କେଉଁ ଫଳ ଖାଇଲେ ହାର୍ଟ ସଫା ରହେ ? ଏହା ସହ ଆହୁରି 10+ GK Quiz

ତେବେ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ନିଜର ଜ୍ଞାନ ପରକ୍ଷା ସହ ଜ୍ଞାନ ବୃଦ୍ଧି ମଧ୍ୟ କରାଇ ପାରିବେ । ଏହି ସବୁ ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ଆମେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଓ ତାର ଉତ୍ତର ବିଷୟାରେ କହିବାକୁ ଯାଉଛୁ । ଯାହା ଆପଣ ଙ୍କ ଭବିଷ୍ୟତ ପାଇଁ ନିହାତି କାମ ରେ ଆସିବ ।
ଏହି ସବୁ ଛୋଟ ଛୋଟ ସାଧାରଣ ଜ୍ଞାନ ଆପଣ ମାନେ ଆହରଣ କରି ପାରିଲେ ସ୍ଥିତି ଯେମିତି ହୋଇ ନ ଥିବ ଆପଣ ତାହାର ସାମ୍ନା ନିଶ୍ଚୟ କରି ପାରିବେ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା କିଛି ଅଜଣା ପ୍ରଶ୍ନ ଯାହାର ଉତ୍ତର ଆପଣଙ୍କୁ ଜ୍ଞାନୀର ପରିଚୟ ଦେବ ।
୧- କେଉଁ ଗଛ ରେ ଫୁଲ ହୁଏ ନାହିଁ ?
ଉତ୍ତର- ପଣସ ।
୨- କୁକୁଡା କେଉଁ ଦେଶର ଜାତୀୟ ପକ୍ଷୀ ଅଟେ ?
ଉତ୍ତର- ଶ୍ରୀଲଙ୍କା ।
୩- କେଉଁ ଫଳ ପାଚିଲେ ନାମ ବଦଳି ଯାଏ ?
ଉତ୍ତର- ନଡିଆ ।
୪- ପ୍ରଜାପତି କେଉଁ ଅଙ୍ଗ ରେ ସ୍ଵାଦ ଜାଣି ଥାଏ ?
ଉତ୍ତର- ପାଦ ।
୫- କେଉଁ ଜୀବ ର ୯ଟି ମୁଣ୍ଡ ଅଛି ?
ଉତ୍ତର- ହାଇଡ୍ରା ।

୬- କେଉଁ ଜୀବ ର ମୁଣ୍ଡ ରେ କଉଡି ଥାଏ ?
ଉତ୍ତର- କେଙ୍କଟ ।
୭- କେଉଁ ପକ୍ଷୀ ପାଣି ଭିତରେ ପହରୀ ଥାଏ ?
ଉତ୍ତର- ଡିପର ।
୮- ଦୁନିଆ ର ସବୁଠୁ ବଡ ଫୁଲ ର ନାମ କଣ ?
ଉତ୍ତର- ରାଫ୍ଲେସିୟା ।
୯- ଉତ୍ତର- କେଉଁ ଫଳ ଖାଇଲେ ହାର୍ଟ ସଫା ରୁହେ ?
ଉତ୍ତର- ସେଓ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ।



