ନୀତି

8 ଟି ସଂକେତରୁ ଜାଣନ୍ତୁ ଇଶ୍ଵର ଆପଣଙ୍କ ସହିତ ଅଛନ୍ତି କି ନାହିଁ ? ଯଦି ଆପଣଙ୍କୁ ମିଳୁଛି ଏଥିରୁ କୌଣସି 1 ସଂକେତ ତ ଆପଣ ଭାଗ୍ଯବାନ

ନମସ୍କାର ବନ୍ଧୁଗଣ ,   ଏହି ସଂସାରରେ ବାସ  କରୁଥିବା ପ୍ରତ୍ୟେକ ଲୋକ ର ଗୋଟାଏ ଆଶା , ଇଛା ରହିଥାଏ ଯେ ଇଶ୍ଵର ତା ସହିତ ରୁହନ୍ତୁ ଏବଂ ତାର ସମସ୍ତ ମନକାମନା କୁ ପୂର୍ଣ୍ଣ କରନ୍ତୁ । ମାତ୍ର ଏଭଳି କିଛି ପରିସ୍ଥିତି ଆସିଥାଏ ତେବେ ଲୋକମାନଙ୍କୁ ଲାଗେ ଯେ ଇଶ୍ଵର ସେମାନଙ୍କ ସହିତ ନାହାଁନ୍ତି ଏବଂ ତାଙ୍କ ପ୍ରାଥନା କୁ ଶୁଣୁ ନାହାଁନ୍ତି । ବେଳେ ଲାଗିଥାଏ କି ଇଶ୍ଵର କଣ ତାଙ୍କୁ ପ୍ରେମ କରିଛନ୍ତି  ତେବେ ଆପଣଙ୍କ ମନରେ ବି ରହେ ଏହି ପ୍ରଶ୍ନ ।

ଆଜି ଆମେ ଆପଣଙ୍କୁ ଆଠ ଟି ସଂକେତ ସମ୍ବନ୍ଧରେ କହିବୁ ଯଦି ଆପଣଙ୍କୁ ମିଳିଥାଏ ଏହି ସଂକେତ ତେବେ ଭଗବାନ ଆପଣମାନଙ୍କ ସହିତ ନିଶ୍ଚିୟ ରହିଛି ।  ଇଶ୍ଵର ଯେଉଁ ଲୋକମାନଙ୍କୁ ପ୍ରେମ କରନ୍ତି 1- ସେହି ଲୋକମାନେ ଯେକୋଣସି କାର୍ଯ୍ୟ କରିଥାଉ ମଧ୍ୟ ସେଥିରେ ବିଫଳ ହୁଅନ୍ତି । ଏହା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ୍ୟ ଅଟେ ।

ଯେ ଏହି ଲୋକମାନେ ଯେତେ କଠିନ ପରିଶ୍ରମ କରନ୍ତୁ ମାତ୍ର ସଫଳତା ପାଇନଥାନ୍ତି ତେବେ ଯାଏ ହୋଇଥାଏ ଯେ ପର୍ଯ୍ୟନ୍ତ ଆତ୍ମୀୟ ଚକ୍ଷୁ ନ ଫିଟେ । 2- ଏହି ଲୋକମାନେ  ସର୍ବଦା ଏକୁଟିଆ ଅନୁଭବ କରିଥାନ୍ତି , କାରଣ ଯେଉଁ ଲୋକମାନଙ୍କ ପାଖରେ ଇଶ୍ଵର ରହିଥାନ୍ତି ସେମାନେ ଆଗକୁ କଣ  କରିବେ ଜାଣିପାରନ୍ତି ନାହିଁ । 3- ଯେଉଁ ଲୋକମାନଙ୍କୁ ଇଶ୍ଵର ପ୍ରେମ କରନ୍ତି , ସେହି ମାନଙ୍କ ଜୀବନରେ ଦୁଃଖ , କଷ୍ଟ ଚରମ ସୀମା ରେ ରହିଥାଏ ।

ଏହି ଦୁଃଖ ରେ ଲୋକେ ଭାଗ୍ୟ ପଡନ୍ତି , ପରନ୍ତୁ ଏହି ଦୁଃଖ ରେ ଇଶ୍ଵରଙ୍କ ନିକଟବର୍ତ୍ତୀ ହୋଇଥାନ୍ତି । 4- ଯେତେ ବେଳେ ଆପଣଙ୍କ ଭିତରେ ବିଶ୍ଵାସ କମିଯାଏ ଓ ଏକୁଟିଆ ରୁହନ୍ତି ତେବେ ନିଜର ଗୁଣ କୁ ଅନୁସନ୍ଧାନ କରିଥାନ୍ତି । 5- ଏହି ପରିସ୍ଥିତିରେ ଏକୁଟିଆ ଖୋଜି ବାହାର କରିଥିବା ଗୁଣ ନୂତନ ବିଷୟ ଆପଣଙ୍କ ଜୀବନ କୁ ଓ ଜୀବନ ଶୈଳୀ କୁ ପରିବର୍ତ୍ତନ କରିଥାଏ ।

ଲୋକମାନେ ଆପଣଙ୍କ ଭିତରେ ଭିନ୍ନ ଧାରଣ ର ବଦଲାବ କୁ ଦେଖିଥାନ୍ତି । ଯେତେ ଆମେ ଇଶ୍ଵରଙ୍କ ଅନୁସାରେ ଜୀବନରେ ଆଗକୁ ବଢିଥାଉ । ଆପଣ ଆଗ ପରି କ୍ରୋଧ , ରାଗ କରନ୍ତି ନାହିଁ ସମସ୍ତ ଜିନିଷ କୁ କ୍ଷୀଣ ଦୃଷ୍ଟି ରେ ଦେଖି ଚାହି କରିଥାନ୍ତି । 6- ଏହି ପର୍ଯ୍ୟାୟ ରେ ଆପଣ ଜୀବନରେ ଆସୁଥିବା ଜୟ ଓ ପରାଜୟ ପ୍ରତି ଦୃଷ୍ଟି ଦେଇନଥାନ୍ତି ।

କାରଣ ଇଶ୍ଵର  ଏମାନଙ୍କ ଜୀବନରେ ରହିଥାନ୍ତି ଓ ଆତ୍ମା ସହିତ ଏମାନଙ୍କ ଜୀବନ ଚାଲିଥାଏ ।  ତେଣୁ ସଂସାରରେ  ଚାଲିଥିବା ବିଷୟ କୁ ଏମାନେ ନାଟକ ରୂପରେ ଦେଖିଥାନ୍ତି । 7 – ଏହି ଶେଷ ମୁହୁତ୍ତରେ ଆପଣଙ୍କ ଜୀବନରେ ଏମିତି ଏକ ପରିସ୍ଥିତି ଆସିଥାଏ ଯେ ଆପଣଙ୍କୁ ଲାଗିଥାଏ କି ଇଶ୍ଵର ହିଁ ନାହାନ୍ତି । ମାତ୍ର ଯଦି ଆପଣ ଏହି ପରିସ୍ଥିତି ରେ ଦୃଢତାର ସହ ରହିଥାନ୍ତି ।

8 – ତେବେ ଆପଣଙ୍କ ଜୀବନ ରେ ବଡ ଚମତ୍କାର ଘଟିଥାଏ ଯଥା ଇଶ୍ଵର ସ୍ଵୟଂ ଆପଣଙ୍କ ପାଖ କୁ ଆସିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button