ଏହି ସମସ୍ୟା ପାଇଁ ମହିଳା ମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ
ଆପଣ ମାନେ ସମସ୍ତେ ଜାଣିଥିବେ ଯେ ବିବାହ ପରେ ସମସ୍ତଙ୍କୁ ସନ୍ତାନ ଲୋଭ ହୋଇଥାଏ କିନ୍ତୁ କିଛି ଶାରୀରିକ ସମସ୍ୟା ପାଇଁ ଗ-ର୍ଭ ଧାରଣ କରିବାରେ ମହିଳାଙ୍କୁ ସମସ୍ୟା ହୋଇଥାଏ । ତେବେ ଏହାର କାରଣ ନ ଜାଣି ଚିକିତ୍ସା ହେଲେ ଅସୁବିଧା ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଅନୁଭବ କରିଥିବେ କିନ୍ତୁ ଏହାକୁ କଣ କୁହା ଯାଇଥାଏ ତାହା ଆପଣ ମାନେ ଜାଣି ନଥିବେ ଆଜି ଆମେ ଆପଣଙ୍କୁ ଏହାର କାରଣ ଆଉ ଚିକିତ୍ସା ବିଷୟରେ ମଧ୍ୟ କହିବୁ ।

ତେବେ ମହିଳାଙ୍କୁ ମାସିକ ଧର୍ମ ସମୟରେ ଛାତିରେ କିଛି ଲମ୍ବ ଭଳି ଅନୁଭବ ହୋଇଥାଏ, ଏହା ନର୍ମଲ ଅଟେ କାହିଁକିନା ମାସିକ ଧର୍ମ ସମୟରେ ହାର୍ମୋନ ଅଧିକ କାମ କରିଥାନ୍ତି ଯାହା ଦ୍ଵାରା ଏହି ଭଳି ସମସ୍ୟା ହୋଇଥାଏ କିନ୍ତୁ କିଛି ମହିଳାଙ୍କର ମାସିକ ଧର୍ମ ଛଡା ବି ଅନ୍ୟ ସବୁ ସମୟରେ ଏହି ଭଳି ଲମ୍ବ ଛାତିରେ ଅନୁଭବ ହୋଇଥାଏ ଔ କିଛି ମହିଳାଙ୍କୁ ଦରଜ ମଧ୍ୟ ଅନୁଭବ ହୋଇଥାଏ ।

ତେବେ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଉଚିତ ନଚେତ ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପାୟ କହିବାକୁ ଯାଉଛୁ ତାହା ବ୍ୟବହାର କରନ୍ତୁ । ଏହି ଅସୁବିଧା ଆପଣଙ୍କ ଶରୀରରେ ଗୋଟେ ହରମୋନ ବହୁତ ଅଧିକ ହବାରୁ ହୋଇଥାଏ, ତେବେ କଣ ଆପଣ ଏହି ହରମୋନ ନା ଜାଣିଛନ୍ତି ଏହି ହରମୋନ ନା ହେଲା ଏଷ୍ଟ୍ରୋଜେନ ଯାହା ଆମ ଶରୀରରେ ରହିଥାଏ କିନ୍ତୁ ବହୁତ ଅଧିକ ବଢି ଗଲେ କେତେ ପ୍ରକାର ରୋଗ କାରଣ ହୋଇଥାଏ ଆଉ ଗ-ର୍ଭ ଧାରଣ କରିବାରେ ମଧ୍ୟ ବହୁତ ଅସୁବିଧା କରିଥାଏ ।

ଏଷ୍ଟ୍ରୋଜେନ ବଢିବାର ବହୁତ କାରଣ ହୋଇଥାଏ ସର୍ବ ପ୍ରଥମ ଚିନ୍ତା, ବହୁତ ଅଧିକ ଓଜନ ବଢିବା ଦ୍ଵାରା ଏହା ବଢିଥାଏ, ବହୁତ ଅଧିକ ସେଣ୍ଟ କସମେଟିକ ବ୍ୟବହାର କଲେ ମଧ୍ୟ ଏହି ହରମୋନ ବଢିଥାଏ, ବହୁତ ଅଧିକ ପ୍ଲାଟିକ ଜିନିଷ ବ୍ୟବହାର କଲେ ବା ଫ୍ରିଜରେ ରକ୍ଷା ହୋଇଥିବା ଖାଦ୍ୟ ବହୁତ ଅଧିକ ସେବନ କଲେ ମଧ୍ୟ ଶରୀରରେ ଏଷ୍ଟ୍ରୋଜେନ ମାତ୍ରା ବଢିବାକୁ ଲାଗିଥାଏ,

ଯେଉଁ ମହିଳା ମାନେ କଫି ବହୁତ ଅଧିକ ସେବନ କରନ୍ତି ବା ସବୁ ଦିନ ବ୍ୟବହାର କରନ୍ତି ତାଙ୍କୁ ମଧ୍ୟ ଏହି ଅସୁବିଧା ବହୁତ ଅଧିକ ହୋଇଥାଏ ଇତ୍ୟାଦି । ତେବେ ଏହାକୁ ସବୁ ଦିନ ପାଇଁ ସମାପ୍ତ କରିବାର ସବୁଠାରୁ ସରଳ ଉପାୟ ନିଜ ଖାଇବା ଶୈଳୀ ବଦଳି ଦିଅନ୍ତୁ । ଆପଣ ସଲାଡ ସବୁଠାରୁ ଅଧିକ ସେବନ କରନ୍ତୁ ଏହା ଛଡା ଫାଇବାର ଯୁକ୍ତ ଖାଦ୍ୟ ସେବନ କରନ୍ତୁ ଯେମିତିକି ଫଳ ଆଉ ଡାଲି ଏହାର ବ୍ୟଭାର ଆପଣଙ୍କୁ ଡକ୍ଟର ଠାରୁ ବଞ୍ଚାଇବ ଆଉ ଆପଣଙ୍କ ଶରୀର ସୁସ୍ତ ମଧ୍ୟ ରଖିବ ।



