ବିଶ୍ଵ ରେକର୍ଡ କଲା NHI, 100 ଘଣ୍ଟାରେ 100 କିମି ରାସ୍ତା କଲା ନିର୍ମାଣ, ଆଶ୍ଚର୍ଯ୍ୟ ହେଲେ ଶୁଣି
ବିଶ୍ଵ ରେକର୍ଡ କଳା ଏନଏଚଆଇ । ୧୦୦ ଘଣ୍ଟାରେ ୧୦୦ କିମି ରାସ୍ତା ନିର୍ମାଣ । ଏହା ଶୁଣି ଆପଣମାନେ ବିଶ୍ଵାସ କରିପାରୁନାହାନ୍ତି ମାତ୍ର ଏହା ସତ୍ୟ ଅଟେ । ଏଭଳି ଆଶ୍ଚର୍ଯ୍ୟ ଚକିତ କରିବା କାମ କରିଛି ଏନଏଚଆଇ । ଲୋକମାନଙ୍କ ମୁଖରେ ବେସ୍ସ ପ୍ରଶଂସା ପାଉଛି । ଆମ ଭାରତ ସରକାର ରାସ୍ତା ନିର୍ମାଣ ର କାର୍ଯ୍ୟ ସବୁ ସ୍ଥାନମାନଙ୍କ ରେ ଆରମ୍ଭ କରିଥିବା ବେଳେ ଏଭଳି ସଫଳତା ପୂର୍ବକ କାର୍ଯ୍ୟ ପ୍ରଶଂସା ଯୋଗ୍ୟ ଅଟେ ।
ଦେଶରେ ଦ୍ରୁତଗତି କାର୍ଯ୍ୟ ବିକାଶ ଆଡକୁ ଆମକୁ ନେଇଥାଏ । ବହୁତ କମ୍ ସମୟ ଭିତରେ ୧୦୦ କିମି ରାସ୍ତା ନିର୍ମାଣ ହୋଇଥିବା ବିଷୟ ଏବେ ଲୋକମାନଙ୍କ ଚର୍ଚା ରହିଛି । ବିଶ୍ଵ ରେକଡ କଲା ଏନଏଚଆଇ ୬ ଲେନ ରାସ୍ତାକୁ ନେଇ ଲୋକମାନଙ୍କ ମଧ୍ୟରେ ବଢିଲା ଚର୍ଚ୍ଚା । ଜାତୀୟ ଗଣନା ସୂଚନା ମୁତାବକ ଉତ୍ତରପ୍ରଦେଶ ଗାଜିଆବାଦ ଆଲିଗଡ୍ ଏକ୍ସପ୍ରେସ୍ ବେଳେ ୧୦୦ କିଲୋମିଟର ରାସ୍ତା କାମ ୧୦୦ ଘଣ୍ଟାରେ ଶେଷ ହୋଇଥିବା ସୂଚନା ମିଳିଛି ।
ପ୍ରଧାନ ମନ୍ତ୍ରୀ ରାସ୍ତା ନିର୍ମାଣକୁ ନେଇ ଗୁରୁତ୍ଵ ଦେଉଥିବା ବେଳେ ୬ ଲେନ୍ ରାସ୍ତାକୁ କମ୍ ସମୟ ଭିତରେ ଶେଷ କରିବା ବହୁତ ବଡ ସଫଳତା ବିଷୟ ଅଟେ । ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ୬ଟି ହଟମିକ୍ସ ପ୍ଳାଣ୍ଟ, ୧୫ଟି ସେନସାଏ ପେଭର ଏବଂ ୨ ହାଜର କର୍ମଚାରୀ ନିୟୋଜିତ ହୋଇଥିଲେ । ଏହା ବ୍ୟତୀତ ରାସ୍ତା କାମକୁ ତଦାରଖ କରିବାକୁ ଅଡେଇଶ ଇଞ୍ଜିନିୟର ଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି ।