ଜୀବନଶୈଳୀ

ଡେଲିଭରିର ଏତିକି ଦିନ ପର୍ଯ୍ୟନ୍ତ ରଖନ୍ତୁ ନାହିଁ ଶାରିରୀକ ସମ୍ବନ୍ଧ, ହେଇଥାଏ ଏହି ବଡ କ୍ଷତି

କହିବାକୁ ଗଲେ ଦୁନିଆର ସବୁଠୁ ଖୁସିର କଥା ହେଉଛି ଯେତେବେଳେ ଗୋଟିଏ ଦମ୍ପତି ମାତା ପିତା ହୋଇଥାନ୍ତି । କିନ୍ତୁ ଗୋଟିଏ ଝିଅ ପାଇଁ ମା ହେବାର ଖୁସି ଦୁନିଆର ସବୁଠୁ ବଡ ଖୁସିର କଥା ହୋଇଥାଏ । ଗୋଟିଏ ଝିଅ ସେତେବେଳେ ହିଁ ସମ୍ପୂର୍ଣ ହୋଇଥାଏ ଯେତେବେଳେ ସେ ମା ହୋଇଥାଏ । ଭାଗ୍ୟଶାଳୀ ହୋଇଥାନ୍ତି ସେହି ମହିଳାମାନେ ଯେଉଁମାନେ ମା ହେବାର ସୁଖ ପ୍ରାପ୍ତ କରିଥାନ୍ତି । କାରଣ ଏହି ଦୁନିଆରେ ଏମିତି ବି ମହିଳା ଅଛନ୍ତି ଯେଉଁମାନେ ମା ହୋଇ ପାରନ୍ତି ନାହିଁ । ଗୋଟିଏ ଶିଶୁକୁ ଜନ୍ମ ଦେବା ପାଇଁ ଗୋଟିଏ ମା’କୁ ଅସହନୀୟ ଯନ୍ତ୍ରଣା ମଧ୍ୟ ଦେଇ ଗତି କରିବାକୁ ପଡିଥାଏ । ସେହି ସମୟରେ ସେହି ମାର ଯନ୍ତ୍ରଣାକୁ ଦୁନିଆର କୌଣସି ବି ବ୍ୟକ୍ତି ଅନ୍ଦାଜ ବି ଲଗାଇ ପାରିବ ନାହିଁ ।

ଯେଉଁଠି ଗୋଟିଏ ପୁରୁଷ ସାମାନ୍ୟ ଯନ୍ତ୍ରଣାକୁ ସହି ପାରେ ନାହିଁ, ଅନ୍ୟ ପଟେ ଗୋଟିଏ ମହିଳାର ସହନଶକ୍ତି ଏତେ ହୋଇଥାଏ କି ସେ ନିଜର ସନ୍ତାନକୁ ଜନ୍ମ ଦେବା ସମୟରେ ସେହି ସମୟର ଯନ୍ତ୍ରଣାକୁ ହସି ହସି ସହି ନିଏ । କିନ୍ତୁ ନିଜର ସନ୍ତାନକୁ ଜନ୍ମ ଦେବା ପରେ ମା’ର ଶରୀର ବହୁତ କମଜୋର ହୋଇଯାଏ । ସେଥିପାଇଁ ଡେଲିଭରି ପରେ ମା’ର ସ୍ୱାସ୍ଥ୍ୟ ପ୍ରତି ଖାସ ଧ୍ୟାନ ଦେବା ଉଚିତ ।

ଯେତେବେଳେ ଗୋଟିଏ ମହିଳା ନିଜର ସନ୍ତାନକୁ ଜନ୍ମ ଦେଇଥାଏ ତେବେ ତା’ର ଶରୀର ଏତେ କମଜୋର ପଡିଯାଏ କି ସେ କିଛି ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ କରିବା ଅବସ୍ଥାରେ ନ ଥାଏ । ଡେଲିଭରି ପରେ ଗୋଟିଏ ମହିଳାର ଶରୀରରେ ବହୁତ କିଛି ଚେଞ୍ଜେସ ଆସିଥାଏ । ଏମିତିରେ ସ୍ଵାମୀମାନେ ନିଜ ପତ୍ନୀଙ୍କ ଖାସ ଧ୍ୟାନ ରଖିବା ଉଚିତ । କୁହନ୍ତି କି ଡେଲିଭରିର କିଛି ଦିନ ପର୍ଯ୍ୟନ୍ତ ସ୍ଵାମୀ ଓ ସ୍ତ୍ରୀଙ୍କୁ ଶାରୀରିକ ସମ୍ବନ୍ଧ କରିବା ଉଚିତ ନୁହେଁ ଓ ଯଦି ସେମାନେ ଏହିଭଳି କିଛି କରୁଛନ୍ତି ତେବେ ଏହା ଦ୍ଵାରା ମହିଳାର ଜୀବନ ପ୍ରତି ବି ଭୟ ରହିପାରେ ।

ତେବେ ବର୍ତ୍ତମାନ ଆପଣ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ କି ଡେଲିଭରିର କେତେ ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ କରିବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କ ପାଇଁ ଏହି ପ୍ରଶ୍ନର ଜବାବ ନେଇ ଆସିଛୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button