ଆଜିର ଅନୁଚିନ୍ତା : କେଉଁ ଗଛର ଛାଇ ଘର ପାଇଁ ବିପଦ, ନିଶ୍ଚୟ ଜାଣି ରଖନ୍ତୁ
କିଛି ନିୟମ ଯାହାକୁ ଆମ ନ୍ତି ଦିନ ଜୀବନରେ ପାଳନ କରିବା ଖୁବ ଦରକାର ଆଉ ଏସବୁର ବିଶେଷ ମାନ୍ୟତା ଅସମ ଶାସ୍ତ୍ରରେ ରହିଛି ତେଣୁ ସେସବୁ ବିଷୟରେ ଜାଣି ରଖନ୍ତୁ ।

-ଆମ ଜୀବନରେ ବହୁତ ସମୟରେ ଆମେ କାହାକୁ ନା କାହାକୁ ଉପହାର ଦେଇଥାଉ କିନ୍ତୁ ଜାଣିଛନ୍ତି କେବେବି କାହାକୁ ଉପହାରରେ ଧାରୁଆ ଓ ମୂନିଆ ଜିନିଷ ଦିଅନ୍ତୁ ନାହିଁ ।ଏହାକଲେ ନିଜର ଓ ଯାହାକୁ ଉପହାର ଦେଉଛ ଉଭୟଙ୍କର କ୍ଷତି ହେଇ ଥାଏ ।
-ଆମେ ବହୁତ ଦେବା ଦେବୀ ମାନଙ୍କୁ ପୂଜା କରିଥାଉ କିନ୍ତୁ ପୁରୁଷ ମସନେ କେବେବି ଦୁର୍ଗାଙ୍କୁ ପୂଜା କଲେ ତାଙ୍କ ମୁଣ୍ଡରେ ସିନ୍ଦୁର ଲଗେଇବେ ନାହିଁ ଆଉ ନାରୀ ମାନେ ହନୁମାନ ଙ୍କୁ ପୂଜା କଲେ ତାଙ୍କ ମୁଣ୍ଡରେ କେବେ ସିନ୍ଦୁର ଲଗେଇ ପୂଜା କରିବେ ନାହିଁ ।କିନ୍ତୁ ବ୍ରାହ୍ମଣ ମାନେ ଏହା କରି ପାରିବେ କାରଣ ସେମାନେ ମନ୍ତ୍ର ମାଧ୍ୟମରେ ସବୁ କରିଥାନ୍ତି ।
-ନାରୀ ମାନେ ସବୁଦିନ ଗାଧେଇ ସାରି ମୁଣ୍ଡରେ ସିନ୍ଦୂର ପିନ୍ଧି ଥାଆନ୍ତି କିନ୍ତୁ ମନେ ରଖନ୍ତୁ ସିନ୍ଦୁର ପିନ୍ଧିବା ପରେ ମୁଣ୍ଡରେ ଗୋଟିଏ ଧଳା ଫୁଲ ଲଗାନ୍ତୁ ଦେଖିବେ ଆପଣଙ୍କ ମନ ସ୍ଥିର,ଶାନ୍ତ ରହିବ ଆଉ ଘରର ମଙ୍ଗଳ ହେଇ ଥାଏ ।
-ଯେତେବେଳେ ବି ଆପଣ କିଛି କିନାକିଣି କରୁଛନ୍ତି କିନ୍ତୁ ଏକା ସାଙ୍ଗରେ କୁଲା ଓ ଛାଂଚୁଣି କୁ ସାଙ୍ଗରେ କିଣନ୍ତୁ ନାହିଁ ଆଉ ଘରେ ବି ଏହି ଦୁଇଟିକୁ ପାଖରେ ରଖିବେ ନାହିଁ ନହ୍ରଲେ ଘରେ ସବୁବେଳେ ଝଗଡା ଓ ଅମଙ୍ଗଳ ଲାଗି ରହିବ ।

-ଘର ବାହାରେ କେବେ ପଥର ଗଦା କରି ରଖନ୍ତୁ ନାହିଁ ଆସୁ କଣ୍ଟା ଗଛ ଓ କ୍ଷୀର ବାହାରୁ ଥିବା ଗଛ ବି ଘର ବାହାରେ ରଖନ୍ତୁ ନାହିଁ ଏହା କଲେ ମଙ୍ଗଳ ହେଇଥାଏ ।
-ଛେଳି, ଘୁଷୁରୀ ପାଦର ଧୂଳି ଘରେ ପଡିଲେ ଆପଣ ଧନୀ ଥିଲେ ଗରିବ ହେଇଯିବେ ।ଆଉ ଛାଂଚୁଣି ଝାଡୁ କରି ସାରି ସେହି ଧୂଳି ଛାଂଚୁଣିରେ ଘର ଭିତରକୁ ଆସିଲେ ବି ଆପଣ ଧନୀ ଥିଲେ ଗରିବ ହେବେ ।ପିରିୟଡ଼ ସମୟର 7 ଦିନ ଭିତରେ ଯଦି ସେହି ନାରୀର ପାଦ ଧୂଳି ଠାକୁର ଘରେ ପଡେ ତାହେଲେ ଧନୀ ଥିଲେ ଗରିବ ହେବେ ।
-ତେବେ କିଛି ଜଣଙ୍କ ର ପାଦ ଧୂଳି ପଡିଲେ ଗରିବ ଥିଲେ ଧନୀ ହେବେ,ଧାନର ଧୂଳି,ଗାଈର ଖୁରାର ଧୂଳି,ଭଣଜା ର ପାଦ ଧୂଳି,ବ୍ରାହ୍ମଣ ର ପାଦ ଧୂଳି ଘରେ ପଡିଲେ ଆପଣ ଧନୀ ହେବେ ।
-ନିମ୍ବ ଗଛ କେବେ ହାଣନ୍ତୁ ନାହିଁ କିନ୍ତୁ ଏହାକୁ ଯାଲନ୍ତୁ ନାହିଁ ଏହାର ଧୂଆଁ ପୁରୁଷ ଭିତରେ ପ୍ରବେଶ କଲେ ପୁରୁଷ ନପୁଂଶ ହେଇ ଥାଏ ।

-ମହୁଫେଣା ଘରେ କିଂବା ବାହାରେ ଯେଉଁଠି ରହିଲେ କେବେ ଭାଙ୍ଗନ୍ତୁ ନାହିଁ ଏହା ଯେଉଁଠି ରହିଲେ ବି ଶୁଭ ହେଇଥାଏ ।ଆଉ ଏହାକୁ ଭାଙ୍ଗିଲେ ଅଶୁଭ ହେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।



