ଜୀବନଶୈଳୀ

ମହିଳାମାନେ ଘରେ ଏକୁଟିଆ ଥିଲେ କରନ୍ତି ଏମିତି କିଛି କାମ, ଶୁଣିଲେ ଚମକି ପଡିବେ ଆପଣ

ମହିଳାମାନେ ଘରେ ଥିଲେ ଏଭଳି କାମ କରିଥାନ୍ତି ଯେ ପୁରୁଷ ମାନେ ଏହାକୁ ଜାଣିଲେ ଏହାକୁ ବିଶ୍ୱାସ କରିବେ ନାହିଁ । ନାରୀ ମାନଙ୍କର ଅନେକ କଥା ପୁରୁଷ ମାନେ ଜାଣି ନଥାନ୍ତି । ନାରୀ ମାନଙ୍କ ଅନେକ ଗୁପ୍ତ କଥା ରହିଛି ଯାହାକୁ ସହଜରେ କେହି ମଧ୍ୟ ବୁଝି ପାରନ୍ତି ନାହିଁ । କୁହାଯାଏ ସ୍ୱୟଂ ଭଗବାନ ମଧ୍ୟ ଜାଣନ୍ତି ନାହିଁ କି ନାରୀ ମାନଙ୍କ ହୃଦୟରେ କଣ ସବୁ ଚାଲିଥାଏ । କାରଣ ଜଣେ ନାରୀ ମନରେ ବହୁତ ଗୁଡିଏ କଥା ଚାଲିଥାଏ । ଜଣେ ନାରୀ ନିଜ ପ୍ରେମ ଆଉ ପରିବାର ପାଇଁ କିଛି ମଧ୍ୟ କରି ପାରନ୍ତି ।

ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ନାରୀ ମାନେ ବହୁତ କୌତୁହଳ ପୂର୍ଣ୍ଣ ଅଟନ୍ତି । ବେଳେବେଳେ ଏମାନେ ଯାହା କୁହନ୍ତି ତାର ଠିକ ଓଲଟା ଟା ହିଁ କରନ୍ତି।ନାରୀକୁ ମାୟାବିନୀ ବୋଲି କୁହାଯାଏ। ନିଜ ମାୟାବୀ କଥା ରୂପ ଦ୍ୱାରା ସେମାନେ ପୁରୁଷ ଙ୍କୁ ସହଜରେ ବଶୀଭୂତ କରି ପାରନ୍ତି।

 

ନାରୀ ମାନଙ୍କ ହୃଦୟ ରେ କୌଣସି ଜିନିଷ ପ୍ରତି ଦୁର୍ବଳତା ନିଶ୍ଚିତ ଭାବରେ ଥାଏ । ତେବେ ଗୋଟିଏ ଝିଅ ମନ କିପରି ହୋଇଥାଏ ଏବଂ ଝିଅ ମାନେ ଅଧିକ କେଉଁ କାମ କରିବାକୁ ପସନ୍ଦ କରନ୍ତି ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ। ମହିଳା ମାନେ ଘରେ ଏକୁଟିଆ ଥିଲେ କିଛି ଏପରି କାମ କରିଥାନ୍ତି ଯାହା ଜାଣିଲେ ପୁଅ ମାନେ ଆଶ୍ଚଯ୍ୟ ହୋଇଯିବେ ।

 

ଏହା ଏପରି କାମ ଅଟେ ଯାହା କି ଫାଙ୍କା ସମୟରେ ଉଭୟ ନାରୀ ଏବଂ ପୁରୁଷ ଏକୁଟିଆରେ କରିଥାନ୍ତି । ତେବେ ଏହି କାମ ଟି ହେଉଛି ଏକୁଟିଆ ସମୟରେ ବାଥରୁମରେ ଗାଧୋଇବା ଗୀତ ଗାଈ ଉପଭୋଗ କରନ୍ତି । ଏଥିରେ ବହୁତ ଖୁସି ହୁଅନ୍ତି । ବାଥରୁମରେ ଝିଅ ମାନେ ନୃତ୍ୟ ମଧ୍ୟ କରିଥାନ୍ତି। କୌଣସି ପୁସ୍ତକ ବା ଉପନ୍ୟାସ ପଢିବା ପାଇଁ କେବଳ ପୁରୁଷ ନୁହେଁ ନାରୀ ମାନଙ୍କର ମଧ୍ୟ ଆଶା ଥାଏ। ଝିଅ ମାନେ ସମୟ ପାଇଲେ ନିଜର ପ୍ରିୟ ପୁସ୍ତକ, ଖବର କାଗଜ, ମାଗାଜିନ ,ଉପନ୍ୟାସ,ସାହିତ୍ୟ ଇତ୍ୟାଦି ପଢ଼ିଥାନ୍ତି।

 

କିଛି ମହିଳା ମାନେ ଏକୁଟିଆ ସମୟରେ ଗଳ୍ପ ଲେଖିବା,ଚିତ୍ର ଅଙ୍କନ କରିବା,ସିଲେଇ କରିବା,କପଡା ସୁଇଟର ଆଦି ବୁଣା ବୁଣି କରିବା କାର୍ଯ୍ୟ କରିଥାନ୍ତି। କିଛି ମହିଳା ମାନେ ଏକୁଟିଆ ସମୟରେ ଘରେ ଗୀତ ବଜାଇ ନାଚିବା କୁ ମଧ୍ୟ ପସନ୍ଦ କରନ୍ତି । ଆଉ କିଛି ମହିଳା ରୋଷେଇ ଆଦି କାମରେ ଅଧିକ ଧ୍ୟାନ ଦେଇଥାନ୍ତି । ନୂଆ ନୂଆ ରେସିପି ୟୁଟୁବ ରୁ ଶିଖି ଘରେ ଖାଦ୍ୟ ପ୍ରସ୍ତୁତ କରି ନିଜ ସ୍ୱାମୀ ମାନଙ୍କୁ ଦେଇଥା

Related Articles

Leave a Reply

Your email address will not be published. Required fields are marked *

Back to top button