ଜୀବନଶୈଳୀ

Fଭୋଜନ ଆରମ୍ଭ କରିବା ପୂର୍ବରୁ କୁହନ୍ତୁ ଏହି 2ଟି ଶବ୍ଦ,ପାଇଯିବେ ଗରିବରୁ ମୁକ୍ତି

ଭୋଜନ କରିବା ପୂର୍ବରୁ ଶ୍ରୀକୃଷ୍ଣ ଅନେକ କଥା କହିଛନ୍ତି ଯେପରିକି କେଉଁ ଦିଗକୁ ମୁଁହକରି ଖାଇବା ଏବଂ ଖାଇବା ପୂର୍ବରୁ କେଉଁ ମନ୍ତ୍ର ଜପ କରିବା ଏବଂ କିପରି ଖାଇବା ଏହି ବିଷୟରେ ଅନେକ କଥା ଅଛି,ତେବେ ଚାଲନ୍ତୁ ସେହି ସମସ୍ତ କଥା ଜାଣିବା।

ଭୋଜନ କରିବା ପୂର୍ବରୁ ସର୍ବଦା ଗାଧେଇକି ଭୋଜନ କରିବା ଉଚିତ କାରଣ ନଗାଧେଇକି ଭୋଜନ କରିବା ମଢ଼ ଭୋଜନ ସହ ସମାନ ହୋଇଥାଏ। ଏହା ଦୁର୍ଭାଗ୍ୟ କୁ ଆଣିଥାଏ କିନ୍ତୁ ଲୋକମାନେ ବିନା ଗାଧେଈ ଭୋଜନ କରିଥାନ୍ତି କିନ୍ତୁ ଶାସ୍ତ୍ରରେ ଏହା ବାରଣ କରାଯାଇଛି। ଏବଂ ଗାଧେଇବା ପୂର୍ବରୁ କ୍ଷୀର,ଦହି,ଘିଅ,ଗୋ ମୂତ୍ରା ଇତ୍ୟାଦି। ଭୋଜନ କରିବା ସମୟରେ ସର୍ବଦା ପବିତ୍ର ଆସନରେ ଭୋଜନ କରିବା ଉଚିତ ଏବଂ ସର୍ବଦା ଗୋଡ ହାତ ଓ ମୁଂହ ଧୋଇ ଭୋଜନ କରିବା ଉଚିତ। ଭୋଜନ କରିବା ସମୟରେ ସର୍ବଦା ତଳେ ବସି ଭୋଜନ କରିବା ଉଚିତ ଏବଂ ଓଁ ସହ ନା ଭବତୁ,ସହ ନୋ ଭୁନକ୍ତୁ,ସହ ବିର୍ୟମ କାର୍ବାବହେ।

ତେଜସ୍ୱିନା ବଧିତମସ୍ତୁ, ମା ବିଦବୁସବହେ। ଓଁ ଶାନ୍ତି।ଶାନ୍ତି।ଶାନ୍ତି। ଏହି ମନ୍ତ୍ର ଜପ କରିକି ଭୋଜନ କରିବା ଉଚିତ। ଭୋଜନ କରିବା ସମୟରେ କେବେବି ରାଗିବା କଥା ନୁହେଁ କାରଣ ଏହାଦ୍ୱାରା ଖାଦ୍ୟର ଅପମାନ ହୋଇଥାଏ। ଏବଂ ରୋଗ ମାଡିବସି ଥାଏ। ଖାଦ୍ୟ ଖାଇବା ପୂର୍ବରୁ ପ୍ରଥମେ ମିଠା ,ଲୁଣିଆ ଏବଂ ରାଗ ଜିନିଷ ଖାଇବା ଭଲ ହୋଇଥାଏ। କେବେବି ଭଙ୍ଗା ଥାଳିରେ ଭୋଜନ କରିବା କଥା ନୁହେଁ କାରଣ ଏଥିରୁ ଦରିଦ୍ରତା ଆସିଥାଏ ଏବଂ ଖୋଲା ଛାତ ତଳେ ଏବଂ ଅନ୍ଧକାରରେ ଭୋଜନ କରିବା ଉଚିତ ହୋଇନଥାଏ

କେବେବି ଦକ୍ଷିଣ ଦିଗକୁ ମୁଂହ କରି ଖାଇବା କଥା ନୁହେଁ କାରଣ ଏହା ଯମଙ୍କ ଦିଗ ଅଟେ। ପୁର୍ବ ଏବଂ ଉତର ଦିଗକୁ ମୁଂହ କରି ଖାଇପାରିବେ। ଭୋଜନ କରିବାପରେ କେବେବି ଥାଳିରେ ହାତ ଧୁଆନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ ଏବଂ ଅନ୍ୟ ଲୋକଙ୍କ ଭୋଜନ ନସରିବା ପର୍ଯ୍ୟନ୍ତ ଆପଣ ସେଠାରୁ ଉଠନ୍ତୁ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button