ପାଦ ରେ ଚାଲିଲେ ଦୂର ହେଇ ଥାଏ ଏହି ବଡ ରୋଗ, ଜାଣନ୍ତୁ ଏହାର 12 ବଡ ଫାଇଦା
ନମସ୍କାର ବନ୍ଧୁଗଣ , ଶରୀର କୁ ସୁସ୍ଥ ଓ ମଜବୁତ ରଖିବା ପାଇଁ ଚାଲିବା ନିହାତି ଜରୁରୀ ହୋଇଥାଏ । ମାତ୍ର ଆଧୁନିକ ଯୁଗରେ ଲୋକମାନେ ପାଦ ରେ ଚାଳିବାକୁ ପସନ୍ଦ କରନ୍ତି ନାହିଁ , କାରଣ ଆଜି ଯାନ୍ତ୍ରିକ ବାହନ ସବୁ ଅଳ୍ପ ସମୟ ମଧ୍ୟରେ ଆମ ର ଲକ୍ଷ୍ୟ ସ୍ଥଳ କୁ ପହଞ୍ଚାଇ ଦେଉଛି । ଯାହା ଦ୍ଵାରା ଲୋକମାନେ ଚଳିବାକୁ ଇଛା କରୁନାହାନ୍ତି , କେବଳ ସହଜ ରେ ଯିବା ଆସିବାକୁ ପସନ୍ଦ କରିଥାନ୍ତି ।
ମାତ୍ର ଯଦି ଆପଣ ସୁସ୍ଥ ରହିବାକୁ ଓ ଆପଣଙ୍କ ସ୍ଵପ୍ନ କୁ ସଫଳ କରିବାକୁ ଇଛା କରୁଛନ୍ତି ତେବେ ଚାଲିବାକୁ ଆପଣଙ୍କ ଜୀବନ ର ଏକ ଅଙ୍ଗ କରନ୍ତୁ । କିନ୍ତୁ ଅନେକ ଲୋକମାନେ ନିଜର କାମ ପ୍ରତି ଧ୍ୟାନ ଦେଇଥାନ୍ତି ଯେ କେମିତି ମୁଁ ନିଜର କାମ କୁ ଶୀଘ୍ର କରିବି ଓ ଏହା ପାଇଁ ମୋତେ ଶୀଘ୍ର ପହଞ୍ଚିବାକୁ ପଡିଥାଏ । ଛାତ୍ର ଛାତ୍ରୀମାନେ ପାଠ ପଢିବା ବାହାନାରେ ଖାଲି ବସିଥାନ୍ତି ।
6 – ଯଦି ଆପଣ କର୍ମଚାରୀ ଓ କାମ କୁ ନେଇ ଅଧିକ ଚିନ୍ତା କରିଥାନ୍ତି , ତେବେ ଏହି ସମୟରେ ଆପଣଙ୍କୁ ଚାଲିବା ଉଚିତ୍ । ଏହା ଦ୍ଵାରା ଆପଣଙ୍କ ଶରୀର ଭଲ ହୋରମୋନ ଉପର କୁ ଆସିଥାନ୍ତି ଓ ଆପଣଙ୍କ ଚିନ୍ତା ( strees ) କମିଥାଏ ।
7 – ଅଧିକାଂଶ ରୋଗ ର କାରଣ ହେଉଛି ଖାଦ୍ୟ ଭଲ ଭାବରେ ହଜମ ନ ହେବା । ଚାଲିବା ଦ୍ଵାରା ଆପଣଙ୍କ ଖାଦ୍ୟ ହଜମ ହୋଇଥାଏ ।
8- ପ୍ରତ୍ୟେକ ବୟସ ର ଲୋକମାନଙ୍କୁ ଚାଲିବା ଉଚିତ୍ ।
9- ଯଦି ଆପଣଙ୍କ ଆଣ୍ଠୁ ରେ ବିନ୍ଧା ରହେ ତେବେ ଆପଣଙ୍କୁ ଚାଲିବା ଆରମ୍ଭ କରିବା ଦରକାର କାରଣ ଏହା ଦ୍ଵାରା ଆପଣଙ୍କ ବିନ୍ଧା ଦୂର ହୋଇଥାଏ
10 – ସବୁ ଦିନ ଚାଲିବା ଦ୍ଵାରା ଆପଣାଙ୍କ ମୁଖ ଆନନ୍ଦ ରହିଥାଏ ଓ ସକାରାତ୍ମକ ପ୍ରଭାବ ରହିଥାଏ ।
11- ପ୍ରତ୍ୟେକ ଦିନ ଚାଲିବା ଦ୍ଵାରା ଆପଣଙ୍କ ଶରୀରରେ ଇମ୍ମୁନୀଟି ଲେବଲ ଓ ରୋଗ ପ୍ରତିରୋଗ ଶକ୍ତି ବଢିଥାଏ ।