ଜୀବନଶୈଳୀ

ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଅତନ୍ତ୍ୟ ହିତକାରୀ. ପ୍ରତିଦିନ ଖାଇବା ଦ୍ୱାରା ଶରୀରକୁ ଏହି ସବୁ ଅଦ୍ଭୁତ ଫାଇଦା ମିଳିଥାଏ

ସାଧାରଣ ଜ୍ଞାନ ର ଅଭାବରୁ ଆମେ ବାସି ରୁଟିକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିଥାଉ କିମ୍ବା କାଉ କିମ୍ବା ଗୃହ ପାଳିତ କୁକୁରକୁ ମଧ୍ୟ ଦେଇଦେଇଥାଉ । ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ତାହା ଆସନ୍ତୁ ନିଶ୍ଚୟ ଜାଣିବା । ଏମିତିକି ଆପଣ ଜାଣିଥିବେ ଯେ ନିଜର ଶରୀର ସୁଦୁଢ କରିବା ପାଇଁ ବିଭିନ୍ନ ଫିଟ୍‌ନେସ୍‌ ସେଣ୍ଟର ଏବଂ ଜିମ୍‌ରେ ଏକ୍ସରସାଇଜ୍‌ ବେଳେ ସକାଳେ ବାସି ରୁଟି ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

 

ତେବେ ଆସନ୍ତୁ ଜାଣନ୍ତୁ ବାସି ରୁଟି ଖାଇଲେ ଆମକୁ କଣ କଣ ସବୁ ଫାଇଦା ବା ଲାଭଦାୟକ ହୋଇଥାଏ,ପେଟ ସମସ୍ୟା ଏବଂ ଏସିଡିଟି ଓ ଗ୍ୟାସ ସମସ୍ୟାରୁ ରକ୍ଷା ପାଇବା ପାଇଁ ସକାଳେ କ୍ଷୀର ସହ ବାସି ରୁଟି ବେଶ୍‌ ଲାଭ ଦାୟକ ଅଟେ ଖାଲି ଏତିକି ନୁହେଁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ବାସି ରୁଟି ବହୁତ ଉପକାରୀ ।

ଯଦି ଆପଣଙ୍କୁ ଡାଇବେଟିସ୍‌ ଅଛି ତେବେ ସକାଳେ ବାସି ରୁଟିକୁ କ୍ଷୀର ସହ ଖାଆନ୍ତୁ। ଏହା ଶରୀରରେ ଶର୍କରା ସ୍ତରକୁ ସନ୍ତୁଳିତ ରଖିଥାଏ ଏବଂ ଯଦି ଆପଣଙ୍କର ବ୍ଲଡ୍‌ ପ୍ରେସର ଅଛି ତେବେ କ୍ଷୀର ସହ ବାସି ରୁଟି ଖାଇଲେ ରକ୍ତଚାପ ମଧ୍ୟ ସନ୍ତୁଳିତ ରହିଥାଏ, ଏମିତିକି ସଜ ରୁଟି ତୁଳନାରେ ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭ ଦାୟକ ହୋଇଥାଏ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button