ବିଚାର
ମୋ saree ର ଉପର ଖୋଲି ସେ ମୋତେ ବେଡ଼ ରେ ଶୁଆଇ ଦେଲା ଆଉ lip kiss କରି ଚାଲିଲା

ସେ ମୋ ପ୍ରଥମ ଶ୍ରେଣୀ ର ସାଙ୍ଗ ଥିଲା ମତେ ଚକ୍ରାନ୍ତ କରି ସେ ତା ରୁମ୍ କୁ ଡାକିଲା ଆଉ ମୁଁ ଯେତେବେଳେ ଗଲି ସେ ମୋତେ ତା ରୁମ୍ କୁ ନେଇଗଲା ଆଉ ଖଟ ଉପରେ ବସେଇ ମୋ ଶାଢ଼ୀ ଖୋଲିଲା
ମତେ ସେ କେବଳ ଲିପ କିସ୍ ଦେଇଛି, ଆଉ ବାକି ଯାହା ଆପଣ ମାନେ ଭାବୁଛନ୍ତି ସେମିତି କିଛି ବି ହେଇନି, ଆମ ଭିତରେ କୌଣସି ପ୍ରକାର ଶାରୀରିକ ସମ୍ପର୍କ ରହିନି, ଆଉ ମୁଁ ଜାଣି ଶୁଣି ଏସବୁ କାମ ତାଙ୍କ ସହ କରିନି
ସେ ସାଙ୍ଗ ମତେ ବହୁତ୍ ଆଗରୁ ଜାଣିଛି, ମୁଁ ଯେତେବେଳେ ତା ରୁମ୍ କୁ ଯାଇଥିଲି ସେ ନିଶା ରେ ଥିଲା, ମୁ ମଧ୍ୟ ବିରୋଧ କରିଥିଲି ହେଲେ ସେ ବହୁତ୍ ଜବରଦସ୍ତି କରି ମତେ କିସ୍ କରିଥିଲା ଆଉ ଶାଢ଼ୀ ଖସେଇ ଦେଇ ଥିଲା
ମୁଁ ଜାଣିନି ଏଇ ସମୟ ର ଘଟଣା କୁ କିଏ କେମିତି ଭିଡିଓ ରେକର୍ଡ କରି ମୋ ସ୍ବାମୀ ଙ୍କୁ ଦେଇ ଦେଇଛି, ମୁଁ ତ ଭାବୁଥିଲି ମୁ ଏକା ହେଲେ ନି ସ୍ବାମୀ ର ଏଥିରେ ହାତ ଅଛି ମୋ ସ୍ବାମୀ ର ଆଉ କାହା ସହ ସମ୍ପର୍କ ରହିଛି, ସେ ଝିଅ ଘର ବି ମୁ ଜାଣିଛି, ମୋର୍ ଚରିତ୍ର କୁ ନେଇ ଯିଏ ଯାହା ଭାବୁଚି ଭାବୁ ହେଲେ ମୁ କିଛି ଭୁଲ କରିନି



