ବିଚାର

କେବଳ ଦୁଇ ମିନିଟ ରେ ଜାଣନ୍ତୁ କାହାର ଆଗ ମୃତ୍ୟୁ ହବ- ସ୍ଵାମୀ ନା ସ୍ତ୍ରୀ

ମଣିଷ ହେଉ ବା ପଶୁ ପକ୍ଷୀ ବା ଅନ୍ୟ ଜୀବ ଜନ୍ତୁ ଯିଏ ବି ଜନ୍ମ ହୋଇ ଥାଏ ସେ କେବେ ନା କେବେ ମୃତ୍ୟୁବରଣ କରେ । ଆପଣ ତ ଜାଣିଛନ୍ତି ଯେବେ ଠାରୁ ଲୋକ ଜନ୍ମ ହୁଅନ୍ତି ଏହା ସହ ସେ ନିଜ ମୃତ୍ୟୁ ଲେଖେଇକି ଆସନ୍ତି କିନ୍ତୁ ଏହା କେହି ଜାଣି ନାହାନ୍ତି କେବେ । ଏହି ଦୁନିଆରେ ଯିଏ ଜନ୍ମ ହୋଇଛି ସେ କେବେ ନା କେବେ ମୃତ୍ୟୁ ପାଇବ ଏକଥା ସମସ୍ତେ ଜାଣନ୍ତି ଏବଂ ମାନନ୍ତି ।

ଏହି ସବୁ ଖେଳ ଭଗବାନଙ୍କ ହାତ ରେ ହୋଇ ଥାଏ, ଜୀବନ ମୃତ୍ୟୁ ସବୁ ତାଙ୍କ ହାତ ରେ ହୋଇ ଥାଏ ।

ସ୍ତ୍ରୀ ହଉ ବା ପୁରୁଷ ସମସ୍ତେ ନିଜ ଭାଗ୍ୟ ସହ ଏହି ଧାରା ରେ ଜନ୍ମ ହୋଇ ଥାନ୍ତି, ଏହା ସହ ଜନ୍ମ ସହ ମୃତ୍ୟୁ ମଧ୍ୟ ନିଶ୍ଚିତ ହୋଇ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଆପଣ ବଧେ ଜାଣି ନଥିବେ । କୌଣସି ଘରେ ଯେବେ ଛୁଆ ଜନ୍ମ ହୋଇ ଥାଏ ସମସ୍ତେ ବହୁତ ଖୁସି ହୋଇ ଥାନ୍ତି ଏବଂ ସେହି ଛୁଆକୁ ପାଠ ପଢେଇ ମଣିଷ କରିବା ଦାଇତ୍ଵ ମାଁ ବାପା ପୂର୍ଣ କରନ୍ତି ସମସ୍ତଙ୍କ ଆସା ହୋପୀ ଥାଏ ଯେ ଛୁଆ ଜୀବନ ସୁଖମୟ ହଉ ।

କିନ୍ତୁ ଏହି କଳିଯୁଗରେ ମନରେ ମଧ୍ୟ ଠାକୁରଙ୍କୁ ପୂଜା କଲେ ତାଙ୍କୁ ଫଳ ନିଶ୍ଚିନ୍ତ ପ୍ରାପ୍ତ ହୋଇ ଥାଏ । ଆଜିକା ସମୟ ଏମିତି ହେଇ ଯାଇଛି ଯେ ଲୋକ ନିଜ ବିଷୟରେ ଛାଡି ଆଉ କାହା ବିଷୟରେ ଜାଣିବା ପାଇଁ ଚାହୁଁ ନାହାନ୍ତି, ମଣିଷ କେବଳ ନିଜ ସୁଖ ପାଇଁ ଅନ୍ୟଙ୍କୁ କଷ୍ଟ ମଧ୍ୟ ଦବା ପାଇଁ ଖରାପ ଭାବୁ ନାହିଁ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଭିଡିଓ ଦେଖେଇବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଯେ ସ୍ଵାମୀ ସ୍ତ୍ରୀ ମଧ୍ୟରୁ କିଏ ଆଗ ମୃତ୍ୟୁ ବରଣ କରିବ । ଏହା ଶୁଣିବା ପାଇଁ ବହୁତ ବିଚିତ୍ର ଲାଗୁଛି କିନ୍ତୁ ଭାବନ୍ତୁ ଯଦି ଆପଣ ଜାଣି ପାରିବେ ଯେ ଆପଣ ଏବଂ ଆପଣଙ୍କ ସ୍ତ୍ରୀ ମଧ୍ୟରୁ ଆଗ କିଏ ମୃତ୍ୟୁ ପାଇବ ତେବେ । ସେଥିପାଇଁ ଆମେ ଆପଣଙ୍କ ପାଖକୁ ଏହି ଭିଡିଓ ଟି ଆଣିଛୁ ଯାହା ଦ୍ଵାରା ଆପଣ ମଧ୍ୟ ଜାଣି ପାରନ୍ତି ଯେ ଆଗ କାହାର ମୃତ୍ୟୁ ହୋଇବ ।

Related Articles

Leave a Reply

Your email address will not be published. Required fields are marked *

Back to top button