ଜୀବନଶୈଳୀ

ଘରକୁ ଏହି 5ଟି ପକ୍ଷୀ ଆସିଲେ ହୋଇଯିବେ କୋଟିପତି, ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ଘରକୁ ହିଁ ଆସିଥାନ୍ତି ଏହି ପକ୍ଷୀ…

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ସମସ୍ତେ ଏହା ନିଶ୍ଚିତ ଭାବରେ ଚାହୁଁଥିବେ କି ଆପଣଙ୍କ ଘରେ ଘରେ ସୁଖ ସମୃଦ୍ଧିର ବାସ ହେଉ । ନିଜ ଘରେ ଖୁସି ପାଇଁ ଆମେ ବହୁତ ଧାର୍ମିକ କାର୍ଯ୍ୟ ମଧ୍ୟ କରାଇଥାନ୍ତି । ଏହା ସହିତ ଆମେ ବାସ୍ତୁଶାସ୍ତ୍ର ରେ କୁହା ଯାଇଥିବା ସବୁ ନିୟମର ପାଳନ ମଧ୍ୟ କରିବାକୁ ଚେଷ୍ଟା କରିଥାନ୍ତି । ହିନ୍ଦୁଧର୍ମରେ ଦେବିଦେବତାଙ୍କ ପୂଜା ସହିତ ତାଙ୍କ ବାହନ ମାନଙ୍କ ପୂଜାର ମଧ୍ୟ ନିୟମ ରହିଛି । କେତେକ ଦେବୀ ଦେବତା ଙ୍କ ବାହନ ପଶୁ ଏବଂ କେତେକଙ୍କର ପକ୍ଷୀ ହୋଇଥାନ୍ତି ।

କାର୍ତ୍ତିକ ଙ୍କ ବାହନ ମୟୁର ଅଟେ,ମାତା ଲଷ୍ମୀଙ୍କ ବାହନ ହଂସ ମାନାଯାଏ ଏବଂ ବିଷ୍ଣୁଙ୍କର ବାହନ ଗରୁଡ଼ ଅଟେ । ମାନାଯାଏ କି ଏହି ବାହନଙ୍କର ସେବା କରିବା ଦ୍ୱାରା ଶୁଭ ଫଳର ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ଅନୁସାରେ ଗାଈ,କୁକୁର ଏବଂ ପଶୁମାନଙ୍କୁ ଖାଦ୍ୟ ଖୁଆଇବା ଦ୍ୱାରା ପୁଣ୍ୟ ହୋଇଥାଏ ଏବଂ ଏହାସହିତ ପକ୍ଷୀମାନେ ଆମକୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ବିଷୟରେ ମଧ୍ୟ ସୂଚନା ଦେଇଥାନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରଥମ ରେ ରହିଛି ନୀଳକଣ୍ଠ ପକ୍ଷୀ । ତେବେ ନୀଳକଣ୍ଠ ଙ୍କୁ ମହାଦେବ ଙ୍କ ଅବତାର ବୋଲି କୁହାଯାଏ । ଏହାକୁ ଦେଖିଲେ ଆପଣ ଦେଖିକି ହିଁ ରହିଯିବେ । ତେବେ ଏହି ପକ୍ଷୀ ବହୁତ କମ ସମୟରେ ଦେଖା ଦେଇଥାଏ । ତେବେ ଯଦି ଆପଣଙ୍କ ଛାତରେ ନୀଳ କଣ୍ଠ ଆସି ବସିଛି ଏବଂ ଆପଣଙ୍କ ଦାନା ପାଣି କୁ ଗ୍ରହଣ କରୁଛି । ତେବେ ନିଶ୍ଚିତ ଭାବରେ ଏହା ଶୁଭ ହୋଇବ ଏବଂ ଭଲ ଲାଭ ମଧ୍ୟ ହେବ ।

୨. ଦ୍ଵିତୀୟ ରେ ରହିଛି କାଉ । ତେବେ ଯଦି ଆପଣଙ୍କ ଘରେ କାଉ ଦେଖାଯାଏ ତେବେ ଏହା କୌଣସି ଅତିଥୀ ଙ୍କ ଆସିବାର ସଂକେତ ଦେଇଥାଏ । ଆମେ ଛୋଟବେଳୁ ଶୁଣି ଆସୁଛୁ କି ଯଦି କାଉ ରବିଥାଏ ତେବେ ଲୋକକଥା ଅନୁଯାୟୀ କିଏ ଆସିବାକୁ ଯାଉଛି । ଏଥିପାଇଁ କାଉର ଘରେ ରାବିବା କୌଣସି ଅତିଥୀଙ୍କ ଘରକୁ ଆସିବାର ସଂକେତ ଦେଇଥାଏ । କାଉ ଘରକୁ ଆସିଲେ ଶୁଭ ବୋଲି କୁହାଯାଏ ଏବଂ ଧନ ଲାଭ ମଧ୍ୟ ହୋଇଥାଏ ।

୩. ତୃତୀୟ ରେ ରହିଛି ପେଚା । ତେବେ ପେଚା ମାତାଲଷ୍ମୀ ଙ୍କ ବାହନ ହୋଇଥାଏ । ଯଦି ଏହି ପେଚା ଘରେ କିମ୍ବା ଘରର ଆଖପାଖରେ ଦେଖାଯାଏ ତେବେ ଜାଣି ନିଅନ୍ତୁ କିଛି ଶୁଭ ହେବାକୁ ଯାଉଛି । ଏହି ପକ୍ଷୀ ଦେଖାଦେଲେ ଆପଣଙ୍କୁ ପଇସା ମିଳିବାର ମଧ୍ୟ ସମ୍ଭାବନା ଥାଏ । ତେବେ କିନ୍ତୁ ରାତିରେ କଳା ପେଚା ଦେଖିବା ଅଶୁଭ ବୋଲି ମଧ୍ୟ ସ୍ୱୀକାର କରନ୍ତି । ଏହା ସହ ପେଚା ବାରମ୍ବାର ଆପଣଙ୍କ ଘରକୁ ଆସିଥାଏ ତେବେ ଏହାର ଅର୍ଥ କିଛି ବହୁତ ଖରାପ ହବାକୁ ଯାଉଛି ଯାହା ପାଇଁ ଆପଣଙ୍କୁ ସଜାଗ ରହିବା ଉଚିତ ହୋଇଥାଏ ।

୪. ଚତୁର୍ଥ ରେ ରହିଛି ପାରା । ତେବେ ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କ ଘରେ ପାରା ବା ଛୋଟ ଛୋଟ ପକ୍ଷୀ ବସା ବାନ୍ଧି ରହିବା ଆରମ୍ଭ କରନ୍ତି ତେବେ ଏହାର ଅର୍ଥ ଆପଣାଙ୍କ ଘରେ ମାତା ଲକ୍ଷ୍ମୀଙ୍କ ନିବାସ ହୋଇ ଯାଇଛି ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆଉ ଉନ୍ନତି ଆସିବ ଜୀବନରେ ଆପଣ ବହୁତ ଖୁସିରେ ରହିବେ ।

୫. ପଞ୍ଚମ ରେ ରହିଛି ଘର ଚଟିଆ । ତେବେ ଯଦି ଆପଣଙ୍କ ଘରେ ଘର ଛତିଆ ଚଢେଇ ବସା ବନାଏ ଏବଂ ସେଠାରେ ଅଣ୍ଡା ଦିଏ ତ ଏହାକୁ ବହୁତ ଶୁଭ ମାନାଯାଏ । ଏହା ଆପଣଙ୍କ ସମ୍ପତ୍ତି ର ବୃଦ୍ଧି କରିଥାଏ ଏବଂ ଜୀବନରେ ଚାଲୁଥିବା ସମସ୍ୟାର ଶୀଘ୍ର ଅନ୍ତ ହୋଇପାରେ । ଯଦି ଆପଣଙ୍କ ଘରେ ବାଇ ଚଢେଇ ବସା ବନାଏ ତ ତାହାକୁ ଭୁଲରେ ବି ଭାଙ୍ଗିବେ ନାହିଁ । ନଚେତ ଏହାର ଅଶୁଭ ଫଳ ପ୍ରାପ୍ତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button