ରାଶିଫଳ

ସବୁଠାରୁ ବଡ଼ ଖୁସି ଖବର, ଆଜି ଠାରୁ ଏହି 6 ରାଶି ହେବେ ରାଜା…

ବନ୍ଧୁଗଣ ଶନି ଦେବତାଙ୍କୁ ନ୍ୟାୟର ଦେବା ବୋଲି କୁହାଯାଏ । ଯଦି ତାଙ୍କର କୌଣସି ରାଶିର ଜାତକ ଉପରେ ଖରାପ ନଜର ପଡିଯାଏ ତେବେ ସେହି ଜାତକ ନିଜର ସମସ୍ଯା ସଜାଡିବାରେ ସାରା ଜୀବନ କତିଯାଏ । ଯଦି ଶନିଦେବଙ୍କ କୃପା ଦ୍ରୁଷ୍ଟି ପଡିଯାଏ ତେବେ ସେହି ମଣିଷ ନିଜ ଜୀବନରେ କମ ପରିଶ୍ରମରେ ସୁଖର ପ୍ରାପ୍ତି କରିଥାଏ । ତେବେ ସେହି ଠାରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ପ୍ରତେକ ମଣିଷ ଚାହିଁଥାଏ ତାର ଜୀବନରେ ମା ଲକ୍ଷ୍ମୀଙ୍କ କୃପା ରହିଥାଉ ।

ଆସନ୍ତା କାଲି ଠାରୁ ଭଗବାନ ଶନି ଓ ମା ଲକ୍ଷ୍ମୀ କିଛି ରାଶିଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମେଷ ରାଶି : ଆପଣଙ୍କ ଉପରେ ଶନିଦେବ ନିଜର କୃପା ଦ୍ରୁଷ୍ଟି ରଖିବେ । ମାନ ସମାନ ପ୍ରାପ୍ତ ଭେବ । ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ଅଛି । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ । ଘର ପରିବାରରେ ଖୁଶିର ମାହୋଲ ରହିବ ।

କର୍କଟ ରାଶି : ଏହି ରାଶିର ଲୋକଙ୍କ ଉପରେ ଶନି ମହାରାଜଙ୍କ କୃପା ଦ୍ରୁଷ୍ଟି ଲଗାତର ଭାବେ ରହିବ । ଜୀବନରେ ଯାହା ସବୁ ସମସ୍ୟାର ରହିଥିଲା ତାହାର ଅନ୍ତ ଘଟିବାକୁ ଯାଉଛି । ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ । ସାଙ୍ଗ ଙ୍କ ଠାରୁ ଲାଭ ମିଳିପାରେ । ଚାକିରି କରୁଥିବା ଲୋକଙ୍କୁ ପ୍ରମୋଶନ ହେବାର ସମ୍ଭାବନା ଅଛି ।

ବିଛା ରାଶି : ଏହି ରାଶିର ଲୋକଙ୍କୁ ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ । ଆଗାମୀ ସମୟରେ ଅଟକିଥିବା କାମ ପୂରଣ ହେବ । ସବୁ କଷ୍ଟ ଦୂର ହେବ । ଆପଣଙ୍କୁ ଜୀବନରେ ବହୁତ ଜୋର ରେ ସଫଳତା ପାଇବାରୁ କେହି ଅଟକାଇ ପାରିବେ ନାହିଁ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିବ ।

ଧନୁ ରାଶି : ଏମାଙ୍କ ଉପରେ ଭଗବାନ ଶନିଙ୍କ କୃପା ଦ୍ରୁଷ୍ଟି ଅଧିକ ରହିବ । ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ଅଛି । ସଫଳତାର ଅନେକ ପ୍ରକାରର ମାର୍ଗ ପ୍ରାପ୍ତ ହେବ । ଧନ ଜନିତ ସମସ୍ଯା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ମାନ ସମାନ ମିଳିବ । କାରୋବାରରେ ଦିନକୁ ଦିନ ଲାଭ ବଢିବ ।

କୁମ୍ଭ ରାଶି : ଆପଣଙ୍କ ଉପରେ ଶନି ମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ । ଜୀବନରେ ସବୁ ବାଧା ଗୁଡିକ ଦୂର ହେବ । ପ୍ରେମ ସମ୍ପର୍କରେ ଯେଉଁ ମାନେ ଅଛନ୍ତି ସେମାନଙ୍କର ପ୍ରେମ ବିବାହର ଯୋଗ ଅଛି । ଆପଣଙ୍କ ଦ୍ଵାରା କରାଯାଇଥିବା ଚେଷ୍ଟା ସଫଳ ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ ।

ତୁଳା ରାଶି : କୌଣସି ନିବେଶରୁ ଲାଭ ମିଳିପାରେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଅଟକିଥିବା ଧନ ଫେରି ପାଇବେ । ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ଶୁଭ ସାବ୍ୟସ୍ତ ହେବ । ଚାକିରି ମିଳିବା ମାତ୍ରେ ଆପଣଙ୍କ ବ୍ୟବହାର ବଦଳିଯିବ । ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button