ଜୀବନଶୈଳୀ

ତକିଆ ତଳେ କେଉଁ ଚେର ରଖି ଶୋଇଲେ ରୋଗ ଯନ୍ତ୍ରଣା ଦୂର ହୋଇଥାଏ ?

ଶାସ୍ତ୍ରନିୟମ ଅନୁଯାୟୀ ଆପଣଙ୍କ ଘରେ ପାଳନ କରିବାର ନିୟମ ବିଧି । ଯାହା ଦ୍ଵାରା ଘରେ ଥିବା ବସ୍ତୁ ଦୋଷ ଦୂର ହୋଇ ଆପଣଙ୍କ ସୁଖ, ଶାନ୍ତି ଓ ନିରାରୋଗ୍ୟ ଜୀବନ ଅତିବାହିତ କରିଥାନ୍ତି । ଶୋଇବା ଘରେ କେବେବି ଠାକୁରଙ୍କ ଫଟ କିମଭା ମୂର୍ତ୍ତିରଖିବା ଅନୁଚିତ୍ ଏବଂ ଏହା ଦ୍ଵାରା ଘରେ ସ୍ଵାସ୍ଥ ସମସ୍ଯା ଦେଖାଯିବାର ସମ୍ଭାବନା ରହିଥାଏ ।

ପ୍ରତ୍ୟେକ ପୂର୍ଣ୍ଣିମାଦିନ ମହାଦେବଙ୍କୁ ପରିବାର ସହିତ ପୂଜା କରି ପରିବାର ସଦସ୍ୟ ନିରୋଗୀ ରହିବାର କାମନା କରିବା ଦ୍ଵାରା କଲ୍ୟାଣକରି ହୋଇଥାଏ । ଘରର ଦକ୍ଷିଣ ଦିଗରେ ହନୁମାନଙ୍କ ଫଟ ଲଗାଇବା ଉଚିତ୍ ଏବଂ ଘରର ଦୁଆରରେ ମୁହଁରେ ଲଗେଇଳେ ଘରକୁ ଭୁତ ପ୍ରେତ ପ୍ରବେଶ କରିପାରିନଥାନ୍ତି । ଯଦି ଘରର କୋଣସି ସଦସ୍ୟଙ୍କର ରୋଗ ଭଲ ହେଉନଥାଏ ତେବେ ଅଟାର ଗୁଳାକରି ତାଙ୍କ ମୁଣ୍ଡ ଚାରିପାଖରେ ତିନିଥର ବୁଲାଇ ଗାଈକୁ ତିନିଥର ଖୁଆଇବ ଶରୀର ଆରୋଗ୍ଯ ହୋଇଥାଏ ।

ସେହିପରି ରୋଗଗ୍ରସ୍ତ ଲୋକଙ୍କ ମୁଣ୍ଡ ଚାରିପାଖରେ ଢାଳେ ପାଣି ତିନିଥର ବୁଲାଇ ଅସ୍ତଗଛ ମୂଳରେ ତିନିଦିନ ଅର୍ପଣକଲେ ଶରୀର ଶୀଘ୍ର ଆରୋଗ୍ଯ ହୋଇଥାଏ । ରୋଗଗ୍ରସ୍ତ ଲୋକମାନେ ପୂର୍ବଦିଗକୁ ମୁଖକରି ଔଷଧଖାଇବା ମଙ୍ଗଳ ହୋଇଥାଏ ଏବଂ ଶୀଗର ସୁସ୍ଥତା ପାଇଥାଏ । ଘରର ଦକ୍ଷିଣ ଦିଗରେ ଔଷଧ ରଖିବାଦ୍ଵାରା ଅଶୁଭ ହୋଇଥାଏ ଏବଂ ଔଷଧ ଖାଇବାର ଅଭ୍ୟାସ ବୃଦ୍ଧିହେବା ସହିତ ଅମଙ୍ଗଳକାରୀ ହୋଇଥାଏ ।

ଯଦି କୋଣସି ଲୋକ ଭୟଙ୍କର ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ଶୋଇବା ସମୟରେ ତାଙ୍କ ମୁଣ୍ଡପାଖରେ ରୂପାପାତ୍ରରେ କେଶର ପକାଇ ଜଳ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ମଙ୍ଗଳବାର ଓ ଶନିବାର ଦିନ ହନୁମାନଙ୍କ ମୂର୍ତ୍ତିରୁ ସିନ୍ଦୁରଆଣି ରୋଗୀ ଲୋକଙ୍କ ମଥାରେ ଲଗାଇବା ଦ୍ଵାରା ତାଙ୍କର ଶରୀର ଶୀଘ୍ର ସୁସ୍ଥ ହୋଇଥାଏ ।

 

ଅଶୋକ ଗଛର ତିନୋଟି ତାଜା ପତ୍ରକୁ ପ୍ରତିଦିନ ସକାଳଉ ଚୋଇବାଇ ଦ୍ଵାରା ଶରୀର ସୁସ୍ଥ ରହିଥାଏ ତାସହିତ ସମସ୍ତ ପ୍ରକାର ଚିନ୍ତା ଏବଂ ସମସ୍ଯା ଦୂରହୋଇଥାଏ ।ଯଦି କୋଣସି ଲୋକଙ୍କ ଶରୀର ଅଧିକଦିନ ପର୍ଯ୍ୟନ୍ତ ଅସୁସ୍ଥ ରହିଥାଏ ତେବେ ଶୋଇଲାବେଳେ ତାଙ୍କ ତକିଆତଳେ ଅଶ୍ବସ୍ତ ଗଛର ଚେର ରଖିବା ଦ୍ଵାରା ଶରୀର ଶୀଘ୍ର ସୁସ୍ଥ ହୋଇଥାଏ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button