ଦେଶ ବିଦେଶ
କମ୍ ବୟସରେ ଶାରୀରିକ ସମ୍ପର୍କ ରଖିଲେ ହୋଇଥାଏ ଏହି ୫ଟି ବଡ କ୍ଷତି, ସବୁ ପୁଅଝିଅ ଜାଣି ରଖିବା ଦରକାର

ଯୁବାବସ୍ଥାର ଆନନ୍ଦ ପାଇଁ ଆଜିକାଲିର କିଛି ପୁଅଝିଅ ବୟସ ସୀମା ମଧ୍ୟ ଭୁଲି ଯାଉଛନ୍ତି । ଶାରୀରିକ ସମ୍ପର୍କ ରଖିବାର ଏକ ବୟସ ରହିଥାଏ ଯଦି ଆମେ ଏହାକୁ ବୟସ ପୂର୍ବରୁ କରିବା ତେବେ ଶରୀର ଉପରେ ଏହା ଖରାପ ପ୍ରଭାବ ପକାଇଥାଏ। ପ୍ରତ୍ୟେକ ଜୀନିଷର ଭଲ ଓ ଖରାପ ରହିଥାଏ। ସେମିତି ହିଁ କମ୍ ବୟସରେ ଶାରୀରିକ ସମ୍ପର୍କ ରଖିବା ଆଗାମୀ ଦିନ ପାଇଁ ଏକ ଭୟଙ୍କର ସମସ୍ୟା ଶରୀର ପାଇଁ ସୃଷ୍ଟି କରିଥାଏ। ତେବେ ଆସନ୍ତୁ ଜାଣିବା ଏହାର କୁପ୍ରଭାବ ବିଷୟରେ।

ପ୍ରତ୍ୟେକ ପୁଅ ଝିଅ ନିହାତି ଜାଣିବା ଉଚିତ୍ ଯେ ଶାରୀରିକ ସମ୍ପର୍କ ରଖିବାର ଏକ ସଠିକ୍ ଵୟସ ରହିଥାଏ। ତେବେ ୧୮ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ରଖିବା ଶରୀର ଉପରେ ବହୁତ୍ ବଡ ଖରାପ ପ୍ରଭାବ ପକାଇ ଥାଏ। କାରଣ ଏହି ସମୟରେ ଶରୀର ଭଲ ଭାବରେ ବିକଶିତ ହୋଇନଥାଏ। ଯାହା ଆମ ଶରୀରର ବିକାଶ ଉପରେ ପଡିଥାଏ, ଯାହା ଦ୍ଵାରା ଶରୀର ବିକାଶ ହୋଇ ନ ଥାଏ। ଏଥିପାଇଁ କମ୍ ବୟସରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ।