ଦେଶ ବିଦେଶ

ସକାଳୁ ଉଠିବା ପରେ କହିଦିଅନ୍ତୁ ଏହି 7ଟି ନାମ ଆପଣଙ୍କ ଯାହା ବି ଇଚ୍ଛା ଥିବ ସବୁ ହେବ ପୁରଣ

ବନ୍ଧୁଗଣ ଶାସ୍ତ୍ର ରେ କୁହା ଯାଇଛି ସପ୍ତ ରୁଷିଙ୍କର ପୂଜା କରିବା ଦ୍ଵାରା ଜାତକରେ ଥିବା ସବୁ ଦୋଷ ଦୂର ହୋଇଥାଏ । ଅନେକ ଲୋକ ଏମିତି ଅଛନ୍ତି ଯେଉଁ ମାନେ ପରିଶ୍ରମ ଅଧିକ କରିଥାନ୍ତି କିନ୍ତୁ ଧନ ମିଳିପାରେ ନାହିଁ । ଏହାର କାରଣ କରା ଯାଇଥିବା ପାପ କର୍ମ ଓ ବାସ୍ତୁ ଦୋଷ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ଦରିଦ୍ରତା ର ଶିକାର ହୋଇଥାଏ । ଆଜି ଆମେ ଜାଣିବା ଏମିତି ଏକ ଉପାୟ ବିଷୟରେ ଯାହା ଦ୍ଵାରା ସବୁ ଇଚ୍ଛା ପୂରଣ ହେବ ସହ ଦାରିଦ୍ରତା ଦୂର ହୋଇଥାଏ ।

ପ୍ରତିଦିନ ସକାଳୁ ଉଠିବା ପରେ 7ଟି ନାମ କୁ ଜପିବା ଦ୍ଵାରା ସବୁ ସମସ୍ଯା ସମାପ୍ତ ହୋଇଥାଏ । ପୁରାଣ ରେ ବର୍ଣ୍ଣିତ ଅଛି କି ରାବଣ ଏହି ସପ୍ତ ରୁଷିଙ୍କର ନାମ ଜପ କରୁଥିଲେ । ଏହି 7ଟି ନାମ ସହ ଏହାର କିଛି ଖାସ କଥା ମଧ୍ୟ ରହିଛି । ପ୍ରଥମେ ହେଉଛନ୍ତି ବିଶ୍ଵାମିତ୍ର ଗାୟତ୍ରୀ ମନ୍ତ୍ରର ରଚନା କରିଥିଲେ । ଏହା ସହ ବିଶ୍ଵାମିତ୍ର ଙ୍କ ଶିଷ୍ୟ ଥିଲେ ପ୍ରଭୁ ରାମ ଓ ଲକ୍ଷ୍ମଣ । ଦ୍ବିତୀଯରେ ହେଲା ରୁଷି ବଶିଷ୍ଠ ।

ଏହି ରୁଷିଙ୍କର ଜନ୍ମ ସଂସାରର ରଚୟତା ବ୍ରହ୍ମା ଙ୍କ ଦ୍ଵାରା ହୋଇଥିଲା । ତଥା ଦଶରଥଙ୍କର ଚାରି ପୁତ୍ର ବଶିଷ୍ଠଙ୍କର ଶିଷ୍ୟ ଥିଲେ । ତୃତୀୟ ନାମ ହେଉଛି ଦ୍ରୋଣାଚାର୍ଜ୍ୟ । କୌରବ ଓ ପାଣ୍ଡବ ଙ୍କୁ ଧନୁ ବିଦ୍ୟା ଓ ଅସ୍ତ୍ର ଶସ୍ତ୍ର ର ଶିକ୍ଷା ଦେଇଥିଲେ ଦ୍ରୋଣାଚାର୍ଜ୍ୟ । ଚତୁର୍ଥରେ ହେଉଛନ୍ତି ରୁଷି ଅଗସ୍ତିକା । ଅଗସ୍ତିକା ରୁଷି ସପ୍ତମ ରୁଷି ଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି । ତାଙ୍କର ଜନ୍ମ କାଶୀ ରେ ହୋଇଥିଲା ।

ତାଙ୍କ ସ୍ତ୍ରୀ ଙ୍କ ନାମ ଲୋପାମୁଦ୍ରା । ପଞ୍ଚମ ରୁଷି ହେଉଛନ୍ତି ରୁଷି ଭୃଗୁ । ଯିଏ କି ଭୃଗୁ ସଂହିତା ର ରଚୟତା କରିଥିଲେ । ଏହି ରୁହି ବ୍ରହ୍ମା ଙ୍କର ମସ୍ତିସ୍କ ରୁ ଜନ୍ମ ହୋଇଥିଲେ । ଷଷ୍ଠ ରୁଷି ହେଉଛନ୍ତି ରୁଷି କଶ୍ୟପ । ଏହି ରୁଷିଙ୍କ ନାମରୁ ହିଁ କଶ୍ୟପ ଗୋତ୍ରଙ୍କର ସ୍ଥାପନ ହୋଇଥିଲା । ପୁରାଣ ଅନୁଯାୟୀ ରୁଷି କଶ୍ୟପଙ୍କର 12 ଜଣ ସ୍ତ୍ରୀ ଥିଲେ । ସପ୍ତମ ନାମ ହେଉଛି ଦେବଙ୍କ ଦେବ ମହାଦେବ ।

ମହାଦେବ ସ୍ଵୟଂ ଯୋଗ ଓ ତପସ୍ୟା ଦ୍ଵାରା ସବୁ କିଛି ପ୍ରାପ୍ତ କରିଛନ୍ତି । ସକାଳୁ ଉଠିବା ପରେ ଏହି 7ଜଣ ରୁଷି ଙ୍କ ଉଚ୍ଚାରଣ କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ । ଏହା ସହ ଜୀବନରେ ଥିବା ନାନା ସମସ୍ଯା ମାନ ଦୂର ହୋଇଥାଏ । ଏହି 7ଟି ନାମ ପ୍ରତି ଦିନ ଉଚ୍ଚାରଣ କରିଲେ ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ ଓ ଧନରେ ବୃଦ୍ଧି ହୋଇଥାଏ । ଏଣୁ ସକାଳୁ ଉଠିବା ପରେ ଏହି 7ଟି ନାମ କୁ ନିଶ୍ଚୟ ଉଚ୍ଚାରଣ କରିବା ଉଚିତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button