ଜୀବନଶୈଳୀ

ଏହି ୫ଟି କାରଣ ପାଇଁ ମାସିକ ପିରିୟଡସ୍ ଅନିୟମିତତା ଦେଖାଦିଏ, କେବେବି କରନ୍ତୁନି ଅଣଦେଖା

ମାସିକ ଋତୁସ୍ରାବ ମହିଳାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଭିତରୁ ଗୋଟିଏ। ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ମାସିକ ଋତୁସ୍ରାବ କଷ୍ଟ ଦେଇ ଯିବାକୁୁ ପଡିଥାଏ। ଉକ୍ତ ସମୟରେ ମହିଳାଙ୍କୁ ନାହିନଥିବା ଅସୁବିଧା ଭୋଗିବାକୁ ପଡେ। ଏହି ସମୟରେ ମହିଳାଙ୍କୁ ଅନିୟମିତ ପିରିୟଡସ୍ ମଧ୍ୟ ହୋଇଥାଏ। ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଙ୍କୁ ଦେଖାନ୍ତୁ। ଋତୁସ୍ରାବ ହେବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ କିନ୍ତୁ କିଛି ମହିଳାଙ୍କୁ ଋତୁସ୍ରାବରେ ଅନିୟମିତତା ସମସ୍ୟା ସୃଷ୍ଟି କରିଥାଏ। ଯଦି ଆପଣଙ୍କ ଋତୁସ୍ରାବ ସମୟ ପୂର୍ବରୁ ହୋଇ ଯାଇଥାଏ କିମ୍ବା ବିଳମ୍ବରେ ହୋଇଥାଏ। ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ। ଆଜି ଆମେ ଆପଣଙ୍କୁ ଋତୁସ୍ରାବ ସମ୍ବନ୍ଧିତ କିଛି ମୁଖ୍ୟ କାରଣ ବିଷୟରେ ଜଣାଇବୁ।

PCOS : PCOSର ସମସ୍ୟାରେ ସର୍ବଦା ଦେଖାଯାଇଥାଏ, ଶରୀରରେ ଅପରିଷ୍କାର ହରମୋନର ମାତ୍ରା ବଢି ଯାଇଥାଏ। ଇଂନଫିରଟିଲିଟି, ଋତୁସ୍ରାବରେ ଅନିୟମିତତାର ସମସ୍ୟା ହୋଇପାରେ। ଏହି ସମସ୍ୟା ପ୍ରାୟତଃ ଯୁବତୀମାନଙ୍କ କ୍ଷେତ୍ରରେ ଅତ୍ୟଧିକ ଦେଖା ଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button