ଜୀବନଶୈଳୀ

କଳା ସୂତା ବାନ୍ଧୁଥିବା ଝିଅ ମାନେ ହୋଇଥାନ୍ତି ଏହିପରି, ଆଉ କିପରି ତାଙ୍କୁ କରିବେ ପ୍ରେମ ଆସନ୍ତୁ ଜାଣିବା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Kala suta
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କିଛି ଖବର ଯାହା ଆପଣମାନେ ଜାଣିବା ଉଚିତ୍ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି କଳା ସୂତା ଶରୀରର କେଉଁ ସ୍ଥାନରେ ବନ୍ଧା ହୁଏ ଆଉ ଏନେଇ ଅନେକ ଖବର ।
ଆପଣଙ୍କ ଜୀବନ ସୁଖମୟ ହେବ । ଆପଣଙ୍କ ଜୀବନ ଭଲ ହେବ । ଆପଣ ଯେତେ ପରିଶ୍ରମ କରିଲେ ମଧ୍ୟ ଏହାର ଫଳ ଆପଣଙ୍କୁ ମିଳିନଥାଏ । କାହାର ନଜର ଲାଗିଲେ ମଧ୍ୟ ଆପଣମାନେ ଉନ୍ନତି କରିପାରିବେ ନାହିଁ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଉପାୟ ଜାଣିପାରିବେ ଯାହା କରିଲେ ଆପଣଙ୍କ ଜୀବନରୁ ଦୁଃଖ ଦୂର ହୋଇଯିବ । ସେଥିପାଇଁ ଆପଣଙ୍କୁ ରେଶମ ବା ସୂତା କଳା ରଙ୍ଗର ଦରକାର ପଡ଼ିବ । କଳା ସୂତା ବାନ୍ଧିବା ନିୟମ ବହୁତ ପୁରୁଣା ଯୁଗରୁ ଅଛି ।
ଆମ ଶରୀର ପଞ୍ଚ ତତ୍ୱରୁ ମିଳିଥାଏ । ହାତ, ଗୋଡ଼ ଦନୋ ଗଳାରେ କଳା ସୂତା ବନ୍ଧା ଯାଇଥାଏ । ଏହାଦ୍ବାରା ନଜର ଲାଗିନଥାଏ । ଏହା ଖରାପ ପ୍ରଭାବ ଦୂରେଇ ରହିଥାଏ । ଏହା ଖରାପ ଶକ୍ତିରୁ ମୁକ୍ତି ଦେଇଥାଏ ।
ଏହି କଳା ସୂତା ନେଇ ଶନି ମନ୍ଦିର ଯିବା ଉଚିତ୍ । ଆଉ ଏହାପରେ ଶନି ମହାପ୍ରଭୁଙ୍କ ଉପରେ ଢଳା ଯାଇଥିବା ତେଲରେ ଏହି କଳା ସୂତାକୁ ବୁଡାଇବା ଉଚିତ୍ । ଆଉ ଏହାପରେ ୭ଟି ଗଣ୍ଠି ପକାଇବା ଉଚିତ୍ । ଆଉ ଯଦି ଆପଣ ହନୁମାନ ମନ୍ଦିର ଯାଉଛନ୍ତି ତାହେଲେ ପ୍ରଭୁ ହନୁମାନଙ୍କ ପାଦ ତଳୁ ସିନ୍ଦୂର ଏହି ସୂତାରେ ଲଗାନ୍ତୁ ।
ଏହାପରେ ଭଗବାନଙ୍କ ନାମ ନେଇ ଏହି ସୂତା ବାନ୍ଧି ନିଅନ୍ତୁ । ଶନି ଦୋଷରୁ ବଞ୍ଚିବା ପାଇଁ ଆପଣ କଳା ସୂତା ବାନ୍ଧି ପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ପ୍ରକାରର ଉପାୟ ବିଷୟରେ ଜାଣିପାରିବେ ।
Kala suta
ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ଥିଲେ ମଧ୍ୟ ଆପଣ ଏହି ଭିଡିଓ ଦେଖି ଉପାୟ କରିପାରିବେ । ଏହି ଉପାୟ କରିଲେ ଆପଣ ଅନେକ ଅସୁବିଧାରୁ ମୁକ୍ତି ପାଇପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button