ଦେଶ ବିଦେଶ
ଆପଣଙ୍କ ଫିଗର ମଧ୍ୟ ହୋଇଯିବ ଆକ୍ଟ୍ରେସ ଭଳି, ଘରେ ବସି କରନ୍ତୁ ବାସ ଏଇ ଗୋଟେ ଯାଦୁଇ ଟ୍ରିକ

୧. ଆପଣ ଚାହା ଓ କଫି ବଦଳରେ ଗ୍ରିନ୍ ଟି ପିଅନ୍ତୁ, ଏଥିରେ ଆଣ୍ଟି ଅକସାଇଡର ଭରପୁର ମାତ୍ରା ଥାଏ । ଯାହା ଆପଣଙ୍କ ଫ୍ୟାଟକୁ କମ କରି ଆପଣଙ୍କୁ ଦେବ ଏକ ସୁନ୍ଦର ଫିଗର ।
୩ . ମହୁ କୁ ଗରମ ପାଣି ରେ ପିଇଲେ ଆପଣଙ୍କ ପେଟ ରେ ଥିବା ଚର୍ବି କମିଥାଏ । ଏଥିପାଇଁ ଆପଣଙ୍କୁ ପାଣିକୁ ଅଳ୍ପ ଉଷୁମ କରି ସେଥିରେ ଗୋଟେ ଚାମଚ ମହୁ ପକାନ୍ତୁ, ଏବଂ ଯଦି ହେବ କିଛି ଗୋଲମରିଚ ଗୁଣ୍ଡ ପକାଇ ଏହାକୁ ପ୍ରତ୍ୟକ ଦିନ ସକାଳେ ପିଅନ୍ତ
୪ . ସପ୍ତାହ ରେ ଗୋଟେ ଦିନ ଉପବାସ ରଖନ୍ତୁ ସେଇଦିନ ଫଳ ରସ, ଲେମ୍ବୁ ପାଣି, ସୁପ୍, କ୍ଷୀର ଆଦି ଯେତେ ଇଛା ପିଅନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ।
୫ . ପାଣି ପିଇବା ଆମ ଶରୀର ସହ ଚେହେରା କୁ ବି ସୁନ୍ଦର କରାଏ ତେଣୁ ସବୁ ଦିନ ଅଧିକ ପାଣି ପିଅନ୍ତୁ । ପ୍ରତ୍ୟକ ଦିନ ଅତି କମ ରେ 2 ଲିଟର ପାଣି ନିଶ୍ଚୟ ପିଅନ୍ତୁ ।
ମୋଟା ଫିଗର ଥିବା ଲୋକ ନିଜ ଶରୀରକୁ ଦେଖି ମନ ଖରାପ କରନ୍ତି । ତେବେ ଏହି ସବୁ ଉପାୟ କରିବା ଫଳରେ ଆପଣଙ୍କ ଫିଗର ଆକ୍ଟ୍ରେସ ପରି ହୋଇଯିବ ।