ଆଜିର ରାଶିଫଳ : ମା’ ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର
ମେଷ ରାଶି : ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ଆପଣ ନିଜକୁ ନୂଆ ରୋମାଞ୍ଚକର ସ୍ଥିତିରେ ପାଇବେ ଯେଉଁଥିରେ ଆପଣଙ୍କୁ ଫାଇଦା ମିଳିବ । ସନ୍ଧ୍ୟାରେ ରୋଷେଇ ପାଇଁ ଜରୁରୀ ଜିନିଷ କ୍ରୟ କରିବାରେ ବ୍ୟସ୍ତ ରହିବେ । ଲୋକଙ୍କୁ ସାହାଜ୍ଯ କରିବା ପାଇଁ ଉଦାରତା ମନୋଭାବ ରଖନ୍ତୁ । ସହକର୍ମୀ ଙ୍କ ସହ ମିଳିମିଶି ଚାଲନ୍ତୁ । ସାମାଜିକ ସ୍ତର ରେ ନିଜର ପରିଚୟ ଓ ଲୋକପ୍ରିୟତା ବଢିବ ।
ମିଥୁନ ରାଶି : ଶ୍ଵଶୁର ଘର ପକ୍ଷ ରୁ ବ୍ୟକ୍ତି ଙ୍କୁ ଯଦି ଆଜି ଧନ ମିଳିବ । ତେବେ ମନ ପ୍ରସନ୍ନ ହେବ । ଭାଇ ବା ଭଉଣୀ ଙ୍କ ଠାରୁ ଆପଣଙ୍କୁ ଭଲ ଖବର ଶୁଣିବାକୁ ମିଳିପାରେ । ନିଜର କାମ କାର୍ଯ୍ୟ ର ବ୍ୟବସ୍ଥିତ କରିବାରେ ଧ୍ୟାନ ଦିଅନ୍ତୁ । ପଇସା ସହ ଜଡିତ କିଛି ନୂଆ ଅବସର ଆପଣଙ୍କୁ ମିଳିପାରେ । ବିବାହ ଯୋଗ୍ୟ ଜାତକ ଙ୍କ ପାଇଁ ଉତ୍ତମ ବିବାହ ର ପ୍ରସ୍ତାବ ଆସିପାରେ । ଆପଣ ନିଜର ଆବଶ୍ୟକତା ଓ ପ୍ରାଥମିକତା କୁ ନେଇ ବହୁତ ସ୍ପଷ୍ଟ ରହିବେ ।
ସିଂହ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଶୁଭ ଅଛି । କୌଣସି ସୂତ୍ର ରୁ ଖୁସି ଖବର ମିଳିପାରେ । ଆଜି ଆପଣଙ୍କ ଭେଟ କୌଣସି ବନ୍ଧୁ ଙ୍କ ସହ ହୋଇପାରେ । ଭାଇ ଭଉଣୀ ଙ୍କ ସହ ଅଯଥାରେ ବିବାଦ କରନ୍ତୁ ନାହିଁ । ପାରିବାରିକ ମାହୋଲ ଶାନ୍ତ ରହିବ । ପରିଶ୍ରମ ର ଉଚିତ ପରିଣାମ ମିଳିବ । ଘରେ ଅତିଥି ଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ବରିଷ୍ଠ ବ୍ୟକ୍ତି ଙ୍କ ମାର୍ଗ ଦର୍ଶନ ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ପ୍ରିୟଜନଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ହେବ । ଆପଣ ପରସ୍ପର ଭାବନା କୁ ବୁଝିବେ ।
କନ୍ୟା ରାଶି : ରଚନାତ୍ମକ କ୍ଷେତ୍ର ସହ ଜଡିତ ଲୋକ ଙ୍କ ପାଇଁ ସମୟ ଭଲ ଅଛି । ମାନ ସମାନ ପ୍ରାପ୍ତି ହେବ । ଛାତ୍ର ଙ୍କ ହାତକୁ ଭଲ ପ୍ରସ୍ତାବ ଆସିପାରେ । ଘର ପରିବାରରେ ଚାଲି ଆସୁଥିବା ସମସ୍ୟାର ସମଧାନ ହେବ । ସମସ୍ତଙ୍କ ସହ ବୁଲିବାକୁ ଯିବାର ପ୍ରୋଗ୍ରାମ କରିବେ । ଆପଣଙ୍କୁ ମନୋରଞ୍ଜକ କାର୍ଯ୍ୟ କରିବାର ଅବସର ମିଳିବ । କାହା ସହ ନୂଆ ସମ୍ପର୍କ ବନିପାରେ । ଯାହା ଦ୍ଵାରା ଆପଣଙ୍କୁ ନୂଆ ଊର୍ଜା ଅନୁଭବ ହେବ ।
ତୁଳା ରାଶି : ଆଜି କୌଣସି ବଡ ସମସ୍ୟାର ସମାଧାନ ହେବ । ଆଜି ଦିନରେ ସୁଖ ଶାନ୍ତି ଓ ଆନନ୍ଦରେ ବ୍ଯତୀତ ହେବ । ବନ୍ଧୁ ଙ୍କ ସହ ଭଲ ସମୟ ବ୍ୟତିତ ହେବ । ବିଦ୍ୟାର୍ଥୀ ଙ୍କୁ ବିଶେଷ ଶିକ୍ଷକ ଙ୍କ ସାହାର୍ଜ୍ୟ ମିଳିପାରେ । ଆପଣଙ୍କ ବ୍ୟବଶ୍ୟରେ ଅଟକିଥିବା ଟଙ୍କା ପ୍ରାପ୍ତ ହୋଇପାରେ । ଆପଣଙ୍କୁ ପାରିବାରିକ ଜୀବନ ପାଇଁ ନିସ୍ପତି ନେବାକୁ ପଡିପାରେ । ଯେଉଁ ମାନେ ଅନଲାଇନ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଶୁଭ ଖବର ମିଳିପାରେ ।
ବିଛା ରାଶି : ଆଜି ଆପଣ ଯେତେ ମେହନତ କରିବେ ଆପଣଙ୍କୁ ସେତିକି ପରିଣାମ ମିଳିବ । ଜୀବନ ସାଥି ଆପଣଙ୍କ ଠାରୁ ବଡ ଡିମାଣ୍ଡ କରିପାରନ୍ତି । ଆପଣ ନିଜର ଉପସ୍ଥିତି ପରିବର୍ତ୍ତନ ର ବିଚାର ରେ ଆକର୍ଷିତ ହେବେ । ଆପଣଙ୍କ ସମସ୍ଯା ଦୂର କରିବା ପାଇଁ ନିକଟତର ଲୋକଙ୍କ ସାହାର୍ଯ୍ୟ ମିଳିବ । ପଜେଟିଭ ବଢିବାକୁ ଲାଗିବ । ଆଜି ବନ୍ଧୁ ବା ପରିବାର ଲୋକଙ୍କ ସହ ଭେଟ ହୋଇପାରେ । ବ୍ୟାପାରୀ ବର୍ଗ ଗ୍ରାହକ ଙ୍କ ସହ ବିବାଦ କରନ୍ତୁ ନାହିଁ ।
ଧନୁ ରାଶି : କାମ ସହ ଜଡିତ ପ୍ରତେକ ଇଚ୍ଛା ପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ ଜୀବନରେ ସ୍ଥିତି ଅନୁକୂଳ ହେବ । ଆପଣ ସ୍ଥିତି ରୁ ବାହାରିବାର ଉପାୟ ବାହାର କରିବେ । ଯଦି ଆଜି ଆପଣଙ୍କୁ ପାଇର୍ବାର ଛଡା ଅନ୍ୟ କାହାର ସାହାର୍ଯ୍ୟ ନେବାକୁ ପଡିପାରେ ତେବେ ନିଶ୍ଚୟ ନିଅନ୍ତୁ । ଲମ୍ବା ଯୋଜନା ହେବା ହେବାର ଦିଶା ବଢିବ । ଇଚ୍ଛା ଶକ୍ତି କୁ ମଜବୁତ କରି ସ୍ଥିତି ଆପଣଙ୍କ ପାଖରେ ରହିବ ।
ମକର ରାଶି : ଆଜି ଆପଣ ମାନସିକ ରୂପରେ ସାନ୍ତ ରହିବେ । ଆପଣ ସଠିକ ନିସ୍ପତି ନେବାରେ ସକ୍ଷମ ହେବେ । ଯୁବକ ଙ୍କୁ କ୍ୟାରିୟର ରେ ବଡ ସଫଳତା ମିଳିପାରେ । ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ବନ୍ଧୁ ଓ ପରିବାର ର ପୁରା ସହଯୋଗ ପାଇବେ । ଆପଣ ନିଜର ଲକ୍ଷ୍ୟ କୁ ପୁରା କରିବାର ବିଚାର କରିବେ । ପାର୍ଟନର ଙ୍କ ସହ କୌଣସି କଥାକୁ ନେଇ ବିବାଦ କରନ୍ତୁ ନାହିଁ ।
କୁମ୍ଭ ରାଶି : ନିଜ ଦ୍ଵାରା ହୋଇଥିବା ଭୁଲ କୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ବ୍ୟବହାର ଓ କ୍ରୋଧ ଉପରେ ସଂଯମ ରଖନ୍ତୁ । ବନ୍ଧୁ ଙ୍କ ସମର୍ଥନ ସଂପୂର୍ଣ୍ଣ ଭାବେ ମିଳିବ । ଯଦି ଆପଣ ଅଟକିଥିବା ବ୍ୟବସାୟ ଚାଲୁ କରିବାକୁ ଚାହୁଁ ଛନ୍ତି ତେବେ ଆଜି ଦିନ ଟି ଭଲ ଅଛି । ଆକସ୍ମିକ ଧନ ଲାଭ ହୋଇପାରେ । ଆଜି ଆପଣଙ୍କର ଭେଟ ଖାସ ଲୋକଙ୍କ ସହ ହୋଇପାରେ । ଆପଣ ନିଜ ଉପରେ ଭରସା ରଖନ୍ତୁ ।
ମୀନ ରାଶି : ପ୍ରତେକ କାମରେ ସଂଯମ ବଜାୟ ରଖନ୍ତୁ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଆପଣଙ୍କର ଲୋକପ୍ରିୟତା ବଢିବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଯେଉଁ ମାନେ ବିଜେନ୍ସ କ୍ଷେତ୍ର ସହ ଜଡିତ ଅଛନ୍ତି ସେମାଙ୍କୁ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଯାହାଙ୍କ ଉପରେ ରାଗ ଆସୁଛି ସେମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।