ଜୀବନଶୈଳୀ

କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି ଦିନ ରେ ଜନ୍ମ ହୋଇଥିବା ପୁଅ/ଝିଅ, ଦେଖନ୍ତୁ କଣ ସେହି ଭାଗ୍ୟଶାଳି ବ୍ୟକ୍ତି ଆପଣ ତ ନୁହନ୍ତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବର୍ଷକ ବାର ମାସ ଏବଂ ୩୬୫ ଦିନ । ପ୍ରତ୍ୟେକ ଦିନ, ଘଣ୍ଟା, ମିନିଟ ତଥା ସେକେଣ୍ଡ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପ୍ରତ୍ୟେକ ଦିନର କୌଣସି ସମୟରେ ମଧ୍ୟ ଜଣେ ଛୁଆ ଜନ୍ମଗ୍ରହଣ କରିଥାଏ । ବନ୍ଧୁଗଣ ଯେତେବେଳେ ଗୋଟିଏ ଛୁଆ ଜନ୍ମଗ୍ରହଣ କରିଥାଏ ସେହି ସମୟରେ ଥିବା ଗ୍ରହର ଉପସ୍ଥିତି ଦ୍ୱାରା ସେହି ଛୁଆ ର ଗୁଣ, ସ୍ଵଭାଵ ଆଦି ନିର୍ଦ୍ଧାରିତ ହୋଇଥାଏ ।

ଆପଣ ମାନେ ଦେଖିଥିବେ ଯେ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଜୀବନ ରେ କଠିନ ପରିଶ୍ରମ କରି ମଧ୍ୟ ସଫଳତା ହାସଲ କରି ପାରନ୍ତି ନାହିଁ । କିନ୍ତୁ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ଜୀବନ ରେ କୌଣସି ପରିଶ୍ରମ କରି ନଥାନ୍ତି କିନ୍ତୁ ତାଙ୍କୁ ଜୀବନ ରେ ସବୁ ଖୁସି ପ୍ରାପ୍ତ ହୋଇଥାଏ ଏବଂ ସେମାନେ ସଫଳତା ହାସଲ କରିଥାନ୍ତି ।

ବ୍ୟକ୍ତି ର ଭାଗ୍ୟଶାଳୀ ହେବା ପଛରେ ମୁଖ୍ୟ କାରଣ ହେଉଛି ସେହି ବ୍ୟକ୍ତି ର ଜନ୍ମ ତିଥି ଏବଂ ଜନ୍ମ ସମୟରେ ଗ୍ରହ ଏବଂ ନକ୍ଷତ୍ର ଙ୍କ ଉପସ୍ଥିତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବର୍ଷର କେଉଁ ମାସ ଏବଂ ଦିନରେ ଜନ୍ମ ହେବା ଦ୍ବାରା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

ଟି ହେଉଛି ଫେବୃଆରୀ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ଜୀବନରେ ସମସ୍ତ ପ୍ରକାର ସୁଖ ଏବଂ ସୁବିଧା ପ୍ରାପ୍ତ କରିଥାନ୍ତି । ଯଦିଓ ଏହି ମାସରେ ଜନ୍ମ ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଏହି ମାସର ୪, ୧୨, ୨୨ ଏବଂ ୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ମାସଟି ହେଉଛି, ‘ଜୁନ’ । ଏହି ମାସରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଏହି ମାସରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି ସେମାନେ ପଇସା ମାମଲା ରେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । । ଏମାନଙ୍କ ଜୀବନରେ କେବେବି ଆର୍ଥିକ ସମସ୍ୟା ଦେଖା ଦେଇ ନଥାଏ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କୁ ନିଜ ଜୀବନରେ କମ ପରିଶ୍ରମ ଦ୍ଵାରା ଅଧିକ ଫଳ ପ୍ରାପ୍ତ ହୋଇଥାଏ ।

ଏମାନେ କମ ପରିଶ୍ରମ ରେ ମଧ୍ୟ ଅଧିକ ଧନ ପ୍ରାପ୍ତ କରିଥାନ୍ତି ଏବଂ ଏହି ମାସରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଜୀବନ ରେ କୌଣସି ଅଭାବ ଅନଟନ ରହି ନଥାଏ । ଏମାନଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଥାଏ । ଏହି ମାସରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ସର୍ବଦା ହସଖୁସି ଏବଂ ଆଡ଼ମ୍ବର ପୂର୍ଣ ନିଜର ଜୀବନ ବିତାଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button