ସ୍ୱାସ୍ଥ୍ୟ

କିଡନୀ ଖରାପ ହେବାର ଏହା ହେଉଛି 9ଟି ମୁଖ୍ୟ କାରଣ ।

କିଡନୀ ଖରାପ ହେବା ର ବହୁ କାରଣ ରହିଛି। କିଡ଼ନୀ ଆମ ଶରୀର ର ରକ୍ତ କୁ ସଫା କରିଥାଏ ଏବଂ ପରିସ୍ରା ରେ ଶରୀର ରେ ଥିବା ବିଶାକ୍ତ ପଦାର୍ଥ କୁ ବାହାର କରିବା ରେ ସାହାର୍ଯ୍ୟ କରିଥାଏ । ଦିନ କୁ ଦିନ କିଡ଼ନୀ ସମସ୍ୟା ବଢୁଛି। କିଡ଼ନୀ ଫେଲ୍ ହେବାର କାରଣ , କମ୍ ପାଣି ପିଇବା ଯଥେଷ୍ଟ ମାତ୍ର। ରେ ପାଣି ପିଇବା ଉଚିତ। କିଡ଼ନୀ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶରୀର ର ଅଦରକାରୀ ପଦାର୍ଥ କୁ ପରିସ୍ରା ଦ୍ୱାରା ବାହାର କରିବା ଏବଂ ଶରୀର ରେ ଲବଣ ର ମାତ୍ରା କୁ ବାଲାନ୍ସ୍ କରିବା ।

ଯଥେଷ୍ଟ ପାଣି ନ ପିଇବା ଦ୍ୱାରା ଏହି ପଦାର୍ଥ ପରିସ୍ରା ଦ୍ୱାରା ନ ବାହାରି କିଡ଼ନୀ ରେ ଜମା ହୋଇଥାଏ , ଯାହା ଦ୍ୱାରା କିଡ଼ନୀ ଖରାପ ହୋଇଥାଏ।

ପରିସ୍ରା କୁ ରୋକିବା, ଉପଯୁକ୍ତ ସମୟ ରେ ପରିସ୍ରା କରିବା ଅତ୍ୟନ୍ତ ଆବଶ୍ୟକ। ଏହା ଦ୍ୱାରା ପରିସ୍ରା ଚାପ ବଢିଥାଏ, ତେଣୁ କିଡ଼ନୀ ରେ ଇନ୍ସ୍ଫେକ୍ସନ୍ ହୋଇଥାଏ ଓ କିଡ଼ନୀ ଖରାପ ହୋଇଥାଏ। ଅଧିକ ଲୁଣ ଖାଇବା, କିଡ଼ନୀ ର ବଡ଼ ଶତୃ ସୋଡିୟମ୍ । ଲୁଣ ରେ ସୋଡିୟମ୍ ରହିଥାଏ। ଏହା ଦ୍ୱାରା କିଡ଼ନୀ ଖରାପ ହୋଇଥାଏ। ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା, ଏହା ଶରୀର ପାଇଁ ଉପଯୋଗୀ ହୋଇଥାଏ କିନ୍ତୁ ଆବଶ୍ୟକ ଠାରୁ ଅଧିକ ଗ୍ରହଣ କଲେ କ୍ଷତି ହୋଇଥାଏ।

 

ଏହା ଦ୍ୱାରା କିଡ଼ନୀ ଖରାପ ହୋଇଥାଏ। ଅଧିକ କ୍ୟାଫିନ୍ ଯୁକ୍ତ ଖାଦ୍ୟ ଖାଇବା, ଯଥା-ଚକ୍ଲେଟ୍,କଫି, ଥଣ୍ଡା ପାଣି । ଏହି ସବୁ ଖାଇବା ଦ୍ୱାରା ରକ୍ତଚାପ ବଢିଥାଏ ଓ କିଡ଼ନୀ ଖରାପ ହୋଇଥାଏ। ଧୂମ ପାନ କରିବା, ଏହା ଦ୍ୱାରା ବ୍ଳଡ଼ପ୍ରେସର୍ ସହ ହାର୍ଟ ବାହାରି ଥାଏ।

ଏହା ଦ୍ୱାରା କିଡ଼ନୀ ଖରାପ ହୋଇଥାଏ। ଅଧିକ ପେନ୍ କିଲର୍ ବ୍ୟବହାର କରିବା, ସାମାନ୍ୟ ପେନ୍ ରେ ପେନ୍ କିଲର୍ ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ମଧ୍ୟ କିଡ଼ନୀ ଖରାପ ହୋଇଥାଏ। ଅଧିକ ମଦ ପିଇବା ଦ୍ୱାରା କିଡ଼ନୀ ଖରାପ ହୋଇଥାଏ।

 

ଆଲ୍କହଲ୍ ଓ ମଦ ଦ୍ୱାରା ଲିଭର୍ ରେ ପ୍ରଭାବ ପଡିଥାଏ। ଆଲ୍କହଲ୍ ପିଇବା ପରେ ଅଧିକ ପରିସ୍ରା ଲାଗିଥାଏ। ଶରୀର ରେ ପାଣି କମିଯାଏ ଓ କିଡ଼ନୀ ଖରାପ ହୋଇଥାଏ। କମ୍ ନିଦ୍ରା ଦ୍ୱାରା ମଧ୍ୟ କିଡ଼ନୀ ନଷ୍ଟ ହୋଇଥାଏ। ୫ ଘଣ୍ଟା ଶୋଇବା ଊଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button