ଜୀବନଶୈଳୀ

ମହିଳାଙ୍କ ଋତୁସ୍ରାବ ସମୟରେ ସହବାସ କେତେ ଲାଭ ଦାୟକ? ଜାଣନ୍ତୁ ଡାକ୍ତର କଣ କହୁଛନ୍ତି

ସମାଜରେ ପ୍ରତ୍ୟେକ ମହିଳା ମାନଙ୍କୁ ଋତୁଶ୍ରାବ ପରି ସମସ୍ୟା ର ସାମ୍ନା କରିବାକୁ ପଡିଥାଏ , ତାହା ଅତ୍ୟନ୍ତ କଷ୍ଟ ଦାୟକ ମଧ୍ୟ ପ୍ରତୀତ ହୋଇଥାଏ । ଏହି ସମୟରେ ମହିଳାମାନେ ବହୁତ ଉଦାସ ରହିଥାନ୍ତି ଏବଂ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁ ଗୁଡିକ ମଧ୍ୟ ନିଷ୍କାସିତ ହୋଇଥାଏ । ଏହି ସମୟରେ ମହିଳା ମାନଙ୍କର ଅଣ୍ଟା ବିନ୍ଧା ବା ପେଟ ଯନ୍ତ୍ରଣା ବା ମୁଣ୍ଡ ବିନ୍ଧା ପରି ସମସ୍ୟା ମାନ ଦେଖାଯାଏ । ଏହା ଆପଣଙ୍କର ଗର୍ଭଧାରଣର ସମସ୍ତ ଅସୁବିଧାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ତେଣୁ ପ୍ରତୀ ମାସ ର ଶେଷରେ ଋତୁଶ୍ରାବ ହେବା ମହିଳା ମାନଙ୍କୁ ବହୁତ ରୋଗରୁ ସୁରକ୍ଷା ଦେଇଥାଏ ।

କିନ୍ତୁ ଅନେକ ମହିଳା ମାନଙ୍କୁ ଏ ସମ୍ପର୍କରେ ଜଣା ନଥାଏ ଯେ , ସେମାନେ ଏ ସମୟରେ ଶାରୀରିକ ସମ୍ପର୍କ ରଖିବେ ଉଚିତ୍ କି ନାହିଁ । ଏହାଛଡା ଏ ସମ୍ପର୍କରେ ଅନ୍ୟ ମାନଙ୍କୁ ଜଣେଇବାରେ ଲଜ୍ଜିତ ଅନୁଭବ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଋତୁଶ୍ରାବ ସମୟରେ ମହିଳା ମାାନେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ କି ଉଚିତ୍ ନୁହେଁ ।

କଣ କହୁଛନ୍ତି ଡାକ୍ତର ?

ଡାକ୍ତରଙ୍କ କହିବା ଅନୁସାରେ ପ୍ରତ୍ୟେକ ସ୍ତ୍ରୀ ବା ପୁରୁଷ ଜାଣି ରଖିବା ଉଚିତ୍ ଯେ , ଋତୁସ୍ରାବ ସମୟରେ ସମ୍ଭୋଗ ପ୍ରତି ଇଚ୍ଛା ଥିଲେ ମଧ୍ୟ ଭୁଲରେ ବି ଏହି ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଯଦି ଆପଣ ମାନେ ଏହାକୁ ନମାନି ମହିଳା ଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି , ତେବେ ତାହା ସେମାନଙ୍କ ପାଇଁ ବହୁତ କ୍ଷତିକାରୀ ହୋଇପାରେ । ସେଥିପାଇଁ ଋତୁଶ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଆଦୌ ଉଚିତ୍ ନୁହେଁ । ଏମିତି ପରିସ୍ଥିତି ରେ ମହିଳା ମାନଙ୍କର ସଠିକ୍ ଭାବରେ ଯତ୍ନ ନେବା ଆବଶ୍ୟକ ଏବଂ ବିଶ୍ରାମ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ ।

ଏଥିପାଇଁ ପ୍ରତ୍ୟେକ ପୁରୁଷ ଓ ମହିଳା ଋତୁସ୍ରାବ ପୂର୍ବରୁ ବା ପରେ ସମ୍ୱନ୍ଧ ରଖିବାର ତାରିଖ ଧାର୍ଯ୍ୟ କରନ୍ତୁ । କିନ୍ତୁ ଋତୁସ୍ରାବ ସମୟରେ ଇଚ୍ଛା ଥିଲେ ମଧ୍ୟ ସହବାସ କରନ୍ତୁ ନାହିଁ , ଏହା ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ମାତ୍ର ଯେଉଁ ପୁରୁଷ ବା ମହିଳା ଏହାକୁ ଅବମାନନା କରି ସହବାସ କରିଥାନ୍ତି , ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ସେତେବେଳେ ଅସୁବିଧାକୁ ସୁଧାରିବା ପାଇଁ ଚେଷ୍ଟା କଲେ ମଧ୍ୟ ଏହାକୁ ସୁଧାରିବା ବହୁତ କଷ୍ଟକର ହୋଇଥାଏ । ତେଣୁ ଆପଣ ମାନେ ଆପଣଙ୍କର ସୁସ୍ଥ ଜୀବନ ଯାପନ ପାଇଁ ଏହାକୁ ମାନିବା ଅତ୍ୟନ୍ତ ଜୁରୁରୀ ଅଟେ । ଏହାକୁ ମାନିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବା ସହିତ କୌଣସି ଅସୁବିଧାର ସାମ୍ନା କରିବାକୁ ପଡି ନଥାଏ । ତେବେ ଆପଣ ମାନେ ଏଥିପ୍ରତି ଟିକିଏ ସଚେତନ ଓ ସାବଧାନ ରହିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button