହିପରି ମାନା ଯାଇଥାଏ ଏପରି କରିବା ଦ୍ୱାରା କମ୍ ବୟସର ପତି ନିଜ ପତ୍ନି ଓ ଝିଅର ଲମ୍ବା ସମୟ ପର୍ଯ୍ୟନ୍ତ ଧ୍ୟାନ ରଖି ପାରିବ।

ଏହି ଗାଁରେ ୫ ଦିନ ପର୍ଯ୍ୟନ୍ତ ନିବସ୍ତ୍ର ରହିଥାନ୍ତି ବିବାହିତ ମହିଳା-
ଏହା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ବିବାହିତା ମହିଳା ମାନେ ୫ ଦିନ ପର୍ଯ୍ୟନ୍ତ ଉଲଗ୍ନ ରହିଥାନ୍ତି। ହିମାଚଳ ପ୍ରଦେଶରେ ମଣିକର୍ଣ୍ଣ ଘାଟରେ ସ୍ଥିତ ବେଡ଼ି ନାମକ ଗାଁରେ ଏହି ପରମ୍ପରା ବୋହୁ ବର୍ଷରୁ ଚାଲି ଆସୁଛି ଯାହା ଶ୍ରାବଣ ମାସରେ ମନାଯାଇଥାଏ ଏହି ମଧ୍ୟରେ ମହିଳା ମାନେ ପୁରୁଷ ମାନଙ୍କ ସାମ୍ନାକୁ ଆସି ନଥାନ୍ତି ଏବଂ ବିଶେଷ ନୀତି ନିୟମ ସହିତ ପୂଜା କରିଥାନ୍ତି। ଯୁଗ ବଦଳିବା ସହିତ ଏବେ ଏହି ପରମ୍ପରାକୁ ମଧ୍ୟ କିଛି ମାତ୍ରାରେ ବଦଳାଇ ଦିଆଯାଇଛି ଏବେ ଏହି ମହିଳା ମାନେ ୫ ଦିନ ନିବସ୍ତ୍ର ରହିବା ବଦଳରେ ସେମାନେ ଲୁଗା ବଦଳାଇ ନଥାନ୍ତି। ବୋହୁ ପୂର୍ବରୁ ଚାଲି ଆସୁଥିବା ମାନ୍ୟତା ଅନୁସାରେ ଯଦି କୌଣସି ମହିଳା ଏହି କାର୍ଯ୍ୟକୁ କରି ନଥାଏ ତେବେ ଅଶୁଭ ମାନା ଯାଇଥାଏ।

କୁକୁର ସହିତ ବିବାହ-
ଆପଣମାନେ ଦୁଇଟି ବେଙ୍ଗର ବିବାହ ବା ଦୁଇଟି କୁକୁରର ବିବାହ ଏହିପରି କେବେ ବା କେବେ ଶୁଣିଥିବେ କିନ୍ତୁ ଏଠାରେ ଜଣେ ଝିଅକୁ କୌଣସି କୁକୁର ସହିତ ବା କୌଣସି ଅନ୍ୟ ଜୀବ ସହିତ ବିବାହ କରିବାକୁ ପଡ଼ିଥାଏ। ସଂପୂର୍ଣ୍ଣ ଅଜବ ଲାଗୁଥିବା ଏହି ପ୍ରଥା ଆଜିବି ଭାରତର କେତେକ ସ୍ଥାନରେ ପାଳନ କରାଯାଇଥାଏ ଏଥିରେ ମାନା ଯାଇଥାଏ କି ଯେତେବେଳେ କୌଣସି ଝିଅ ବିକୃତି ସହିତ ଜନ୍ମ ହୋଇଥାଏ ବା ତା ଉପରେ କୌଣସି ଭୂତ ପ୍ରେତର ଛାୟା ଥାଏ ତାକୁ ସର୍ବ ପ୍ରଥମେ କୌଣସି ଜୀବ ସହିତ ବିବାହ କରିବାକୁ ପଡ଼ିଥାଏ ତାପରେ ସେ କୌଣସି ମନୁଷ୍ୟ ସହିତ ବିବାହ କରିପାରିଥାଏ।

୫୦ ଫୁଟ୍ ଉଚ୍ଚତାରୁ ତଳକୁ ଫିଙ୍ଗା ଯାଇଥାଏ ଛୋଟପିଲା-
ଏହି ପରମ୍ପରା ବିଷୟରେ ଜାଣିଲେ ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ ତାଠାରୁ ଅଧିକ ଡର ଲାଗିବ ଏହି ପରମ୍ପରାରେ ଛୋଟ ପିଲାକୁ ୫୦ ଫୁଟ୍ ଉଚ୍ଚରୁ ତଳକୁ ଫିଙ୍ଗି ଦିଆଯାଇଥାଏ ଏବଂ ତଳେ ଥିବା ଲୋକମାନେ ତାଙ୍କୁ କପଡ଼ା ଦ୍ଵାରା କ୍ୟାଚ୍ କରିଥାନ୍ତି। କର୍ଣାଟକ ରାଜ୍ୟରେ ବାବା ଉମରଦର୍ଗାରେ ଏହି ପରମ୍ପରା ୫୦୦ ବର୍ଷରୁ ଚାଲି ଆସୁଅଛି ଏହି ଅନୁଷ୍ଠାନ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ହିନ୍ଦୁ ଓ ମୁସଲମାନ ମାନେ ଖୁସୀ କରି ମନାଇଥାନ୍ତି ଯେଉଁଥିରେ ୧୦୦ ରୁ ବି ଅଧିକ ପିଲାଙ୍କୁ ତାଙ୍କ ମା ବାପାଙ୍କ ଦ୍ଵାରା ଫିଙ୍ଗା ଯାଇଥାଏ। ଏହା ମାନାଯାଇଥାଏ କି ଏପରି କରିବା ଦ୍ୱାରା ସେମାନେ ନିଜ ପିଲାଙ୍କୁ ଇଶ୍ୱରକୁ ସମର୍ପି ଥାଆନ୍ତି।

ଆଙ୍ଗୁଠି କାଟିବା-
ଏହା ଏପରି ଏକ ପରମ୍ପରା ଯାହା ଶୁଣିଲେ ଆପଣମାନେ ପୁରାପୁରି ଆଶ୍ଚର୍ଯ୍ୟ ହୋଇଯିବେ ଏହି ପରମ୍ପରା ପଶ୍ଚିମ ନୂଆ ଦିଲ୍ଲୀରେ ରହୁଥିବା ଦାନି ନାମକ ଜନଜାତିଙ୍କ ଦ୍ଵାରା ପାଳିତ ହୋଇଥାଏ ଏଥିରେ ସେମାନେ ନିଜ ଆତ୍ମୀୟଙ୍କ ପାଇଁ ତାଙ୍କର ଅନ୍ତିମ ସଂସ୍କାରରେ ଗୋଟିଏ ଆଙ୍ଗୁଠି କାଟି ଦୁଃଖ ପ୍ରକାଶ କରିଥାନ୍ତି। ଏହି ସମୁଦାୟର ଲୋକମାନେ ସେମାନେ ଅଧିକ ଭଲ ପାଉଥିବା ଲୋକମାନଙ୍କ ପାଇଁ ଏମାନଙ୍କର ଗୋଟିଏ ଆଙ୍ଗୁଠି କାଟି ସେମାନଙ୍କ ଶବ ସହିତ ପୋତି ଦେଇଥାନ୍ତି। ଏଥିରେ ଅଧିକାଂଶ ଘଟଣା ଯଦି କୌଣସି ଦମ୍ପତିଙ୍କ ପିଲା ଛୁଆ ମରି ଯାଇଥାନ୍ତି ସେମାନେ ଏହିଭଳି କରିଥାନ୍ତି ସେମାନେ ମାନିଥାନ୍ତି କି ଆଙ୍ଗୁଠି ଶରୀର ଓ ଆତ୍ମାର ପ୍ରତିନିଧିତ୍ଵ କରିଥାଏ ଏମାନେ ଏମାନଙ୍କ ପ୍ରେମର ସନ୍ତକ ଭାବେ ନିଜ ହାତର ଗୋଟି ଗୋଟି କରି ଆଙ୍ଗୁଠି କାଟି ଦେଇଥାନ୍ତି ଆଜିର ଦୁନିଆ କେତେ ବି ମର୍ଡନ ହୋଇଥାଉ ନା କାହିଁକି ଦୁନିଆର ଲୋକମାନେ ସେମାନଙ୍କ ନିଜ ନିଜ ପରମ୍ପରା ସହିତ ବୋହୁତ ଖୁସିରେ ରହିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button