ଜଣେ ଭାରତୀୟ ମହାରାଜା : ଯାହାଙ୍କୁ ମତିଆଲା କରେ ସୁନ୍ଦରୀ ଯୁବତୀ ମାନଙ୍କ ଦେହର ବାସ୍ନା
ଜଣେ ଭାରତୀୟ ରାଜାଙ୍କ ରଙ୍ଗୀନ ମିଜାଜ୍ । ୫ ଥର ବାହାଘର ପୁଣି ତା ସହିତ ଶତାଧିକ ରକ୍ଷିତା । ମହାରାଜାଙ୍କ ପସନ୍ଦ ସୁନ୍ଦରୀ ଯୁବତୀଙ୍କ ଖୋଲା ଦେହ । ତେବେ ବନ୍ଧୁଗଣ ଭାରତୀୟ ଇତିହାସରେ ଏମିତି ଅନେକ ଗୁଡ଼ିଏ ବୀର ରାଜା ଏବଂ ସାହସୀ ରାଣୀ ମାନଙ୍କ ବିଷୟରେ ଉଲ୍ଲେଖ ରହିଛି ଯେଉଁମାନେ ନିଜ ରାଜ୍ୟ ତଥା ରାଜ୍ୟବାସୀ ମାନଙ୍କ ପାଇଁ ପ୍ରାଣ ମଧ୍ୟ ବିସର୍ଜନ କରି ଦେଇଥାନ୍ତି ।
କିନ୍ତୁ ଏମିତି ଅନେକ ରାଜା ମହାରାଜାଙ୍କ ବର୍ଣନା ଇତିହାସରେ ମଧ୍ୟ ରହିଛି ଯେଉଁମାନେ ନିଜ ପ୍ରଜାଙ୍କ ଚିନ୍ତା କରିବା ପରିବର୍ତ୍ତେ ନିଜର ପୂରା ଜୀବନ୍ ଅଏସ ଆରାମରେ ବିତାଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ରାଜାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଦେହ ସୁଖ ପାଇଁ ଅନେକ ସୁନ୍ଦରୀ ତରୁଣୀଙ୍କ ସହ ଶାରି-ରୀକ ସ-ମ୍ପର୍କ ରଖୁଥିଲେ । ଆଜ୍ଞା ହଁ ବନ୍ଧୁଗଣ ପଟିୟାଲାର ରାଜା ଭୂପିନ୍ଦର ସିଂହ ଥିଲେ ଏମିତି ଜଣେ ଶାସକ । ଯିଏ ନିଜ କାମ ବାସନା ଚରିତାର୍ଥ କରିବା ପାଇଁ ଅନେକ ଉପାୟ ଆପଣାଉ ଥିଲେ । ପ୍ରଚୁର ସମ୍ପତ୍ତିର ମାଲିକ ଥିଲେ ମହାରାଜା ଭୂପିନ୍ଦର ସିଂ ।
ରାଜ୍ୟର ସୁନ୍ଦରୀ ଯୁବତୀ ମାନଙ୍କ ସହ ସମୟ ବିତାଇବା ତାଙ୍କର ଏକ ବଡ଼ ସଉକ ଥିଲା । ସୁନ୍ଦରୀ ମହିଳା ମାନଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହ ରଙ୍ଗୀନ ମୁହୂର୍ତ୍ତ ବିତାଇବା ହିଁ ମହାରାଜା ଭୂପିନ୍ଦର ସିଂହଙ୍କ ଦୁର୍ବଳତା ଥିଲା । ୩୮ ବର୍ଷ ପର୍ଯ୍ୟନ୍ତ ପଟିୟାଲା ଉପରେ ରାଜୁତି କରିଥିବା ଭୂପିନ୍ଦର ସିଂ ମୋଟ ୫ଥର ବିବାହ କରିଥିଲେ । ଏହା ସହିତ ସେ ନିଜ ପାଖରେ ୩୫୦ରୁ ଅଧିକ ରକ୍ଷିତାଙ୍କୁ ମଧ୍ୟ ରଖିଥିଲେ ।
ମହାରାଜା ଭୂପିନ୍ଦର ସିଂହଙ୍କ ମୋଟ ୮୮ ଜଣ ସନ୍ତାନ ରହିଥିଲେ । ଏହି ରାଜାଙ୍କର ଅୟାସିର ପ୍ରମାଣ ଏକଥାରୁ ମଧ୍ୟ ମିଳେ କି ସେ ପ୍ରାନ୍ସର ବ୍ୟୁଟିସିଆନ, ଭାରତୀୟ ପ୍ଲାଷ୍ଟିକ ସର୍ଜନ, ଗହଣା କାରିଗର ଅତର ପ୍ରସ୍ତୁତକାରୀ ଏବଂ ଫେଶନ ଡିଜାଇନରଙ୍କ ଦ୍ଵାରା ନିଜ ରକ୍ଷିତା ମାନଙ୍କୁ ପସନ୍ଦ ଅନୁସାରେ ପ୍ରସ୍ତୁତ କରୁଥିଲେ । ଏହିସବୁ କଥାର ଖୁଲାସା ଦିୱାନ ଜର୍ମାନୀ ଦାସଙ୍କ ପୁସ୍ତକ ପୁସ୍ତକ ମହାରାଜାରୁ ହୋଇଛି । ଏହି ପୁସ୍ତକରେ ଲେଖା ଯାଇଥିବା ତଥ୍ୟ ଅନୁସାରେ ମହାରାଜା ଭୂପିନ୍ଦର ସିଂ ନ-ଗ୍ନ ପାର୍ଟିର ସୌକିନ ଥିଲେ । ଖରାଦିନେ ସୁଇମିଂ ପୁଲ୍ ରେ ନ-ଗ୍ନ ମହିଳା ମାନଙ୍କ ଗହଣରେ ସେ ଅଧିକ ସମୟ ବିତାଉଥିଲେ । ଏହି ପାର୍ଟିରେ ନ-ଗ୍ନ ମହିଳାଙ୍କ ଛାତି ଉପରେ ମଦିରା ପାତ୍ର ରଖି ସେବନ କରୁଥିଲେ । ଏବଂ ସାମୁହିକ ଭାବରେ ଶାରି-ରୀକ ସମ୍ପ-ର୍କ ସ୍ଥାପନ କରୁଥିଲେ ।



