ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟପାଇଁ ଉପକାରୀ କନ୍ଦମୂଳ

ମ ଭିତରୁ ଅନେକଙ୍କୁ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି । ଏହା ଖାଇବାକୁ ଖୁବ୍ ସୁଆଦିଆ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏଥିରେ ଭିଟାମିନ୍ ବି୬,ସି,ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଇତ୍ୟାଦି ଭରିରହିଥାଏ । କୁହାଯାଏ ଯେ,କନ୍ଦମୂଳ ଖାଇବା ଦ୍ୱାରା ଆଖି ରହେ । ଦୃଷ୍ଟିଶକ୍ତି ବି ବୃଦ୍ଧି ପାଇଥାଏ । ଏହା କୋଲେଷ୍ଟ୍ରୋଲ କମ କରିବାରେ ସହାୟକ ହୋଇଥାଏ ।

ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ଅନେକାଂଶରେ ମୁକ୍ତି ଦେଇଥାଏ । କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଖାସ୍କରି ଛୋଟପିଲାଙ୍କୁ କନ୍ଦମୂଳ ଖୁଆଇବା ଦ୍ୱାରା ବେଶ୍ ଉପକାରୀ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button