ଧର୍ମ

ଉତ୍ତର ଦିଗରେ ରଖି ଦିଅନ୍ତୁ କେବଳ ଏହି ୩ ଟି ଜିନିଷ, କୋଟିପତି ହେବାରୁ ଆପଣଙ୍କୁ କେହି ବି ଅଟକାଇ ପାରିବେନି, ଦୂର ହେବ ସବୁ ବାସ୍ତୁଦୋଷ- Vastu Tips

ଆପଣ ମାନେ ଜାଣିଥିବେ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ମାନେ ଠିକ ଦିଗରେ ଠିକ ଜିନିଷ ନରଖନ୍ତି ତେବେ ସବୁ ସମୟରେ ବହୁତ ଖରାପ ପ୍ରଭାବ ପଡିଥାଏ । ଏହି ସଂସାରରେ ପଞ୍ଚତତ୍ୟରେ ଗଢା ଓ ତାଙ୍କର ସଠିକ ଜାଗାରେ ସଠିକ ଜିନିଷରେ ରହିବା ଦରକାର । ସବୁ ଜିନିଷର ଓ ଦିଗର ମହତ୍ୟ ବିଷୟରେ ଲେଖାଯାଇଛି ।

ଆମର ଥିବା ପଞ୍ଚତତ୍ୟ ଅଗ୍ନି, ବାୟୁ, ଆକାଶ, ଜଳ ଓ ମାଟିଙ୍କର ନିଶ୍ଚିନ୍ତ ଜାଗା ଉପରେ ମହତ୍ୟ ରହିଛି । ଯଦି ଆମର ଯେଉଁ ଜିନିଷ ସଠିକ ଦିଗରେ ସଠିକ ଜିନିଷ ନରହେ ତେବେ ସେହି ସମୟରେ ଆମ ଘରେ ସବୁ ବେଳେ ନିଜ ଭିତରେ ଅଶାନ୍ତି ଓ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଆମେ କେବଳ ଆମ ଘରେ ସକାରାତ୍ମକ ଶକ୍ତି ବା ଊର୍ଜା ରହିବା ଦରକାର ।

ସେଥିପାଇଁ ଆମ ନିଜ ଘରେ ସଠିକ ଜିନିଷ ସଠିକ ଜାଗାରେ ରଖିବା ନିହାତି ଦରକାର । ଯାହା ଦ୍ଵାରା କି ଆମ ଘରେ କେଉଁ ଜାଗାରେ କେଉଁ ଜିନିଷ ରହିବା ଫଳରେ ଏହା ନିର୍ଧାରିତ ହୋଇଥାଏ କି ଆମ ଘରେ ସକରାତ୍ମକ ଶକ୍ତି ହେବ ନା ନକରାତ୍ମକ ଶକ୍ତି ଉତ୍ପର୍ଣ ହେବ । ଯଦି ଆମ ଘରେ ସକରାତ୍ମକ ଶକ୍ତି ଥିବ ତେବେ ଆମ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଢିଥାଏ ।

କିନ୍ତୁ ଯଦି ଆମେ ସବୁ ଜିନିଷକୁ ତାର ନିଶ୍ଚିନ୍ତ ଜାଗାରେ ନରଖୁ ତେବେ ଆମ ଘରେ ନକରାତ୍ମକ ଶକ୍ତି ଥାଏ ତେବେ ଆମର କେବେ ହେଲେ ଊର୍ଣ୍ଣତି ହୋଇପାରି ନଥାଏ ଦୁଖ ଦୁର୍ଦଶା ଦେଖା ଦେବା ସହିତ ଘର ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇ ଥାଏ । ଯଦି ଆପଣଙ୍କର ଘରେ ସକରାତ୍ମକ ଶକ୍ତି ଉତପର୍ଣ୍ଣ କରିବାକୁ ଚହୁଁଛନ୍ତି ତେବେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଏପରି ଜିନିଷ ରଖନ୍ତୁ ଯାହା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ଖୁସି ହେବେ ।

ଉତ୍ତର ଦିଗରେ କିଛି ଏହିପରି ଜିନିଷ ରଖିବା ଦ୍ଵାରା ନିଜ ଘରେ ଅଧିକ ଧନ ସମ୍ପତି ବଢିବା ସହିତ ସକରାତ୍ମକ ଶକ୍ତି ଆସିଥାଏ । ଆମର ହେଉଥିବା ଅସୁବିଧା ବା ଧନ ଆସିବାରେ ହେଉଥିବା କିଛି ସମସ୍ୟା ଦୂରେଇ ଯାଏ । ତେବେ ଆସନ୍ତୁ ଜାଣିବା ଆମେ ଉତ୍ତର ଦିଗରେ କେଉଁ ଜିନିଷ ରଖିବା ନିହାତି ଦରକାର । ଆପଣ ମାନେ ସମସ୍ଥେ ଜାଣିଛନ୍ତି କି ଆମ ହିନ୍ଦୁ ଧର୍ମରେ ତୁଲସୀ ଗଛକୁ ପୂଜା କରାଯାଏ ।

ସେଥିପାଇଁ ଉତ୍ତର ଦିଗରେ ତୁଲସୀ ଗଛ ଲଗାଇବା ନିହାତି ଦରକାର । ଏହା ଆମଉ ବହୁତ ଖରାପ ଜିନିଷ ଠାରୁ ରକ୍ଷା କରିଥାଏ ଓ ଏହାକୁ ଆମେ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନିଥାଉ । ଯଦି ଘରର ଉତ୍ତର ଦିଗରେ ତୁଲସୀ ଗଛ ଲଗାଯାଏ ତେବେ ଘରର ଆର୍ଥିକ ସମସ୍ୟା ଦୂରେଇ ଯାଏ । ଯଦି ଆପଣ ଏହି ପରି କରି ତାଙ୍କୁ ପୂଜା କରୁଛନ୍ତି ତେବେ ନିଜ ସମ୍ପର୍କରେ ଯଦି କିଛି ଅସୁବିଧା ଦେଖା ଯାଉଥିବ ତେବେ ଏହା ଖୁବ ଶୀଘ୍ର ଦୂରେଇ ଯିବ । ଏହା ପରେ ହେଉଛି ଆଇନା ।

ଆଇନାକୁ ଉତ୍ତର ମୁଖା ରାଖୀ ନିଜ ମୂହ ଦେହିବା ଉଚିତ ଅଟେ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ଶାନ୍ତି ହୋଇଥାନ୍ତି । ଯଦି ଆପଣ ଆର୍ଥିକ ସ୍ଥିତିରେ କିଛି ସୁଧାର ଆଣିବାକୁ ଚାହୁଛନ୍ତି ତେବେ ଆପଣ ଉତ୍ତର ଦିଗରେ ଏକ ଭଗବାନ କୁବେରଙ୍କର ମୃତି ରାଖୀ ପୂଜା କରୁଛନ୍ତି ତେବେ ଘରେ କେବେ ହେଲେ ଧନ ଅଭାବ ଦେଖାଦେବ ନାହିଁ । ଉତ୍ତର ଦିଶାରେ ଆପଣ ଯଦି ଆପଣ ଦୁଇଟି ହାତୀ ରଖୁଛନ୍ତି ତେବେ ଏହା ମଧ୍ୟ ବହୁତ ଲାଭ ଦାୟାକ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button