ଜୀବନଶୈଳୀ

ସୋରିଷ ତେଲ ସହିତ କେଉଁ ପେଷ୍ଟ ମିଶାଇ ଗରମ କରି ଲଗାଇଲେ ଆଁଠୁ ଗଣ୍ଠି ଓ ଅଣ୍ଟା ବିନ୍ଧା ତୁରନ୍ତ ଭଲ ହୁଏ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଶୀତଦିନେ ମୁହଁ ଘୋଡାଇ ଶୋଇବା ଦ୍ଵାରା କେଉଁ ରୋଗ ହେବାର ଆଶଙ୍କା ଥାଏ ?

ଉତ୍ତର- ହାର୍ଟ ସମସ୍ଯା ।

2- ଅତ୍ୟଧିକ ଭିଟାମିନ-ଡି ଗ୍ରହଣ କରିବା ଦ୍ଵାରା କେଉଁ ମାରାତ୍ମକ ରୋଗ ହୋଇଥାଏ ?

ଉତ୍ତର- କିଡନି ସମସ୍ଯା ।

3- କନ୍ଦମୂଳ ଖାଇବା ଦ୍ଵାରା କେଉଁ ମାରାତ୍ମକ ରୋଗ ଠିକ ହୋଇଥାଏ ?

ଉତ୍ତର- କୋଷ୍ଠ କାଠିନ୍ଯ ।

4- ଧନିଆ ପତ୍ରରେ କେଉଁ ଭିଟାମିନ ପ୍ରଚୁର ପରିମାଣରେ ଥାଏ ?

ଉତ୍ତର- ଭିଟାମିନ-ଏ ଓ ସି ।

5- ଚୂନ କେଉଁ ରୋଗୀ ଖାଇବା ମନା ଅଟେ ?

ଉତ୍ତର- କିଡନି ଷ୍ଟୋନ ।

6- ବାରମ୍ବାର ଶୋଷ ଲାଗିବା, ପରିସ୍ରା ଲାଗିବା, ଥକା ଅନୁଭବ ଓ ଓଜନ ହ୍ରାସ କେଉଁ ରୋଗର ଲକ୍ଷଣ ହୋଇଥାଏ ?

ଉତ୍ତର- ମଧୁମେହ ।

7- ମଧୁମେହ ରୋଗୀ ଙ୍କ ପାଇଁ କେଉଁ ପାରିବା ଔଷଧ ଠାରୁ କମ ନୁହେଁ ?

ଉତ୍ତର- ଭେଣ୍ଡି ।

8- ଗ୍ରୀନ ମଟର ଖାଇବା ଦ୍ଵାରା ମଣିଷର କଣ ବଢିଥାଏ ?

ଉତ୍ତର- ରୋଗ ପ୍ରତିରୋଧକ ଶକ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button