ମନୋରଞ୍ଜନ
ନିଆଁ ଲଗାଇଦେଲେ ନିଶା ମହାରଣା ଦେଖନ୍ତୁ ସେଇ ବର୍ଷା ସେଇ ରାତି ଗୀତରେ ଧୁମ୍ ମଚାଇଦେଲେ ନିଶା ଦେଖନ୍ତୁ ଏହି ଦୃଶ୍ୟ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିଶା ମହାରଣାଙ୍କୁ। ତାଙ୍କର ସୋସିଆଲ ମିଡ଼ିଆ ରେ ଅନେକ ବୟାନ ମଧ୍ୟ ଦିନ କୁ ଦିନ ଖୁବ ଭାଇରାଲ୍ ହେବାରେ ଲାଗିଛି। ସେ ମିଡ଼ିଆ ସମ୍ମୁଖରେ ଏଭଳି କିଛି ବୟାନ ଦେଇଥିଲେ ଯାହାକୁ କି ଲୋକେ ଅତି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।
ତାଙ୍କୁ ନେଇ ଅନେକ ଲୋକ ଅନେକ ପ୍ରକାରର ବୟାନ ମଧ୍ୟ ଦେଉଛନ୍ତି। କେହି କେହି ତାଙ୍କୁ ଆମ ସଂସ୍କୃତି କୁ ସେ ଅବମାନନା କରୁଛନ୍ତି ବୋଲି କହିଛନ୍ତି।
ସେ ଏହା ମଧ୍ୟ କହିଥିଲେ କି ତାଙ୍କର ଆଇଡଲ୍ ହେଉଛନ୍ତି ଶନିଲିଓନି। ଶନିଲିଓନିଙ୍କ ଭଳି ହେବା ପାଇଁ ସେ ଚାହୁଁଛନ୍ତି। ଏବଂ ସେ ଶନିଲିଓନି କୁ ବେଶ ପସନ୍ଦ ମଧ୍ଯ କରନ୍ତି। ତାଙ୍କର ଏହି ପଦିକ କଥା ଏବେ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ‘ସେଇ ବର୍ଷା ସେଇ ରାତି’ ର ଚାଲିଛି ଫଟୋ ସୁଟ। ତେବେ ନିଶା ମହାରଣା ଙ୍କ ଏକ ଗୀତ ମଧ୍ଯ ଅଛି ସେ ଏକ ମ୍ୟୂଜିକ୍ ଭିଡିଓ କରିଛନ୍ତି। ତାହା ମଧ୍ୟ ବେଶ ହିଟ୍ ହୋଇଛି। ସେ ଗୀତ ଟି ମଧ୍ୟ ଖୁବ ଭଲ ମଧ୍ୟ ଲାଗୁଛି।
ଭାଇରାଲ ହେଉଥିବା ସେହି ସମସ୍ତଙ୍କର ମନ ଛୁଆଁ ମ୍ୟୁଜିକ ଟି ହେଉଛି “ଦେଖି ପାରିବିନି ବୋଧୂ ବେଶ ତୋର “ଗୀତ ଟି ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି।
ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଲଭ ଆଉ ଇମୋସନ କୁ ନେଇକି ଏକ ସୁନ୍ଦର ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛିଆଉ। ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଲଭ ଆଉ ଇମୋସନ କୁ ନେଇକି ଏକ ସୁନ୍ଦର ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଆଉ ଯେଉଁ ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ପ୍ରେମିକା ଜଣଙ୍କ ତାଙ୍କର ପ୍ରେମିକ କୁ ଛାଡିକୁ ବୋଧୂ ବେଶ ସାଜି ବସିଛନ୍ତି। ଏହି ଭଳି ଏକ ଇମୋସନାଲ ଭିଡ଼ିଓ ଟି ଭାଇରାଲ ହେବା ପରେ ଲୋକ ମାନେ ମଧ୍ୟ ଏହି ଗୀତ ଟିକୁ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଇଛନ୍ତି।
ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏବଂ ଏହି ମିୟୁଜିକାଲ ଭିଡ଼ିଓଟିକୁ ଲୋକ ମାନେ ବେସ୍ ପସନ୍ଦ ମଧ୍ୟ କରିଛନ୍ତି।