ଚେହେରାକୁ କେବେ ଖରାବ ହବାକୁ ଦବ ନାହିଁ ଏହାର ଦୁଇଟି ପତ୍ର, ୫୦ ବର୍ଷ ବୟସରେ ମଧ୍ୟ ଦେଖାଯିବେ ୨୦ ଭଳି ଯବାନ
ମଣିଷ ନିଜ ଜୀବନରେ କେବଳ ଧନ ପଛରେ ଧାଇଁ ଚାଲିଛି ଆଉ ଏହାର ମୁଖ୍ୟ କାରଣ ଏହା ଅଟେ ଯେ ମଣିଷ ଏହା ଭାବି ଦେଇଛି ଯେ ଧନ ଦ୍ଵାରା ସେ ଯାହା ଇଛା କରିବ ହାସଲ କରି ପାରିବ କିନ୍ତୁ ଆପଣ ମନେ ରଖିବେ କେବେ ଯାଇଥିବା ସମୟ କେହି କିଇକି ଆଣି ପାରି ନାହାନ୍ତି ଠିକ ସେମିତି ସ୍ୱାସ୍ଥ୍ୟ ମଧ୍ୟ ଆମ ଜୀବନ ସବୁଠାରୁ ମୁଲ୍ଯବନ ଜିନିଷ ଅଟେ ଆପଣ ଏହାକୁ ସମ୍ଭାଳି ପାରିଲେ ଆପଣଙ୍କୁ ବହୁତ ସବୁ ଖୁସି ମିଳିଥାଏ କିନ୍ତୁ ଯଦି ଏହି ଭଳି ଖାଇବା ପିବା ଖରାପ ରଖନ୍ତି ତେବେ ଆପଣଙ୍କ ଜୀବନରେ ବହୁତ କିଛି ଖରାପ ହୋଇପାରେ ।
ଆଜିକା ସମୟରେ ସବୁଠାରୁ ବଡ ସମସ୍ୟା ମୁଣ୍ଡରୁ ଚୁଟି ଝଡିବା ଅଟେ, ତେବେ ଆଜିକା ସମୟରେ ଏହି ସମସ୍ୟା ପ୍ରାୟତଃ ସମସ୍ତଙ୍କୁ ହୋଇଥାଏ ଆଉ ଏହି ସମସ୍ୟା ପାଇଁ ହଜାର ହଜାର ସମାଧାନ ମଧ୍ୟ କୁହା ଯାଇଛି କେତେ ପ୍ରକାର ଶ୍ୟାମପୁ, ସିରମ ଆଉ କଣ୍ଡିସନର ଲଗାଇବା ପାଇଁ ବାହାରି ଯାଇଛି କିନ୍ତୁ ଲୋକଙ୍କ ଚୁଟି ଝଡିବା ସମସ୍ୟା ଏବେ ବି କମ ହେଉ ନାହିଁ । ଆଜିକା ସମୟରେ ସମସ୍ତେ ଶ୍ୟାମପୁ ଲଗଉଛନ୍ତି କିଏ ଅବା ଥିବ ଯିଏ ଶ୍ୟାମପୁ ବ୍ୟବହାର କରୁନଥିବ ସମସ୍ତେ କରୁଛନ୍ତି ଆଉ ସମସ୍ତଙ୍କ ଚୁଟି ଝାଡୁଛି । ତେବେ ଆଗ କାଳ ସମୟରେ ଶ୍ୟାମପୁ ଭଳି ଜିନିଷ ନଥିଲା ଆଉ ଲୋକଙ୍କ ଚୁଟି ଏତେ ସୁନ୍ଦର ସୁନ୍ଦର ଥିଲା ଯେ ତାଙ୍କ ସୁନ୍ଦରତା ଆହୁରି ବଢି ଯାଉଥିଲା ।
ବର୍ତମାନ ସମୟର ସବୁଠାରୁ ବଡ ସମସ୍ୟା ହେଲା ଖାଦ୍ୟ ଆପଣ ଯେଉଁ ପ୍ରକାର ଖାଦ୍ୟ ସେବନ କରିବେ ଆପଣଙ୍କ ରକ୍ତ ସେତେ ଭଲ ରହିବ ଆଉ ସେତିକି ଭଲ ଆପଣଙ୍କ ସ୍ୱାସ୍ଥ୍ୟ ଆଉ ଚୁଟି ମଧ୍ୟ ରହିବ । ଯେଉଁ ଲୋକଙ୍କୁ ଚୁଟି ଝଡିବା ସମସ୍ୟା ଅଛି ସେ କେବଳ ଗୋଟେ ମାସ ଫଳ ଆଉ କଞ୍ଚା ପାରିବା ଅଧିକରୁ ଅଧିକ ସେବନ କରିକି ଦେଖନ୍ତୁ ଯଦି ଚୁଟି ଝଡିବା କମିଲା ତେବେ କହିବେ । ତେବେ କଞ୍ଚା ଫଳ ଆଉ ପାରିବା ଖାଇବା ଦ୍ଵାରା ଆମ ରକ୍ତ ସଫା ହୋଇଥାଏ ଆଉ ଆମ ଚୁଟିକୁ ପୋଷଣ ପ୍ରାପ୍ତ ହୋଇଥାଏ ଏହା ଛଡା ଚୁଟିକୁ କେବେ ଗରମ ପାଣିରେ ଧୁଅନ୍ତୁ ନାହିଁ ।
ନଚେତ ଚୁଟି ଅଧିକ ଝଡିବ ଯେବେ ବି ଧୋଇବେ ଥଣ୍ଡା ପାଣିରେ ଧୋଇବେ ଏହା ଛଡା ଦ୍ରାୟର ଭଳି ଜିନିଷ କେବେ ବ୍ୟବହାର କରିବେ ନାହିଁ । ତେବେ ସଦାବହାର ନାମକ ଗୋଟେ ଫୁଲ ଗଛ ହୋଇଥାଏ ଯାହା ଆପଣଙ୍କୁ ନିଜ ଘରେ ଆଣି ରଖିବାର ଅଛି ତା ଦୁଇଟି ଫୁଲ ଓ କିଛି ପତ୍ର ବାଟି ନିଜ ଚୁଟି ମୂଳରେ ଲଗାନ୍ତୁ ଆଉ ୨୦ ମିନିଟ ପରେ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ଚୁଟି ଏତେ ମଜବୁତ ହବ ଯେ ୫ ଦିନରେ ଗୋଟେ ବି ଚୁଟି ଝଡିବ ନାହିଁ ଥରେ କରିକି ଦେଖନ୍ତୁ । କେବଳ ସେତିକି ନୁହେଁ ଯଦି ଏହି ସଦବହର ଫୁଲ ଓ ପତ୍ରର ପେଷ୍ଟ ଆପଣ ନିଜ ମୁହଁରେ ଲାଗନ୍ତି ତେବେ ଆପଣଙ୍କ ସ୍କିନରେ ହେଉଥିବା ସମସ୍ତ ସମସ୍ୟାକୁ ମଧ୍ୟ ଏହା ଦୂର କରି ଆପଣଙ୍କୁ ସର୍ବଦା ଯବାନ ରଖିବାରେ ସାହାଜ୍ଯ କରେ ।