ବିଚାର

ଭିଡ଼ିଓ କଲ ରେ ମହିଳା କଲେ ରାସଲୀଳା ଦେଖନ୍ତୁ ଏହି Viral Video କେମିତି ଚାଲିଛି ଏଠାରେ ଖେଳ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଥାଏ। କେତେବେଳେ ଏହି ସବୁ ଜିନିଷକୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି, ତ ଆଉ କେତେବେଳେ କିଛି ଏମିତି ଦୃଶ୍ୟକୁ ସାମ୍ନାକୁ ଆସୁଛି ଯାହାକୁ ଏହି ଲୋକମାନେ ଖରାପରେ ନେଉଛନ୍ତି। ତେବେ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି। ତେବେ ନିକଟରେ ସୋସିଆଲ ମିଡିଆ ଏକ ଅଡିଓ ରେକର୍ଡ ବେଶ୍ ଭାଇରାଲ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ଆଜିର ଦିନରେ ବହୁତ୍ ଭିଡିଓ କଲ୍ ଭାଇରାଲ ହେଉଛି। ଆପଣମାନେ ଏଭଳି ଅନେକ ଭିଡିଓ କଲରେ କଥା ହେଉଥିବାର ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ।
ଆଜି ଆମେ ସେହିଭଳି ଏକ ଭାଇରାଲ ଭିଡିଓ କଲ୍ ବାବଦରେ ଜଣାଇବୁ। ଯେଉଁଥିରେ ଜଣେ ମହିଳା ଆଉ ଜଣେ ପର ପୁରୁଷ ଏଭଳି ଭାବେ କଥା ହେଉଛନ୍ତି ଯାହା ଶୁଣିଲେ ପରେ ଆପଣ ଆପଣଙ୍କ ମୁଣ୍ଡରେ ହାତ ଦେବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ଉଭୟଙ୍କ ଭିଡିଓ କଲ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକି ବନ୍ଧୁଗଣ ମହିଳା ଜଣଙ୍କ ତାଙ୍କ ସ୍ବାମୀ ଘରେ ନଥିବା ସମୟରେ ଜଣେ ପର ପୁରୁଷଙ୍କ ସହିତ ଏଭଳି କଥା ବାର୍ତ୍ତା କରୁଛନ୍ତି ଯାହାକି ଏହି ସଭ୍ୟ ସମାଜ ପାଇଁ ନି-ନ୍ଦ-ନୀ-ୟ।
ଉଭୟ ପରସ୍ପର ମଧ୍ୟରେ ଅ-ଶ୍ଲୀ-ଳ ଢଙ୍ଗରେ କଥା ବାର୍ତ୍ତା କରୁଛନ୍ତି। ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଲ-ଜ୍ୟାରେ ତଳକୁ ହେଇଯିବ। ଆଉ ସେମାନେ ଯେଉଁ ଭଳି ଭାବରେ ବାର୍ତ୍ତାଳାପ କରୁଛନ୍ତି ତାହାକୁ ଲୋକେ ଖୁବ୍ ନି-ନ୍ଦା ମଧ୍ୟ କରୁଛନ୍ତି। ଏହି ଭିଡିଓ ଟି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ତେବେ ଆପଣ ମାନେ ଏହି ଭିଡିଓ ଦେଖିଲା ପରେ ଜାଣି ପାରିବେ ଏହି ବିବାହିତ ମହିଳା ଜଣଙ୍କ ତାଙ୍କ ସ୍ବାମୀ ନଥିବାର ସୁଯୋଗ ନେଇ ପର ପୁରୁଷ ସହିତ କେଉଁ ଭଳି ଭାଷାରେ କଥା ବାର୍ତ୍ତା କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ୍ ଖୁବ୍ ଭାଇରାଲ ହେବାରେ ଲାଗୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button