ବିଚାର

କାହାର ନାମ ଭାବି ବାଛନ୍ତୁ 1 ନମ୍ବର ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କ ପାଇଁ ଆପଣଙ୍କ ମନରେ କଣ ଅଛି । ଯଦି ନାଁ ତେବେ ଏଥିପାଇଁ 5ଟି ଚିଠି ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛି ନିଅନ୍ତୁ । ଏହା ପରେ ଆପଣ ନିଜ ସାଥିଙ୍କ ମନର ସ୍ଥିତି କଣ ଅଛି କିମ୍ବା ଆପଣଙ୍କୁ ନେଇ କଣ ବିଚାର ଅଛି ତାହା ଜାଣି ପାରିବେ । ତେବେ ଆପଣ ବାଛି ନେଲେ କି 1ରୁ 5ଟି ନମ୍ବର ମଧ୍ୟରୁ କୌଣସି ଗୋଟେ । ଏବେ ଆସନ୍ତୁ ଜାଣିବା ଜବାବ ।

1- ଯଦି ଆପଣ ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ସହ ଜଡିତ ଲୋକ ମାନେ ଯେବେ ଯାଏଁ ପ୍ରଭାବିତ ହୋଇ ନାହାନ୍ତି ଆପଣ ନିଜ ଜୀବନରେ ଖୁସିରେ ରହିପାରିବେ ନାହିଁ । ଆପଣ ନିଜ ବିଷୟରେ ନ ଭାବି ଲୋକଙ୍କ ବିଷୟରେ ଅଧିକ ଚିନ୍ତା କରିଥାନ୍ତି । ଆପଣ ନିଜ ପାଇଁ କେବଳ ଆଶା ରଖିଛନ୍ତି ଏମିତି ଆପଣଙ୍କ ପର୍ଶନ ଭାବୁଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ପ୍ରେମ ଅଛି କିନ୍ତୁ ବିଶ୍ଵାସ ଟିକେ କମିଯାଇଛି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବରତ୍ଯି ଚୟନ କରିଛନ୍ତି ଆପଣ ତାଙ୍କୁ ବହୁତ ଭଲ ପାଉଛନ୍ତି । ଆପଣ ଦୁହିଙ୍କର ପର ଅଶୋର ପ୍ରତି ଆକର୍ଷିତ ଭାବ ରହିଛି । ଆପଣ ତାଙ୍କ ପାଇଁ ଲକି ଭାବୁଛନ୍ତି । ତାଙ୍କର ଫିଲିଙ୍ଗ୍ସ ଆପଣଙ୍କ ପାର୍ଟି ଲଭ ର ରହିଛି । ସେ ଆପଣଙ୍କର ଲଭ ପାର୍ଟନର ହୋଇପାରନ୍ତି ବା ଏବେ ଏବେ ଆପଣ ଦୁହିଙ୍କର ମ୍ୟାରେଜ ହୋଇଛି । ଆପଣଙ୍କର ଆଖି ତାଙ୍କୁ ବହୁତ ପସନ୍ଦ ଆସିଥାଏ ।

3- ଆପଣ ଯଦି ତୃତୀୟ ନମ୍ବର ବାଛିଛନ୍ତି ତେବେ ଆପଣ ବହୁତ ଭଲ ମଣିଷ କିନ୍ତୁ ଅଧିକ ଚିନ୍ତା କରିଥାନ୍ତି ସବୁ କିଛି ନେଇ । ଆପଣ ଜାଣିଛନ୍ତି କଣ ଠିକ କଣ ଭୁଲ । ଆପଣଙ୍କର ବୁଦ୍ଧି ବହୁତ ତୀବ୍ର ଓ ଜ୍ଞାନୀ ମଣିଷ ଅଟନ୍ତି । ଆପଣ କେଉଁଠି ବି ସଫଳତା ପାଇପାରନ୍ତି । ଯେଉଁଠି ଲୋକେ ଅସଫଳ ହୋଇଥାନ୍ତି ।

4- ଯଦି ଆପଣ ଚତୁର୍ଥ ନମ୍ବର ବାଛିଛନ୍ତି ତେବେ ଆପଣ ଏବେ ବହୁତ ଚିନ୍ତାରେ ଅଛନ୍ତି । ଆପଣ ଘର ପରିବାର, ସମ୍ପର୍କ କୁ ନେଇ ଚିନ୍ତାରେ ଅଛନ୍ତି । କେବେ ପଜେଟିଭ ତ କେବେ ନେଗେଟିଭ ହୋଇ ଯାଉଛନ୍ତି । ଆପଣ ନିସ୍ପତି ନେଇପାରୁ ନାହାନ୍ତି । ଆପଣଙ୍କ ମନ ବାରମ୍ବାର ଚେଞ୍ଜ ହେଉଛି । ଆପଣ ନିଜ ପାଇଁ କିଛି କରିପାରୁ ନାହାନ୍ତି ।

5- ଆପଣ ଯାହାଙ୍କ ପାଇଁ ପଞ୍ଚମ ନମ୍ବରଟି ଚୁଜ କରିଛନ୍ତି ଏବେ ଆପଣ ଦୁଃଖୀ ଅଛନ୍ତି । ଆପଣ ଲୁବା ଅନ କରିବାକୁ ଚାହୁଁଛନ୍ତି । ପଇସା, ବ୍ୟବସାୟ, ଚାକିରିକୁ ନେଇ ଆପଣଙ୍କର କ୍ଷତି ହେଉଛି । ଏବେ ଆପଣଙ୍କୁ ସାହାରା ର ଜରୁରତ ଅଛି ଯାହା ପାଇଁ ଆପଣ ଜୀବନରେ ଆଗକୁ ବଢିପାରିବେ । ଆପଣଙ୍କ ସହ ଯାହା ହୋଇଛି ବହୁତ ଖରାପ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button