ବିଚାର

ଷ୍ଟିଚ ଖୋଲିବା ବାହାନା ରେ ଯୁବତୀ ଙ୍କ ସମ୍ବେଦନଶୀଳ ଅଙ୍ଗ କୁ ଛୁଇଁଲେ ଡାକ୍ତର, ପରେ ହଂଗାମା ହେବାରୁ ହେଲେ ଫେରାର

ନମସ୍କାର ପାଠକ ବନ୍ଧୁ।ଆମେ ଆପଣ ଙ୍କୁ ଏଭଳି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ଡାକ୍ତର ମାନେ ଥାଆନ୍ତି ଲୋକ ମାନଙ୍କ ଦେହ ଭଲ କରିବା ପାଇଁ। ହେଲେ ଏଠାରେ ଡାକ୍ତର ବାବୁ ଏପରି କରିଛନ୍ତି ଯାହା କୁ ଶୁଣିଲେ ଆପଣ ମାନଙ୍କୁ ଆଉ ଡାକ୍ତର ଙ୍କ ପାଖକୁ ଯିବା ପାଇଁ ଇଚ୍ଛା ହେବ ନାହିଁ।
ପ୍ରସବ ମହିଳା ମାନଙ୍କ ଷ୍ଟିଜ୍ ଖୋଲିବା ବାହାନା ରେ ତାଙ୍କ ଶରିର ର ସବୁ ଆଡ଼େ ହାତ ମାରୁଛନ୍ତି ଡାକ୍ତର।ଡାକ୍ତର ବାବୁ ଙ୍କୁ ପଚରା ଜିବାରୁ ସେ କହୁଛନ୍ତି ମୁ ଏ ବିଷୟରେ କିଛି ଜାଣି ନାହିଁ।ପ୍ରଥମେ ଡାକ୍ତର ବାବୁ ଷ୍ଟିଜ୍ ଖୋଲି ଛନ୍ତି।
ତା ପରେ ମହିଳା ଙ୍କ ଛାତି ରେ ହାତ ମାରୁଛନ୍ତି।ଲାଗିଥିବା ଷ୍ଟୀଜ ଜାଗା କୁ ସଫା କରିବା ବାହାନା ରେ ମହିଳା ଜଣକ ଶରିର ରେ ଏଣେ ତେଣେ ହାତ ମାରୁଛନ୍ତି ଡାକ୍ତର ବାବୁ।ଯାହାକି ଅତି ନିନ୍ଦନିୟ ଘଟଣା।ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମୈଧରା ସ୍ବାସ୍ଥ୍ଯ କେନ୍ଦ୍ର ରେ।
Special Report

ଏହି ସ୍ଵାସ୍ଥ କେନ୍ଦ୍ର ର ଫର୍ମାଷିଷ୍ଟ ନାମ ରେ ଆସିଛି ଏହି ସଙ୍ଗିନ ଅଭିଯୋଗ।ସୁଚନା ଅନୁଯାୟି ମହିଳା ଜଣକ କିଛି ଦିନ ତଳେ ଏକ ସନ୍ତାନ ଜନ୍ମ ଦେଇଥିଲେ।ତାଙ୍କର ଷ୍ଟିଜ୍ ଖୋଲା ଯିବା ପାଇଁ ସେ ସ୍ବାସ୍ଥ୍ଯ କେନ୍ଦ୍ର କୁ ଆସିଥିଲେ।ସେଠାରେ ତାଙ୍କୁ ଜଣେ ଫାର୍ମାସିଷ୍ଟ ଡ଼ାକ୍ତର ତାଙ୍କୁ ଡ୍ରେସିଙ୍ଗ୍ ରୁମ କୁ ନେଇଥିଲେ।
ସେଠାରେ ମହିଳା ଜଣକୁ ନେଇ ଅନେକ ଖରାପ ବ୍ଯବହାର ଦେଖାଇ ଥିଲେ।ତାଙ୍କ ଛାତି ସହିତ ଅନ୍ୟ ସ୍ଥାନ ରେ ହାତ ମାରିଥିଲେ।କାଳେ ଡାକ୍ତର ଙ୍କ କ୍ୟାରିଅର ଖରାପ ହୋଇ ଯିବ ଏବେ ଡାକ୍ତର ବାବୁ ଚିନ୍ତା ରେ ଅଛନ୍ତୁ।
Special Report
ଯେପରି ପଞ୍ଚାୟତ ବସେ ସେପରି କିଛି ଲୋକ ବସି ଏହାକୁ ସମାଧାନ କରୁଛନ୍ତି।ମହିଳା ଙ୍କ ସହିତ ଯାହା ଘଟି ଯାଇଛି ତାହାକୁ ସେ ଟିକିନିଖି କରି ଅଧିକାରି ଙ୍କୁ ଜଣାଉଛନ୍ତି।କିନ୍ତୁ ଫାର୍ମାସିଷ୍ଟ ଏହି କଥା କୁ ମିଛ ବୋଲି କହିଛନ୍ତି।ସେ କହିଲେ କି ଏହି ମହିଳା ତାଙ୍କୁ ଫସେଇବାକୁ ଚାହୁଁଛନ୍ତି।
ଏଭଳି ସଙ୍ଗିନ୍ ଅଭିଯୋଗ ଆସିବା ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ଅନ୍ୟତ୍ର ବଦଳି କରି ଦିଆ ଯାଇଛି।ଏନେଇ ମହିଳା ଜଣକ ଥାନା ରେ ଏତଲା ଦେଇ ନ ଥିଲେ।ହେଲେ ବିଭାଗିୟ ଅଧିକାରି ଙ୍କୁ ଜଣାଇ ଥିଲେ। ବିଭାଗ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ବଦଳ ରେ ତାଙ୍କୁ ଖାଲି ବଦଳି କରି ଦିଆ ଯାଇଛି।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଟି ଖୁବ ଘୁରି ବୁଲୁଚି।ଲୋକ ମାନେ କହୁଛନ୍ତି ସେହି ଡାକ୍ତର ଙ୍କୁ ଉପଯୁକ୍ତ ଦଣ୍ଡ ଦେବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button