ବିଚାର

ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ କାହିଁକି ମାରିଥିଲେ ନାଥୁରମ ଗଡ଼ସେ : ଜାଣନ୍ତୁ ସେଦିନ ଘଟିଥିବା ପୁରା ଘଟଣା ବିଷୟରେ

1869 ମସିହା ଅକ୍ଟବର 2 ତାରିଖ ରେ ଗୁଜୁରାଟ ସ୍ଥିତ ପୋରବନ୍ଦର ନିକଟରେ ମହାତ୍ମାଗାନ୍ଧୀ ର ଜନ୍ମ ଗ୍ରହଣ କରିଥିଲେ, ମହାତ୍ମାଗାନ୍ଧୀ ଙ୍କ ପୁରା ନା ହେଇଛି ମୋହନ ଦାସ କରମ ଚାନ୍ଦ ଗାନ୍ଧୀ, ସେ 1888 ରୁ 1891 ମସିହା ରେ ଓକିଲାତି କରିଥିଲେ ଓ ତା ମଧ୍ୟ ରେ 1888 ରେ ସେ ସମ୍ୱଲଦାସ ଆର୍ଟ୍ସ କଲେଜ ରେ ଅଧ୍ୟାପକ ଭାବେ ନିଯୁକ୍ତି ହେଇଥିଲେ, ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ଦେଶପାଈଁ ବହୁତ ସତ୍ୟା ଗ୍ରହ ମଧ୍ୟ କରିଛନ୍ତି|

 

ବ୍ରିଟିଶ ମାନେ ଯେତେବେଳେ ଆମକୁ ଶାସନ କରୁଥିଲେ ସେତେବେଳେ ପ୍ରଥମେ ବ୍ରିଟିଶ ମାନଙ୍କ ବିରାଧରେ ସେ ଆନ୍ଦୋଳନ କରିଥିଲେ, ମହାତ୍ମାଗାନ୍ଧୀ ଥିଲେ ଦେଶର ଜଣେ ସୁଯୋଗ୍ୟ ସନ୍ତାନ ଯାହା କୁ ଆମ ଦେଶ ଆଜି ଯାଏ ଭୁଲି ପାରିନି, ଯେତେବେଳେ ବ୍ରିଟିଶ କୋବଳରୁ ଆମ ଦେଶ କୁ ସେ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ସେତେବେଳେ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡିଛି, ତାପରେ ମଧ୍ୟ ସେ ହାର ନ ମାନି ଲୋକଙ୍କୁ ଏକଜୁଟ କରି ସେ ଆନ୍ଦୋଳନ କରି ବ୍ରିଟିଶ ମାନଙ୍କୁ ଠୁ ଦେଶ କୁ ରଖା କରିବା ପାଇଁ ସଫଳ ହେଇଥିଲେ, ଯେତେବେଳେ ବ୍ରିଟିଶ ମାନେ ଆମ ଦେଶ ଛାଡି ଗଲେ ସେତେବେଳେ ସେ ଆମ ଦେଶକୁ ଓ ଆମ ପଡୋଶୀ ଦେଶ ପାକିସ୍ତାନ କୁ 150 କୋଟି ଟଙ୍କା ଦେଇଯାଇଥିଲେ ଏହି ଟଙ୍କା କୁ ଦୁଇ ଦେଶ ମଧ୍ୟ ରେ ଭାଗ କରିବା ପାଇଁ ଏକ ଚୁକ୍ତି ନାମା ସ୍ଵାକ୍ଷର ହେଇଥିଲେ, ହେଲେ ଯେତେବେଳେ ଭାରତୀୟ ଙ୍କୁ ପାକିସ୍ତାନ ର ଲୋକ ମାନେ ଟ୍ରେନ ରେ ଗଲା ବେଳେ ଯେପରି ଭାବରେ ହତ୍ୟା କରୁଥିଲି ତାହା ଦେଖିଲେ ଆପଣଙ୍କ ମନରେ ମଧ୍ୟ କ୍ରୋଧ ଭାବ ଜାଗ୍ରତ ହେବ |

 

1947 ମସିହା ଯେତେବେଳେ ଭାରତ ସ୍ୱାଧୀନ ହେଲା ସେତେବେଳେ ସେତେବେଳେ ଭାରତ ଓ ପାକିସ୍ତାନ କୁ ୨ଟି ରାଷ୍ଟ୍ର ରେ ଭାଗ କରିଦିଆ ଗଲା ଓ ସମସ୍ତ ସମ୍ପତି କୁ ମଧ୍ୟ୍ୟ ସେତେବେଳେ ଭାରତ ର ସମ୍ପତି 150 କୋଟି ଥିଲା ଯାହା ୨ ରାଷ୍ଟ୍ର ମଧ୍ୟ ରେ ଭାଗ ହବା ପାଇଁ କଥା ହେଇଥିଲା ଇଂରେଜ ବଡଲର୍ଡ଼ ମାନେ ଯେତେବେଳେ ଭାରତ କୁ ଆସିଥିଲେ ସେତେବେଳେ ସେମାନେ ଭାଗ କରିଦେଇଯାଇଥିଲେ, ଏହି ସମୟ ରେ କିଛି ଭାରତୀୟ ପାକିସ୍ତାନ ରେ ରହିଯାଇଥିଲେ ହେଲେ ପାକିସ୍ତାନ ମାନେ ଭାରତୀୟ ନାଗରିକାଙ୍କୁ ହାଣି କାଟି ଦେଇ ଏମିତି ଚଳନ୍ତା ଟ୍ରେନ ରେ ଫିଙ୍ଗି ଦେଉଥିଲେ ଏପରି ଏହି ଘଟଣା ଭାରତ ରେ ମଧ୍ୟ ଦେଖା ଦେଲା..

 

ଠିକ ଏତିକି ବେଳେ ଗୋଡ଼ସେ ଭାବିଲେ କି କାହିଁକି ମହାତ୍ମା ଗାନ୍ଧୀ ପାକିସ୍ତାନ ପ୍ରତି ଏତେ ସ୍ୱାୟନୁଭୂତି ଦେଖାଉଛନ୍ତି, ଓ ସେ ଭାବିଲେ ଯେତେବେଳେ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଥିବେ ସେତେବେଳେ ଯାଏ କିଛି ବି ହେଇପାରିବନି କହିଲେ ନାଥୁରାମ ଗୋଡ଼ସେ ସେଥିପାଇଁ ସେ 1948 ମସିହା ଜାନୁଆରୀ 30 ତାରିଖ ରେ ଦିଲ୍ଲୀ ରେ ସେ ମହାତ୍ମା ଗାନ୍ଧୀ ଙ୍କୁ ଗୁଳି କରି ହତ୍ୟା କରିଥିଲେ | ଯେତେବେଳେ କୋୖର୍ଟ ରେ ପୋଚରାଗଲା ନାଥୁରାମ ଗୋଡ଼ସେ ଙ୍କୁ ଯେ ତମେ କାହିଁକି ଗାନ୍ଧୀ ଜି ଙ୍କୁ ହତ୍ୟା କିରିଲ, ନାଥୁରାମ ଗୋଡ଼ସେ କହିଲେ ମୁଁ ମୋ ପାଇଁ ଗାନ୍ଧୀ ଙ୍କୁ ହତ୍ୟା କରିନାହଁ ମୁଁ ଭାରତୀୟ ଙ୍କ ପାଇଁ ଏହା କରିଛି ବୋଲି କହିଲେ ନାଥୁରାମ ଗୋଡ଼ସେ | ତାହାଲେ ଜାଣିଲେ ତୋ ଦର୍ଶକ ବନ୍ଧୁ କାହିଁକି ନାଥୁରାମ ଗୋଡ଼ସେ ମହାତ୍ମା ଗାନ୍ଧୀ ଙ୍କୁ ହତ୍ୟା କରିଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button