ଚୁଟକିରେ କଳା ହେବ ମୁଣ୍ଡର ସବୁ ଧଳା ବାଳ, କରି ଦେଖନ୍ତୁ ଏହି ସହଜ ଘରୋଇ ଉପଚାର, 100% ରେଜଲ୍ଟ !
ନମସ୍କାର ବନ୍ଧୁଗଣ , ଧଳା ଚୁଟି କଳା କରିଦିଏ ଏହି ଗୋଟାଏ ଉପାୟ । ଆଜି କାଲୀ ର ଭିଡ ଜଗତରେ ଲୋକମାନଙ୍କ ପାଖରେ ନିଜର ଚୁଟି ର ଯତ୍ନ ନେବାକୁ ସମୟ ରହିନଥାଏ । ଆପଣ ଦେଖିଥିବେ ସାନ ପିଲାମାନଙ୍କ ଚୁଟି କମ୍ ବୟସରେ ଧଳା ଓ ରୂପୀ ର ସମସ୍ୟା ଉପୁଜିଥାଏ । ଏହି ସମସ୍ଯା ରୁ ମୁକ୍ତି ପାଇବା ପାଇଁ ଅନେକ ରସାୟନ ସାମ୍ପୁ , କ୍ରିମ ର ବ୍ୟବହାର କରିଥାଉ , କିନ୍ତୁ ଏହା ଉପକାର ବଦଳରେ ଅପକାର ସାଧନ କରିଥାଏ ।

ମାତ୍ର ଇଶ୍ଵର ଆମକୁ ଏମିତି ଏକ ଚମତ୍କାରୀ ଜିନିଷ ପ୍ରଦାନ କରିଛନ୍ତି , ଯାହାକୁ ବ୍ୟବହାର କରି ଆପଣମାନେ ଆପଣାଙ୍କ ଧଳା ଚୁଟି କୁ କଳା କରିଥାଏ । ବୟସ ବଢିବା ସହ ଧଳା ଚୁଟି ହୁଏ ତେବେ ଏହା ପ୍ରାକୃତିକ ପରିବର୍ତ୍ତନ ଅଟେ । ମାତ୍ର 20- 25 ବର୍ଷରେ ଯୁବତୀ ଯୁବକଙ୍କ ଧଳା ଚୁଟି ଅସୁବିଧା ର କାରଣ ହୋଇଥାଏ । କାରଣ ଏହି ବୟସରେ ଚୁଟି କୁ କଳା କରିବା ପାଇଁ ଆମେମାନେ ରଙ୍ଗ , ଚୁଟି କୁ ଭିନ୍ନ ଭିନ୍ନ ପ୍ରକାରର ରଙ୍ଗବିରଙ୍ଗ ( color ) ଲଗାନ୍ତୁ ।


ଆପଣ ପ୍ରଥମେ ସଦାବିହାରୀ ଫୁଲ କୁ ନେଇ ଭଲ ରେ ଧୋଇ ରଖି ନେବେ । ଏବେ ଏକ ପାତ୍ର ରେ ଚା ‘ ପତି କୁ ପାଣି ରେ ଫୁଟାଇ ଥଣ୍ଡା ହେଲା ପରେ ଉଭୟ ଜିନିଷ ଚା ପତି ଓ ସଦାବିହାରୀ ଫୁଲ ଗ୍ରାଇଣ୍ଡର ପକେଇ ଗ୍ରାଇଣ୍ଡିଙ୍ଗ କରିନେବେ । ପରେ ଏହାକୁ ଛଣା ରେ ଛାଣି ଏଥିରେ କଫି ମିଶେଇ ଚୁଟି ରେ ଲଗେଇବେ । ଘଣ୍ଟାଏ ପରେ ଆପଣ ଚୁଟି ସାମ୍ପୁ କରିବେ । ଏହାକୁ ନିଶ୍ଚିତ ବ୍ୟବହାର କରି ଆପଣଙ୍କ ଧଳା ଚୁଟି କୁ କଳା କରନ୍ତୁ ।



